ଆଜିର ରାଶିଫଳ, 19 ମେ 2020, ମଙ୍ଗଳବାର, ବଜରଙ୍ଗବଲୀଙ୍କ କୃପାରୁ ଏହି ୬ଟି ରାଶିର ବଦଳିବ ଭାଗ୍ୟ, କିଛି ଜରୁରୀ ଯୋଜନା ଉପରେ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୯ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଖାଦ୍ୟପାନରେ ନିୟନ୍ତ୍ରଣ ରଖନ୍ତୁ । ଜୀବନସାଥିଙ୍କ ସହ ବିବାଦ ହେବ ନାହିଁ । ଘରର ବୟସ୍କଙ୍କ ଲୋକମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବା ଅନାବଶ୍ୟକ ଅଟେ । ଏହା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଆପଣଙ୍କ ଚିନ୍ତା କମ ହୋଇପାରେ । ନିଜର ଖର୍ଚ ଉପରେ କାବୁ ରଖନ୍ତୁ ଓ ଆଜି ହାତ ଖୋଲି ବ୍ୟୟ କରିବା ଠାରୁ ବଞ୍ଚନ୍ତୁ । ଘରର ସହ ଜଡିତ ବିଷୟ ଉପରେ ବିଚାର କରନ୍ତୁ । ଦାମୀ ଜିନିଷ ଗୁଡିକୁ ସମ୍ଭାଳି ରଖନ୍ତୁ । ଅଜଣା ଭୟ ମନରେ ରହିବ । ବିରୋଧୀ ସକ୍ରିୟ ରହିବେ । କିଛି ସାଥିଙ୍କ ସହ ଆଜି ସାକ୍ଷାତ ହୋଇ ପାରେ । ଉତ୍ସାହବର୍ଧକ ସୂଚନା ପ୍ରାପ୍ତ ହେବ । ଆୟରେ ବୁଦ୍ଧି ହେବ । ଘରର ପରିବେଶ ସୁଖମୟ ରହିବ । ବିବାଦ ଠାରୁ ବଞ୍ଚନ୍ତୁ ।

ବୃଷ

ପ୍ରେମୀମାନଙ୍କ ସହ ସାକ୍ଷାତ ହୋଇପାରେ । କିଛି କାର୍ଯ୍ୟରେ ବ୍ୟୟ ଅଧିକ ହୋଇପାରେ । ବ୍ୟାପାରରେ କିଛି ସ୍ଥିତି ଭଲ ହୋଇପାରେ । କାମର ବୋଝ ବଢିବ । ଆପଣଙ୍କ ମନରେ ଅଧିକ ଟଙ୍କା ଆୟ କରିବାର ଇଚ୍ଛା ଜାଗ୍ରତ ହେବ । ମାତାଙ୍କ ତରଫରୁ ଆର୍ଥିକ ସାହାର୍ଯ୍ୟ ମିଳିପାରେ । ପରିଶ୍ରମ ଅଧିକ ଓ ଲାଭ କମ ହେବ । ଦୁଷ୍ଟ ଲୋକମାନଙ୍କ ଠାରୁ ହାନି ହୋଇପାରେ । ଆୟରେ ନିଶ୍ଚିତତା ରହିବ । ପାରିବାରିକ ସମସ୍ୟାକୁ ସମଧାନ କରିବାରେ ଆପଣ ସଫଳ ହେବେ ।

