ଆଜିର ରାଶିଫଳ, 7 ଅଗଷ୍ଟ 2020, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, କୌଣସି ସମ୍ପତ୍ତିର ପାଇଁ ଚାଲିଥିବା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୭ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଉର୍ଣ୍ଣତିର ସୁଯୋଗ ମିଳିବ । କିଛି ନୂଆ କାମ ଆରମ୍ଭ ହୋଇ ପାରେ । କିଛି କାମକୁ ମଧ୍ୟ ନେଇ ମନ ଚିନ୍ତିତ ରହିପାରେ । ନୂଆ ଦାୟିତ୍ଵର କାର୍ଯ୍ୟଭାର ମଧ୍ୟ ମିଳିପାରେ । ବିଦ୍ୟାର୍ଥୀ ମାନନକୁ କଠିନ ପରିଶ୍ରମ ପରେ ସଫଳତା ମିଳିବ । ଅତି ଶୀଘ୍ର କାହା ଉପରେ ବିଶ୍ଵାସ କରନ୍ତୁ ନାହିଁ । ସାମାଜିକ କାମରେ ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ କିନ୍ତୁ ବିବାଦ ଠାରୁ ଆପଣଙ୍କୁ ଦୂରେଇ ରହିବାକୁ ପଡିବ । ଆପଣଙ୍କ ବେପରରେ ମଧ୍ୟ ବହୁତ ଧନ ଲାଭ ହେବାର ଯୋଗ ଅଛି ।

ବୃଷ

ଆଜି ଏମିତି ବିବାଦ ସମସ୍ୟା ଉପରେ ଝଗଡା କରନ୍ତୁ ନାହିଁ ଯାହା ଆପଣଙ୍କ ଏବଂ ଆପଣଙ୍କ ପ୍ରିୟ ଲୋକଙ୍କ ମଧ୍ୟରେ ଝଗଡା ସୃଷ୍ଟି କରି ପାରେ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ଆପଣ ନୂଆ ମୋବାଇଲ କିଣିବା ପାଇଁ ମନ କରି ପାରନ୍ତି । ଟଙ୍କା ସଞ୍ଜୟ ପାଇଁ ଦୂର ଜାଗାର କୌଣସି ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେଇ ପାରିବେ । ପରିବାର ସଦସ୍ୟଙ୍କ ସହିତ ନକରାତ୍ମକ ପ୍ରବେଶ ନକରୁ ଏହାର ଧ୍ୟାନ ରଖିବାକୁ ହେବ । ଆପଣଙ୍କ ଜୀବନ ବହୁତ ଦ୍ରୁତ ଗତିରେ ଆଗକୁ ବଢିବ ।

ମିଥୁନ

ଆଜି ଆପଣଙ୍କୁ ଆପଣଙ୍କ ପ୍ରିୟଙ୍କ କଥା ମନେ ପଡିବ । ଆପଣ ନିଜ କାମ ଏବଂ ପ୍ରଥମିକତା ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିବେ । ସାମାଜିକ ଏବଂ ଧାର୍ମିକ ସମାରୋହ ପାଇଁ ଭଲ ଦିନ ଅଟେ । ଅତ୍ୟଧିକ କ୍ରୋଡ କାରଣରୁ ବୈବାହିକ ସମ୍ପର୍କରେ ତିକ୍ତତା ଆଣିପାରେ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ସ୍ଵାସ୍ଥ୍ୟରେ ଉଥାନ ପଥାନ ରହିବ । ବେପାରରେ ଅଧିକ ଲାଭ ହେବାର ଯୋଗ ଅଛି ।

କର୍କଟ

ଆଜି ନିବେଶର ଯେଉଁ ସୁଯୋଗ ଆସୁଛି ତାହା ଉପରେ ଭଲ ଭାବରେ ବିଚାର କରନ୍ତୁ । କୌଣସି ଯୋଜନାରେ ଧନ ଲଗାଇବା ପୂର୍ବରୁ ତାହା ବିଷୟରେ ଭଲ ଭାବରେ ଜାଣନ୍ତୁ । ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ନିବେଶ କରିବା ପୂର୍ବରୁ ସେହି ଯୋଜନା ବିଷୟରେ ଭଲ ଭାବରେ ଜାଣନ୍ତୁ । କାର୍ଯ୍ୟ କ୍ଷେତ୍ରରେ କାମ ଭାର ଅଧିକ ରହିବ । ସନ୍ତାନ ସୁଖ ମିଳିବ । ଅଯୋଥା ଖର୍ଚ ଉପରେ ନିୟତ୍ରଣ ରଖନ୍ତୁ । ନୂଆ ରୋଜଗାର ସ୍ରୋତ ମିଳିବାର ମଧ୍ୟ ଯୋଗ ଅଛି ।

