ମହିଳାମାନେ କଣ ପାଇଁ ଅଲଗା ପୁରୁଷଙ୍କ ସହିତ ବନାନ୍ତି ଶାରୀରିକ ସମ୍ବନ୍ଧ

ଚାଣକ୍ୟ ନୀତି ଅନୁସାରେ ଆଜି ଜାଣିବା କି କାହିଁକି ମହିଳାମାନେ ଅନ୍ୟ ପୁରୁଷଙ୍କ ସହିତ ଶାରୀରିକ ସମ୍ବନ୍ଧ କରନ୍ତି । ଆପଣମାନେ ଜାଣିଛନ୍ତି କି ଶାରୀରିକ ସମ୍ବନ୍ଧର ଅଭ୍ୟାସ ମଦ ଅଭ୍ୟାସ ଭଳି ହୋଇଥାଏ ଥରେ ଯଦି ଲାଗିଗଲା ତେବେ ସହଜରେ ଛାଡି ହୁଏ ନାହିଁ । ଶାରୀରିକ ସମ୍ବନ୍ଧ ସମସ୍ତଙ୍କୁ ଆବଶ୍ୟକ ଅଛି । ଶାରୀରିକ ସମ୍ବନ୍ଧ କରିଲେ ଚିନ୍ତାରୁ ମୁକ୍ତି ମିଲିଥାଏ । ପୁଅ ପିଲାମାନେ ସେକ୍ସ ବିଷୟରେ ନିଜ ସାଙ୍ଗ ମାନଙ୍କ ସହ ବିନା ଲାଜରେ କହିପାରନ୍ତି କିନ୍ତୁ ମହିଳା ମାନେ ଏପରି କରିପାରନ୍ତି ନାହିଁ ।

ସେମାନେ ଏ ବିଷୟରେ ଖୋଲି କଥା ହୋଇପାରନ୍ତି ନାହିଁ । ଏହି କାରଣରୁ ମହିଳାମାନେ ଶାରୀରିକ ସମ୍ବନ୍ଧର ଆବଶ୍ୟକତା ବିଷୟରେ କହିପାରନ୍ତି ନାହିଁ । ଏହି କାରଣ ପାଇଁ ମହିଳାମାନେ ନିଜର ଶାରୀରିକ ସମ୍ବନ୍ଧର ଆଵଶ୍ୟକତା ପୁରା ନ ହେବା କାରଣରୁ ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥାନ୍ତି ।

କେବଳ ଏହି କାରଣ ନୁହେଁ ଆହୁରି ବି ବହୁତ କାରଣ ଅଛି ଯେଉଁ କାରଣରୁ ମହିଳାମାନେ ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ବନ୍ଧ ରଖନ୍ତି । ଭାରତୀୟ ସମାଜ ପାଇଁ ଏହା ଏକ ଭଲ ଖବର ନୁହେଁ ତଥାପି ଆଜି ଆମେ ଜାଣିବା କି ମହିଳା ମାନେ ଅନ୍ୟ ପୁରୁଷ ସହ କାହିଁକି ଶାରୀରିକ ସମ୍ବନ୍ଧ ରଖନ୍ତି ।

କହିବାକୁ ଗଲେ ବିଦେଶରେ ଲୋକମାନେ ବିବାହ ପୂର୍ବରୁ ପୁରୁଷ ଓ ମହିଳା ଏକାଠି ମିଶି ରହିବା ଆରମ୍ଭ କରନ୍ତି ଓ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ବି ହୋଇଥାଏ । ଏହା ପରେ ସବୁ ଠିକ ଚାଳିଲା ତ ଠିକ ନହେଲେ ନାହିଁ । ଏମାନଙ୍କର ବିବାହ ସମ୍ପର୍କ ବି ଅଧିକ ଦିନ ଚାଲେ ନାହିଁ କିନ୍ତୁ ସମସ୍ତେ ଏହିଭଳି ନ ହେଲେ ବି ବିଦେଶରେ ଏହିଭଳି ମାମଲା ଅଧିକ ଦେଖାଯାଏ ।