ମିଥୁନ

ଶତ୍ରୁ ସକ୍ରିୟ ରହିବେ । ପ୍ରେମ ପ୍ରସଙ୍ଗରେ ଅନୁକୂଳତା ରହିବ । ଦୁର୍ଘଟଣା ଠାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । କାରୋବାର ଠିକ ଚାଲିବ । ଭାଇମାନଙ୍କ ସହ ଝଗଡା ହୋଇପାରେ । ଆର୍ଥିକ ସଫଳତା ପରେ ମନକୁ ଶାନ୍ତି ମିଳିବ । ଅଟକିଥିବା କାର୍ଯ୍ୟରେ ଗତି ଆସିବ । ଧ୍ୟାନର ସହ କାମ କରିଲେ ସେଥିରେ ସଫଳ ନିଶ୍ଚିତ ହେବେ । ନିବେଶରୁ ଲାଭବାନ ହୋଇ ପାରନ୍ତି । ଆୟରେ ନିଶ୍ଚିତତା ଆସିପାରେ । କ୍ଳାନ୍ତ ଅନୁଭବ କରିବେ । ଅଧିକାରୀଙ୍କ ସହ ମୈତ୍ରୀପୂର୍ଣ ସମ୍ବନ୍ଧ ହେବ । କାର୍ଯ୍ୟକ୍ଷତ୍ରରେ କୌଣସି ବିଶେଷ ବ୍ୟକ୍ତି ସହ ଆପଣଙ୍କ ସାକ୍ଷାତ ହୋଇପାରେ ।

କର୍କଟ

ଆର୍ଥିକ ପକ୍ଷ ମଜବୁତ ରହିବ । ପରିଶ୍ରମ ଓ ଦ୍ଵାରା ପୁରା ଲାଭ ମିଳିବ । ଆପଣଙ୍କର ସନ୍ତାନମାନଙ୍କ ସହିତ କିଛି ସମୟ ବିତାଇବେ । ତାଙ୍କୁ ଭଲ ସଂସ୍କାର ଦେବାର ଦାୟିତ୍ଵ ଆପଣଙ୍କ ଅଟେ । କୌଣସି ନୂଆ ବ୍ୟକ୍ତି ସହ ସାକ୍ଷାତ କରି ପାରନ୍ତି । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ବ୍ୟାପାରେ ଲାଭ ହେବ । ବାହାର ଯିବାକୁ ମନ କରିବ । ଚାକିରି ଉଚ୍ଚାଧିକାରୀଙ୍କ ପ୍ରସନ୍ନତା ପ୍ରାପ୍ତ ହେବ । ପରିବାର ସଦସ୍ୟମାନେ ଖୁସିରେ ରହିବେ ।

ସିଂହ

ବିଦ୍ୟାଧ୍ୟାନ ସମ୍ବନ୍ଧିତ ଶୁଭ ସମାଚାର ମିଳିପାରେ । କୋର୍ଟରେ କେସକୁ ନେଇ ଚିନ୍ତିତ ରହିବେ । କହିବା ସମୟରେ ଓ ଟଙ୍କା ନେବା ଦେବା ସମୟରେ ସାବଧାନ ରୁହନ୍ତୁ । ସମାଜରେ କିଛି ଲୋକମାନେ ଆପଣଙ୍କ ପ୍ରଶଂସା କରି ପାରନ୍ତି । ସମାଜ ସେବା ପାଇଁ ପ୍ରେରଣା ପାଇବେ । ପୂର୍ବରୁ କରିଥିବା ପରିଶ୍ରମର ଫଳ ଆଜି ପ୍ରାପ୍ତ ହେବ । କୌଣସି ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ । ଭାଗ୍ୟ ସାଥ ଦେବ । ନିଜର ବ୍ୟକ୍ତିତ୍ବକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ । କାର୍ଯସିଦ୍ଧି ଦ୍ଵାରା ପ୍ରସନ୍ନତା ରହିବ । ଧନାର୍ଜନ ହେବ ।

କନ୍ୟା

ପ୍ରେମ ପ୍ରସଙ୍ଗରେ ସମସ୍ୟା ଆସିପାରେ । କୌଣସି ବ୍ୟକ୍ତି କିମ୍ବା ବନ୍ଧୁ ସହ ଅଚାନକ ସାକ୍ଷାତ କରିବା ଦ୍ଵାରା ମନ ଖୁସି ହୋଇଯିବ । କିଛି ଜରୁରୀ ଯୋଜନା ଉପରେ କାର୍ଯ୍ୟ କରିବେ । ଆର୍ଥିକ ଲାଭ ହେବ । ପରିଚିତ ବ୍ୟକ୍ତିଗତଙ୍କ ସହ କଥାବାର୍ତ୍ତା କରିବେ । ସ୍ଥାୟୀ ସମ୍ପତ୍ତିରୁ ଲାଭ ମିଳିବ । ଉତ୍ସାହରେ ବୁଦ୍ଧି ହେବ । ନିବେଶ ଇତ୍ୟାଦି ଦ୍ଵାରା ଲାଭ ହେବ । ସନ୍ତାନକୁ କଷ୍ଟ ହୋଇପାରେ । ପ୍ରସନ୍ନତା ରହିବେ ।