ସିଂହ

ଆଜି ଆପଣଙ୍କୁ ନିଜ ରାଗ ଏବଂ କଥା ଉପରେ ନିୟତ୍ରଣ ରଖିବାକୁ ହେବ । ଆଜି ଆପଣଙ୍କ ରୋଗର ଚିକିତ୍ସା ପାଇଁ ଧନ ଖର୍ଚ ହେବାର ସମ୍ଭାବନା ଅଛି । ବିଶ୍ଵାସୀ ଲୋକଙ୍କ ସହିତ ମିଶି କୌଣସି ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି । କାର୍ଯ୍ୟ ସହିତ ଚ୍ୟାଲେଞ୍ଜ ମଧ୍ୟ ଅଧିକ ରହିବ । ଘରେ ଏବଂ ପରିବାରରେ ଖୁସିର ବାତାବରଣ ରହିବ । ମନରେ ନିରାଶ ଏବଂ ଅସନ୍ତୋଷ ଭାବ ରହିବ । ଆଜି ଘରେ ସଦସ୍ୟଙ୍କ ସହିତ ବାଦ ବିବାଦ ହୋଇ ପାରେ ଯେଉଁଥି ପାଇଁ ମନ ଦୁଖଃ ହୋଇ ପାରେ ।

କନ୍ୟା

ଆଜି ଆପଣ ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ନହେଲେ ଆପଣଙ୍କର କ୍ଷତି ହୋଇ ପାରେ । ଚାକିରି ଖୋଜିବା ଶେଷ ହୋଇ ପାରେ । ଭାଇ ଭଉଣୀଙ୍କ ଠାରୁ ଆପଣଙ୍କୁ ଆର୍ଥିକ ସହାୟତା ମିଳିପାରେ । ନୂଆ ବିବାହ ପ୍ରସ୍ତାବ ମିଳିପାରେ । ଆପଣଙ୍କ କାମ କରିବା ପ୍ରକ୍ରିୟାରେ ପରିବର୍ତ୍ତନ ହୋଇ ପାରେ । ଯାହାଦ୍ୱାରା ଆପଣଙ୍କ ବ୍ଯକ୍ତିତ୍ଵକୁ ଲାଭ ହେବ । କାମର ଚିନ୍ତା ମଧ୍ୟ କମ ହୋଇ ପାରେ । କୌଣସି ସମ୍ପତ୍ତିର ପାଇଁ ଚାଲିଥିବା ପାରିବାରିକ ବିବାଦର ସାମସ୍ୟାରୁ ମୁକ୍ତି ମିଳିବ ।

ତୁଳା

ଆଜି ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ଅଛି । ଆପଣ ନିଜକୁ ସମାଜ ସେବା ଆଡକୁ ଆକର୍ଷିତ କରିବେ । ଯେତେ ହେଇ ପାରିବ ଆପଣ ସେତେ ଟଙ୍କା ସଞ୍ଚୟ କରନ୍ତୁ ତାହେଲେ ଧନ ସହିତ ଯୋଡି ହୋଇଥିବା ସାମସ୍ୟାରୁ ମୁକ୍ତି ପାଇ ପାରିବେ । ଆଗାମୀ କିଛି ଦିନ ଆପନ୍ନକ ଜୀବନ ପାଇଁ ବହୁତ ଗୁରୁତ୍ଵପୂର୍ଣ ହେବ ଖାସ କରି ଯୁବକ ମାନଙ୍କ ପାଇଁ । ଆପଣଙ୍କ କାମ ପାଇଁ ଅଧିକାରୀ ଗଣ ଆପଣଙ୍କ ଉପରେ ଖୁସି ହେବେ । ଆପଣ ବଡ ମାନଙ୍କର ଆଦର କରିବେ । କ୍ୟାରିୟରରେ ଆଗକୁ ବଢିବା ପାଇଁ ବହୁତ ଭଲ ସୁଯୋଗ ମିଳିବ ।

ବିଛା

ଆଜି ଆପଣଙ୍କ ପାଇଁ ଦିନ ବହୁତ ଭଲ ଅଛି । ଅଧିକାରୀ ଆପଣଙ୍କ କାମରେ ପ୍ରଭାବିତ ହୋଇ ଆପଣଙ୍କୁ ବଡ ଦାୟିତ୍ଵ ଦେଇ ପାରନ୍ତି । ସନ୍ତାନ ମାନଙ୍କ ପକ୍ଷରୁ ଆପଣଙ୍କୁ ଖୁସି ଖବର ମିଳିବ । ବିଦ୍ୟାର୍ଥୀ ମାନଙ୍କୁ ଭଲ ଫଳ ମିଳିବ । ବେପାରୀ ବର୍ଗ ଲୋକଙ୍କର ଅଧୀକ ଧନ ଲାଭ ହେବ । ରାଜନୈତିକ ଅସ୍ଥିରତା ରହିବ । ସ୍ୱାସ୍ଥ୍ୟ ପାଇଁ ଦିନ ଠିକ ଅଛି । ରୋଗରୁ ମୁକ୍ତି ମିଳିପାରେ ।

