ଅଧିକ ପଇସା ଛାପିକି କେଉଁବି ଦେଶ ବନି ଯାଇପାରେ ଧନୀ, କିନ୍ତୁ ଏମିତି କାହିଁକି ହେଇନଥାଏ, ଜାଣନ୍ତୁ କଣ କୁହନ୍ତି ଅର୍ଥଶାସ୍ତ୍ରୀ

ଏହି ଦୁନିଆରେ ପଇସା ହିଁ ସବୁକିଛି ହୋଇଥାଏ । ଲୋକ ପଇସା ପାଇଁ କିଛିବି କରିବା ପାଇଁ ପ୍ରସ୍ତୁତ ରହି ଥାଆନ୍ତି । ବହୁତ ସାରା ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥାଏ କି କଣ କୌଣସି ଦେଶ ବହୁତ ସାରା ପଇସା ଛାପି ବଡ ଲୋକ ହୋଇପାରେ, ଆଜି ଏହି ବିଷୟରେ ଜାଣିବା ବିସ୍ତାର ରୁପରେ । ଆପଣଙ୍କୁ କହିଦଉଛୁ କି କୌଣସି ବି ଦେଶ ଅଧିକ ନୋଟ ଛାପି ବଡ଼ଲୋକ ହୋଇପାରି ନାହାନ୍ତି ।

କାହିଁକି ନା ଅଧିକ ନୋଟ ଛାପିବା ପାଇଁ ଦେଶର ଜିଡିପି ବଢ଼ାଇବା ଜରୁରୀ ହୋଇଥାଏ ଏବଂ ଜିଡିପି ବଢ଼ାଇବା ପାଇଁ ବିନିର୍ମଣ ଓ ସେବା ଭଳି ବିଭିନ୍ନ କ୍ଷେତ୍ରରେ ବୃଦ୍ଧି, ବେପାର କ୍ଷତିକୁ କମ କରିବା ଭଳି କାମ ଉପରେ ଧ୍ୟାନ ରଖିବା ଜରୁରୀ । ତେବେ ଯାଇ ଆପଣ ନିଜ ଦେଶରେ ନୋଟ ଛାପି ପାରିବେ ।

ଯଦି ନୋଟ ଛାପିବା ଦ୍ଵାରା କୌଣସି ବି ଦେଶ ବଡ଼ଲୋକ ହୋଇ ଯାଆନ୍ତି ତେବେ ଦୁନିଆରେ କେହି ବି ମଣିଷ ଗରିବ ହୋଇ ନଥାନ୍ତେ । ଆଜିର ସମୟରେ ବହୁତ ସାରା ଦେଶ ଏମିତି ଅଛନ୍ତି ଯାହାଙ୍କର ଜିଡିପି ବହୁତ କମ ଅଟେ । ଯେଉଁ କାରଣରୁ ସେହି ସବୁ ଦେଶ ଗରିବ ସୁଚିରେ ଅଛନ୍ତି । ଏହି ଦେଶ ପଇସା ଛପେଇ ମଧ୍ୟ ବଡ଼ ଲୋକ ହୋଇ ପାରିବେନି ।

ଅର୍ଥଶାସ୍ତ୍ରୀଙ୍କ ଅନୁସାରେ କୌଣସି ବି ଦେଶ ସାମାନ୍ୟ ଜିଡିପିରେ ଦୁଇ ରୁ ତିନ ପ୍ରତିଶତ ଭିତରେ ନୋଟ ଛପାଯାଏ । ଏହାଠୁ ଅଧିକ ନୋଟ ଛାପିବା ଦ୍ଵାରା କିଛି ଲାଭ ହୋଇ ନଥାଏ । ତା ସଙ୍ଗେ ସଙ୍ଗେ ଦେଶର ଅର୍ଥବ୍ୟବସ୍ଥା ଖରାପ ହେବାକୁ ଲାଗିଥାଏ । ଗୋଟିଏ ସୀମାରୁ ଅଧିକ ନୋଟ ଚାପିବା ଦ୍ଵାରା ଦେଶର କରେନ୍ସି ର ଭ୍ୟାଲୁ କମିଥାଏ । ଏହା ସହିତ ସରକାରଙ୍କୁ ଅନ୍ୟଦେଶରୁ କରଜ ମିଳିବାରେ କଷ୍ଟ ହୋଇଥାଏ । ଏଥିପାଇଁ କୌଣସି ବି ଦେଶର ସରକାର ବେଶୀ ନୋଟର ଛପେଇ କରି ପାରି ନଥାନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।