Ajay Devgan ଙ୍କ ସହିତ Bollywood ଓ South ର ଏହି ଅଭିନେତା ମାନେ ରିଅଲ ଲାଇଫରେ ଅଟନ୍ତି ଶ୍ଵଶୁର-ଜ୍ଵାଇଁ

ବଲିଉଡ ଠାରୁ ଆରମ୍ଭ କରି ଟଲିଉଡ ଯାଏଁ ଅଭିନୟ କରୁଥିବା କଳାକାର ମାନେ ବାପା ଓ ପୁଅ ଚରିତ୍ରରେ ଅଭିନୟ କରିବାର ନଜର ଆସିଛନ୍ତି । କିଛି କଳାକାର ଏହି ଭୂମିକାକୁ ବେସ ଭଲ ଭାବେ ନିଭାଇବାରେ ସଫଳ ହୋଇଛନ୍ତି ।

କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଅଛୁ ଯେଉଁ ମାନେ ଶଶୁର ଓ ଜ୍ଵାଇଁଙ୍କର ସମ୍ପର୍କକୁ ବେଶ ଭଲ ଭାବେ ନିଭାଇବା ସହ ଏହି ଯୋଡି ପାଇଁ ବେଶ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି । “ରଣବିର କପୁର” : ବଲିଉଡର ଅଭିନେତା ରଣବିର କପୁର ବହୁତ ଜଲ୍ଦି ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ ମ୍ୟାରେଜ କରିବାକୁ ଯାଉଛନ୍ତି । ସେହି ଦୃଷ୍ଟିରୁ ଆଲିୟାଙ୍କର ପିତା ମହେଶ ଭଟ୍ଟ ରଣବିରଙ୍କର ଶଶୁର ହେବେ ଯିଏ ଜଣେ ଡାଇରେକ୍ଟର ଅଟନ୍ତି ଯାହାଙ୍କ ସହ ରଣବିରଙ୍କର ବହୁତ ଭଲ ସମ୍ପର୍କ ରହିଛି ।

“ସେଫ ଅଲ୍ଲୀ ଖାନ” :  ବଲିଉଡରେ ୨୦୦୮ରେ “ରେସ” ଫିଲ୍ମରେ ରଣବିର ଭୂମିକାରେ ଅଭିନେୟ କରିଥିବା ଅଭିନେତା ସେଫ ଅଲ୍ଲୀ ଖାନ ୨୦୧୨ରେ ଅଭିନେତ୍ରୀ କରିନା କପୁରଙ୍କ ସହ ମ୍ୟାରେଜ କରିଥିଲେ । କରିନାଙ୍କର ପିତା ରଣଧିର କପୁର ଯିଏ ସେଫଙ୍କର ଶଶୁର ଅଟନ୍ତି । ଅଭିନେତା ରଣଧୀର ନିଜ ଜମାନରେ ବହଦୂତ ବଡ ଫ୍ୟାମ୍ସ ଅଭିନେତା ଥିଲେ ।

“ଅଜୟ ଦେବଗନ” : ବଲିଉଡ ଇଣ୍ଡଷ୍ଟ୍ରିରେ ସିଙ୍ଘମ ନାଁ ରେ ପରିଚିତ ଅଭିନେତା ଅଜୟ ଦେବଗନ ଅଭିନେତ୍ରୀ କାଜଲଙ୍କ ସହ ମ୍ୟାରେଜ କରିଛନ୍ତି । କାଜଲଙ୍କର ପିତା ସୋନୁ ମୁଖାର୍ଜୀ ଯିଏ ଅଜୟଙ୍କର ଶଶୁର ହେବେ ଯିଏ ଆଜି ଏ ଦୁ-ନି-ଆ-ରେ ନା-ହା-ନ୍ତି । କିନ୍ତୁ ଅଜୟଙ୍କର ତାଙ୍କ ଶଶୁରଙ୍କ ସହ ଭଲ ସମ୍ପର୍କ ରହିଥିଲା ।

“ରଜନୀକାନ୍ତ” : ଦକ୍ଷିଣ ଭାରତର ଫ୍ୟାମ୍ସ ଅଭିନେତା ରଜନିକାନ୍ତଙ୍କର ଲକ୍ଷ ଲକ୍ଷ ଦର୍ଶକ ମାନେ ଫ୍ୟାନ୍ସ ଅଛନ୍ତି ।  ସେ ତାଙ୍କର ଦୁଇ ଝିଅ ସୌନ୍ଦର୍ଜ୍ୟା ଓ ଐଶ୍ଵରୀୟାଙ୍କର ମ୍ୟାରେଜ କରି ସାରିଛନ୍ତି । ତାଙ୍କ ବଡ ଝିଅ ଐଶ୍ଵରୀୟାଙ୍କର ସ୍ଵାମୀଙ୍କର ନାଁ ହେଉଛି ଧନୁସ ଓ ସାନ ଝିଅ ସୌନ୍ଦର୍ଜ୍ୟାଙ୍କର ସ୍ବାମୀଙ୍କର ନ ହେଉଛି ବିଷଗନ ଅଟେ । ରଜନୀକାନ୍ତଙ୍କର ଦୁଇ ଜଣ ଜ୍ଵାଇଁ ମସୁର ଅଭିନେତା ଅଟନ୍ତି ଯାହାଙ୍କ ସହ ତାଙ୍କର ଭଲ ବଣ୍ଡିଙ୍ଗ ରହିଛି ।

“ପ୍ରକାଶ ରାଜ” : ସାଉଥ ଇଣ୍ଡଷ୍ଟ୍ରିରେ ଖଳନାୟକ ଓ ପିତା ଭୂମିକାରେ ଅଭିନୟ କରି ଅଭିନେତା ପ୍ରକାଶ ରାଜ ବେସ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ଝିଅ ମେଘନା ରାଏ ୨୦୧୮ରେ ଚିରଞ୍ଜିବୀ ସର୍ଝାଙ୍କ ସହ ମ୍ୟାରେଜ କରିଛନ୍ତି । ପ୍ରକାଶ ରାଜାଙ୍କର ନିଜ ଜ୍ଵାଇଁଙ୍କ ସହ ଭଲ ସମ୍ପର୍କ ରହିଛି ।

“ରାମ ପୋଥିନେନୀ” : ନିଜର ଡ୍ୟାସିଙ୍ଗ ଲୁକରେ ଫ୍ୟାମାସ ହୋଇଥିବା ଅଭିନେତା ରାମ ପୋଥିନେନୀ ବହୁତ ଜଲ୍ଦି ସାଉଥ ଇଣ୍ଡଷ୍ଟ୍ରିର ମସୁର ଅଭିନେତ୍ରୀ ଅନୁପମା ପରମେଶ୍ଵରଙ୍କ ସହ ମ୍ୟାରେଜ କରିବାକୁ ଯାଉଛନ୍ତି । ସେହି ଦ୍ରୁଷ୍ଟିରୁ ଅନୁପମାଙ୍କର ପିତା ଅଭିନେତା ରାମଙ୍କର ଶଶୁର ହେବେ ଯିଏ ଲାଇମ ଲାଇଟରୁ ବହୁତ ଦୂରରେ ରୁହନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।