Ollywood ଅଭିନେତା Swaraj ଙ୍କ ମହାନତା, କୋଳେଇ ନେଲେ ଦୁଇ ଅନାଥଙ୍କୁ, ହଠାତ Live ଆସି କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ନେଇ ଆସିଛୁ । ଖବବାର ଅନୁଯାୟୀ ଅଭିନେତା ସ୍ଵରାଜ କିଛି ଜରୁରୀ ସୂଚନା ଘୋଷଣା କରିଛନ୍ତି । ବର୍ତ୍ତମାନ ଦେଶରେ ବ୍ୟାପୀଥିବା କୋରୋନା ମହାମାରି ଯୋଗୁ ଅନେକ ଛୋଟ ପିଲା ମାନେ ନିଜର ମାତା ଓ ପିତାଙ୍କୁ ହରାଉଛନ୍ତି ।

ସେଥି ପାଇଁ କେତେକ ପିଲା ମାନେ ଅନାଥ ହୋଇ ରହୁଛନ୍ତି । ଏହି ବିପଦ ସମୟରେ ଅଭିନେତା ସ୍ଵରଜ ଦୁଇ ପିଲାଙ୍କୁ ନିଜର ଭାଇ ଓ ଭଉଣୀ ବୋଲି ଗ୍ରହଣ କରିଛନ୍ତି । ଏହି ଘଟଣା ଟି ହେଉଛି ଭୋଗରାଇ ର ଯେଉଁ ଠାରେ ଦୁଇ ଭାଇ ଓ ଭଉଣୀ ନିଜର ମାତା ଓ ପିତା ଙ୍କୁ ହରାଇଛନ୍ତି । ଭୋଗରାଇର ଏହି ଦୁଇ ଭାଇ ଓ ଭଉଣୀ ଯେଉଁ ମାନଙ୍କ ମଧ୍ୟରେ ଭଉଣୀ ବଡ ଅଟେ ସେ ନିଜ ସାନ ଭାଇକୁ ଏକା ସମ୍ଭାଲୁଛି ।

ମାତା ଓ ପିତା ଯିବା ପରେ ସେହି ଝିଅ ଟି ନିଜ କୁନି ଭାଇ ର ପାଳନ ଦାୟିତ୍ଵ ତୁଲାଉଛି । ଏହାକୁ ଦେଖିବା ପରେ ଅଭିନେତା ସ୍ଵରାଜ ତାଙ୍କୁ ନିଜ ଭାଇ ଓ ଭଉଣୀ ବୋଲି ସ୍ଵୀକାର କରିଛନ୍ତି । ଏହା ସହ ସ୍ଵାର୍ଜ ପ୍ରଭୁ ଜଗନାଥଙ୍କ ପାଖରେ ପ୍ରାର୍ଥନା ମଧ୍ୟ କରିଛନ୍ତି ଯେ ଭଗବାନ ସେହି ଝିଅ ଯାହାର ନାଁ ହେଉଛି କ୍ରୀଷ୍ଣା କୁ ଏହି କଠିନ ସମୟରେ ସାହସ ଦିଅନ୍ତୁ । ଏହା ବ୍ଯତୀତ ସ୍ଵରଜ କହିଛନ୍ତି ଯେ ସେ ତାଙ୍କ ଘର ଭୋଗରାଇ ଠାରୁ ୧୦୦ କିମି ଦୂରରେ ଅଟେ । ସେ ଯେବେ ବି ଭୋଗରାଇ ଯିବେ ସେହି ଦୁଇ ପିଲା ଙ୍କୁ ନିଶ୍ଚୟ ସାକ୍ଷାତ କରିବେ । ଏହା ସହ ସ୍ଵରାଜ ସେହି ଦୁଇ ଭାଇ ଓ ଭଉଣୀ ର ଲାଳନ ପାଳନ ଦାୟିତ୍ଵ ନେବା ପାଇଁ ସୂଚନା ଦେଇଛନ୍ତି ।

ସବୁ ପରିସ୍ଥିତିରେ ସ୍ଵରଜ ସେହି ଝିଅ କ୍ରୀଷ୍ଣା ଓ ତା ଭାଇ ସହ ରହିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଝିଅ କ୍ରୀଷ୍ଣା ୭ ବର୍ଷର ହୋଇଥିଲେ ମଧ୍ୟ ନିଜ ସାନ ଭାଇ ର ବେଶ ଭଲ ଭାବେ ଯତ୍ନ ନେଉଛି । ଭଗବାନ କ୍ରୀଷ୍ଣାଙ୍କୁ ସହାୟ ହୁଅନ୍ତୁ ସେ ଯେପରି ନିଜ ଭାଇ ର ଠିକ ଭାବେ ଦେଖାଶୁଣା କରି ପାରିବ ବୋଲି ସ୍ଵାରଜ ମତାମତ ଦେଇଛନ୍ତି ।

ଏହା ବ୍ଯତୀତ କ୍ରୀଷ୍ଣା ଙ୍କର ଦୁଖ ଦୂର କରିବା ପାଇଁ ସ୍ଵରାଜଙ୍କ ଦ୍ଵାରା ଯାହା ସମ୍ଭବ ହେବ ସେ କ୍ରୀଷ୍ଣା ଓ ତାଙ୍କ କୁନି ଭାଇ ପାଇଁ କରିବେ ବୋଲି କହିଛନ୍ତି । ଏହିଭଳି ଭାବେ ଅଭିନେତା ସ୍ଵରଜ ନିଜ ମାତା ଓ ପିତାଙ୍କୁ ହରାଇଥିବା ୭ ବର୍ଷର କ୍ରୀଷ୍ଣା ଓ ତାଙ୍କ ସାନ ଭାଇକୁ ସାହାଜ୍ଯ କରିବା ପାଇଁ ହାତ ବଢେଇଛନ୍ତି । ବାସ୍ତବରେ ଦେଖିବାକୁ ଗଲେ ସ୍ଵରାଜଙ୍କର ଏହି କାମ ପ୍ରଶଂସନୀୟ ଅଟେ ।

ସ୍ଵରାଜ ଙ୍କ ଏଭଳି ମହତ କାମ ପାଇଁ ହୃଦୟରୁ ଗୋଟିଏ ସେୟାର କରିବେ ଓ କମେନ୍ଟ କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