ଧନୁ

ଆଜି ଆପଣ କୌଣସି ପରିକିତ ଲୋକଙ୍କ ସହିତ ଦେଖା କରିବାକୁ ଯାଇ ପାରନ୍ତି । କିଛି କହିବା ପୂର୍ବରୁ ଭଲ ଭାବରେ ଭାବନ୍ତୁ । ଆପଣ ରୋଗରୁ ମୁକ୍ତି ପାଇବେ । ଖାଇବା ପରିବର୍ତ୍ତନ ଆପଣଙ୍କୁ ବଦହଜମି ସାମସ୍ୟାରୁ ମୁକ୍ତ କରିଦେବ । କୌଣସି ବି ପ୍ରକାରର ନିବେଶ କରିବା ପୂର୍ବରୁ ସେହି ବ୍ୟକ୍ତିଙ୍କ ବିଷୟରେ ଭଲ ଭାବରେ ଜାଣିନେବା ଦରକାର । ପରିବାରରେ ସୁଖ ଏବଂ ଶାନ୍ତି ରହିବ । ଦୁର୍ଘଟଣା ଏବଂ କ୍ଷତ ହେବାର ସମ୍ଭାବନା ଅଛି । ଆପଣ ବ୍ଯକ୍ତିତ୍ଵକୁ ସମ୍ଭାଳି ରହିବାକୁ ହେବ ।

ମକର

ଆଜି ଆପଣ ଭବିଷ୍ୟତକୁ ଦେଖି କିଛି ଏମିତି କାମ କରିବେ ଯାହାଦ୍ୱାରା ଆପଣଙ୍କୁ ଠିକ ସମୟରେ ଆର୍ଥିକ ସହାୟତା ମିଳି ପାରିବ । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି ସମୟ ନିକଟତର ହୋଇ ନାହିଁ, କିନ୍ତୁ ଟିକେ ଟିକେ କରି ଆଗକୁ ନିଶ୍ଚିନ୍ତ ସୁରକ୍ଷା ମିଳିବ । ଅଧିକ ଧନ କମାଇବା ପାଇଁ ଅନେକ ନୂଆ ନୂଆ ସୁଯୋଗ ଆପଣଙ୍କୁ ମିଳିବ । ଏହି ସୁବର୍ଣ୍ଣ ସୁଯୋଗ ଆପଣ ନିଜ ହାତରୁ ଚାଲିଯିବା ପାଇଁ ଦିଅନ୍ତୁ ନାହିଁ । ରୋଜଗାର ବୃଦ୍ଧି ଏବଂ ଖର୍ଚ କମ କରିବା ପାଇଁ ମନୋଭାବ କରି ପାରନ୍ତି ।

କୁମ୍ଭ

ଆଜି ଆପଣଙ୍କ ମାନସିକ ସ୍ଥିତି ଅଶାନ୍ତି ରହିବ । ଏଥିପାଇଁ କୌଣସି ଗୁରୁତ୍ଵପୂର୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଋଣରୁ ମୁକ୍ତି ମିଳିବାର ସମ୍ଭାବନା ଅଛି ଏବଂ ଚାକିରିରେ ପ୍ରମୋଶନ ମଧ୍ୟ ମିଳିପାରେ । ନିଜର ସୃଜନଶୀଳତା ଏବଂ ଶକ୍ତିକୁ ସଠିକ ସ୍ଥାନରେ ନିବେଶ କରନ୍ତୁ କାରଣ ଏହାଦ୍ୱାରା ଆପଣଙ୍କୁ ନାମ ଏବଂ ପ୍ରସିଦ୍ଧି ମିଳିବ । ଧର୍ଯ୍ୟ ଆପଣଙ୍କୁ ପୁରସ୍କୃତ କରିବ । ନବ ବିବାହିତା ଯୋଡିଙ୍କ ପାଇଁ ଆଜିର ଦିନ ମିଶ୍ରିତ ଦିନ ଅଟେ । ଜୀବନସାଥିଙ୍କ ଠାରୁ ଉପହାର ମିଳିପାରେ ।

ମୀନ

ଆଜି ଦୂର ସ୍ଥାନରୁ କିଛି ଖୁସି ଖବର ମିଳିବ । ଏହା ବ୍ୟକ୍ତିଗତ ସ୍ତରରେ ଏକ ଭଲ ଦିନ ଅଟେ । ବ୍ୟବସାୟୀ ମାନଙ୍କୁ ଯାତ୍ରା କରିବାକୁ ପଡିପାରେ । ଆର୍ଥିକ ସ୍ତରରେ ମଧ୍ୟ ଆଜିର ଦିନ ଏକ ଲାଭଦାୟୀ ଦିଟା ଅଟେ । କାମ ଭିତରେ ମଧ୍ୟ ଟିକେ ଆରମ କରନ୍ତୁ ଏବଂ ଅଧିକ ରାତି ପର୍ଯ୍ୟନ୍ତ କାମ କରନ୍ତୁ ନାହିଁ । ନିଜର ଧନକୁ ଏକ ସୁରକ୍ଷିତ ଜାଗାରେ ରଖନ୍ତୁ । ଆପଣ ଚାକିରି କିମ୍ବା ରୋଜଗାର ସହିତ ସବନ୍ଧିତ କୌଣସି ବଡ ନିଷ୍ପତ୍ତି ନେଇ ପାରନ୍ତି । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।