ପ୍ରସିଦ୍ଧ ବେଙ୍ଗଲି ଅଭିନେତ୍ରୀ ହେଲେ କରୋନା ପଜିଟିବ, ଦୁଇ ମାସର ଶିଶୁ, ମାତା ପିତା ଓ ସ୍ଵାମୀ ବି ହେଲେ କରୋନା ପଜିଟିବ

ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ଜଣା ଶୁଣା ଅଭିନେତ୍ରୀ କୋୟେଲ ମାଲିକ ଟ୍ୱୀଟ କରି ନିଜକୁ ଓ ନିଜର ପିତା ମାତା ଓ ସ୍ଵାମୀଙ୍କୁ କରୋନା ପଜିଟିବ ବୋଲି କହିଛନ୍ତି । ଏହା ସହିତ ସେ କହିଛନ୍ତି କି ସେ ସେଲ୍ଫ କ୍ୱରେଂଟୀନ ହୋଇ ଯାଇଛନ୍ତି । ଆପଣଙ୍କୁ କହିଦେଉଛୁ କି ଏହି ସମୟରେ ପୁରା ଦେଶରେ କରୋନା ଭାଇରସ ବହୁତ ଜଲ୍ଦି ବ୍ୟାପିବାରେ ଲାଗିଛି । ସବୁଦିନର ରେକର୍ଡ ପୂର୍ବ ଦିନର ପଜିଟିବ ରେକର୍ଡକୁ ଭାଙ୍ଗିବାରେ ଲାଗିଛି ଓ ନୂଆ ନୂଆ ରେକର୍ଡ ହେବାରେ ଲାଗିଛି ।

ଏମିତିରେ ଅଭିନେତ୍ରୀର ପୁରା ପରିବାରକୁ କରୋନା ହୋଇ ଯାଇଛି । ଆପଣଙ୍କୁ କହିଦେଉଛୁ କି କୋୟେଲ ମାଲିକ ବଙ୍ଗାଳୀ ଇଣ୍ଡସ୍ତ୍ରୀର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଯେତେବେଳେ କି ତାଙ୍କର ସ୍ଵାମୀ ନିଶ୍ପାଲ ସିଂହ ଉର୍ଫ ରାନେ ଜଣେ ଜଣା ଶୁଣା ଫିଲ୍ମ ପ୍ରଡ୍ୟୁସର ଅଟନ୍ତି । ଯେତେବେଳେ କି ତାଙ୍କର ପିତା ରଞ୍ଜିତ ମାଲିକ ଓ ମା ଦୀପା ମାଲିକ ଫିଲ୍ମ ଜଗରତର ଜଣା ଶୁଣା କଳାକାର ଅଟନ୍ତି ।

ବର୍ତ୍ତମାନ ଏମାନେ ନିଜକୁ ନିଜର ଘରେ ହିଁ ସେଲ୍ଫ କ୍ୱରେଂଟୀନ କରିଛନ୍ତି । କିନ୍ତୁ ସବୁଠୁ ଚିନ୍ତାର ବିଷୟ ଏହା ଅଟେ କି ଗତ କିଛି ଦିନ ତଳେ କୋୟେଲ ମାଲିକ ୫ ମେରେ ମା ହୋଇଥିଲେ । ସେ ଏକ ଶିଶୁ ପୁଅକୁ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ତାଙ୍କର ଶିଶୁ ମାତ୍ର ୨ ମାସର ଅଟେ ।

ଆପଣଙ୍କୁ କହିଦେଉଛୁ କି ଅଭିନେତ୍ରୀ କୋୟେଲ ମାଲିକଙ୍କୁ କିଛି ଦିନ ପୂର୍ବେ ହିଁ ଡିଜିଟାଲ ଫିଲ୍ମ ଅୱାର୍ଡରେ ତାଙ୍କର ଫିଲ୍ମ ‘ମିତିନ ମାଶୀ’ଙ୍କ ପାଇଁ ବେସ୍ଟ ଏକ୍ଟ୍ରେସ କ୍ରିଟୀକ ଚୟସର ଅୱାର୍ଡ ବି ମିଳିଥିଲା । ଆପଣଙ୍କୁ କହିଦେଉଛୁ କି ଅଭିନେତ୍ରୀ ୨୦୦୩ରୁ ଫିଲ୍ମ ଜଗତରେ କାମ କରୁଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ରୁ ଅଧିକ ଫିଲ୍ମରେ କାମ ବି କରି ସାରିଛନ୍ତି । ବର୍ତ୍ତମାନ ତାଙ୍କର ‘ମିତିନ ମାଶୀ ୨’ ଆସିବାର ଅଛି ।

ଉଲ୍ଲେଖନୀୟ ଅଟେ କି କରୋନା ଭାଇରସର ସ୍ଥିତି ଦିନକୁ ଦିନ ଭୟଙ୍କର ହୋଇ ଯାଉଛି । ଦୁନିଆରେ ସବୁ ଦେଶରେ ଏହି ଭାଇରସ ପହଞ୍ଚି ସାରିଛି । ଦୁନିଆରେ କରୋନା ପୀଡିତଙ୍କ ସଂଖ୍ୟା ୧ କୋଟି ୨୬ ଲକ୍ଷରୁ ବି ଅଧିକ ଅଟେ । ଏହା ସହିତ ଭାରତରେ ବି ଏହା ବହୁତ ଜଲ୍ଦି ବଢିବାରେ ଲାଗିଛି ।