ପାର୍ଥକ୍ୟ କେବଳ ଏତିକି ଅଟେ କି ବିଦେଶରେ ଏହାକୁ ଲୋକମାନେ ଏତେ ଚିନ୍ତିତ ହୁଅନ୍ତି ନାହିଁ । ତାଙ୍କ ପାଇଁ ଏହା ଏକ ସାଧାରଣ କଥା । କିନ୍ତୁ ଭାରତ ଭଳି ଦେଶରେ ଏହିଭଳି ସମ୍ପର୍କ ରଖିବା ପାଇଁ ଗୋଟିଏ ସ୍ତ୍ରୀର ପ୍ରଥମ କାରଣ ଟଙ୍କାର ଆଵଶ୍ୟକତା । ଟଙ୍କା ଏମିତି ଏକ ଜିନିଷ ଯାହା କାହାକୁ କିଛି ବି କରାଇ ପାରିବ । ଅଧିକାଂଶ ମହିଳାମାନେ ନିଜର ଇଚ୍ଛାକୁ ପୁରା କରିବା ପାଇଁ ଧନୀ ଲୋକମାନଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରିଥାନ୍ତି ।

ଏପରି ମହିଳାମାନଙ୍କ ପାଇଁ ଟଙ୍କାର ବହୁତ ମହତ୍ଵ ଥାଏ ଏବଂ ସ୍ୱାମୀ ଦ୍ୱାରା ସୁଖ ସୁବିଧା ନ ମିଳିବା କାରଣରୁ ସେମାନେ ଅନ୍ୟ କୌଣସି ପୁରୁଷ ସହ ସମ୍ବନ୍ଧ ରଖିବା ପାଇଁ ଇଚ୍ଛା କରିଥାନ୍ତି । ଦ୍ୱିତୀୟ କାରଣ ବୟସର ସମାନତା ନ ହେବା କାରଣରୁ । ଯଦି ମହିଳାର ସ୍ୱାମୀ ତାହା ଠାରୁ ବୟସରେ ଛୋଟ କିମ୍ବା ବଡ଼ ହୋଇଥିବ ତେବେ ଦୁଇ ଜଣଙ୍କ ଚିନ୍ତାର କାରଣ ହୋଇଥାଏ । ଏହି ବିବାହରେ ପୁରୁଷକୁ ସନ୍ତୁଷ୍ଟି ମିଳିଯାଏ କିନ୍ତୁ ମହିଳାଙ୍କୁ ସମ୍ବନ୍ଧର ସନ୍ତୁଷ୍ଟି ମିଳି ନଥାଏ ।

ତୃତୀୟ କାରଣ ହେଲା ସ୍ୱାମୀ ପାଖରେ ନ ରହିବା । ଏମିତି ବହୁତ ମହିଳା ଯେଉଁ ମାନଙ୍କର ସ୍ୱାମୀ ତାଙ୍କ ଠାରୁ ଦୂରରେ ରୁହନ୍ତି ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଅନ୍ୟ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖିଥାନ୍ତି । ସ୍ୱାମୀ ଠାରୁ ଦୂରରେ ରହିବା ଦ୍ୱାରା ଏକୁଟିଆ ପଣକୁ ଦୂର କରିବା ପାଇଁ ମହିଳା ମାନେ ଏପରି କରିଥାନ୍ତି ।

ଚତୁର୍ଥ କାରଣ ହେଲା ନିଜ ଭିତରେ ମତଭେଦ ଦେଖା ଯିବା । ଯେତେବେଳେ ଆଵଶ୍ୟକତା ଠାରୁ ଅଧିକ ଝଗଡ଼ା ହୋଇଥାଏ କିମ୍ବା ନିଜ ଭିତରେ ସମ୍ପର୍କ ଭଲ ନ ରୁହେ କିମ୍ବା ନିଜ ଭିତରେ ସମ୍ବନ୍ଧ ନ ରଖନ୍ତି ସେତେବେଳେ ସମ୍ବନ୍ଧ ପାଇଁ ସ୍ତ୍ରୀ ବାହାରକୁ ଯାଆନ୍ତି । ପଞ୍ଚମ କାରଣ ହେଲା ଶାରୀରିକ ସମ୍ପର୍କରେ ଅସନ୍ତୁଷ୍ଟି । ଯେଉଁ ମହିଳାମାନେ ନିଜ ସ୍ୱାମୀ ପାଖରୁ ଶାରୀରିକ ସନ୍ତୁଷ୍ଟି ପାଆନ୍ତି ନାହିଁ କିମ୍ବା ଏହା ବିଷୟରେ ଖୋଲିକି କିଛି କହିପାରନ୍ତି ନାହିଁ ଏହି ମହିଳା ମାନେ ନିଜର ଶାରୀରିକ ଶନ୍ତୁଷ୍ଟି ପାଇବା ପାଇଁ ଅନ୍ୟ ପୁରୁଷଙ୍କ ପାଖକୁ ଯାଆନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।