ତୁଳା

ପରିବାରରେ ଖୁସିର ଅବସର ଆସିପାରେ । ବିଦ୍ୟାର୍ଥୀ ପଢାରେ ଧ୍ୟାନ ରଖିଲେ ନିଶ୍ଚିତ ସଫଳ ହେବେ । ମିତ୍ରଙ୍କ ଠାରୁ ସାହାର୍ଯ୍ୟ ମିଳିପାରେ । ଏହା ସହିତ ମିତ୍ରଙ୍କ ସାହାର୍ଯ୍ୟରେ ଅଟକିଥିବା କୌଣସି କାର୍ଯ୍ୟ ପୁରା ହୋଇପାରେ । ବ୍ୟାଙ୍କ ସହ ଜଡିତ ଯୋଜନ ଦ୍ଵାରା ସାବଧାନ ରୁହନ୍ତୁ । ଜୀବନସାଥିଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିପାରେ । ପୂଜା ପାଠରେ ମନ ଲାଗିବ । ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ । ପାର୍ଟନର ଠାରୁ ମତଭେଦ ଦୂର ହେବ । ବ୍ୟାପାର ବ୍ୟବସାୟରୁ ଲାଭ ମିଳିବ । କାର୍ଯ୍ୟ କ୍ଷତ୍ରରେ ସ୍ଥିତି ସାମାନ୍ୟ ରହିବ । ନିବେଶରେ କିଛି ଲାଭ ମିଳିବା ଦ୍ଵାରା ମନକୁ ସନ୍ତୁଷ୍ଟି ମିଳିବ । ଭାଗ୍ୟର ସାଥ ମିଳିବ ।

ବିଚ୍ଛା

କିଛି କାମ ଅଟକି ପାରେ । କୌଣସି ପ୍ରିୟ ବ୍ୟକ୍ତି ଆପଣଙ୍କ ସାମ୍ନାକୁ ଆସି ପାରନ୍ତି । ପ୍ରେମ ପ୍ରସଙ୍ଗରେ କିଛି ଚିନ୍ତା ରହିବ । ଶତ୍ରୁ ସକ୍ରିୟ ରହିବେ । କିଛି କାର୍ଯ୍ୟରେ ସଫଳ ହେବେ ତ ଅନ୍ୟ କିଛି କାର୍ଯ୍ୟରେ ସଫଳ ହେବେ ନାହିଁ । ଆୟରେ କଛି ଉନ୍ନତି ଆସିପାରେ । କିଛି ଟଙ୍କା ସେଭିଙ୍ଗ କରିବାକୁ ଚେଷ୍ଟା କରନ୍ତୁ । ଅଚାନକ ଆସିଥିବା ଦାୟିତ୍ଵ ଆପଣଙ୍କ କିଛି ଯୋଜନାରେ ବାଧା ପକାଇ ପାରେ । କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବେ ।

ଧନୁ

କୌଣସି ବଡ ସମସ୍ୟାର ସମଧାନ କରି ପାରନ୍ତି । କାରୋବାରେ ବୁଦ୍ଧିର ଯୋଗ ଅଛି । ପାର୍ଟନରର ସହଯୋଗ ମିଳିବ । କୌଣସି କାର୍ଯ୍ୟରେ ପରିବର୍ତ୍ତନ ଆସିପାରେ । ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ । ଇଶ୍ଵରଙ୍କ ଭକ୍ତିରେ ଲୀନ ରହିବେ । ଜୀବନସାଥିଙ୍କ ସହିତ ଭଲ ତାଳମେଳ ରହିବ । ଆଜି କରାଯାଇଥିବା ନିବେଶରେ ଆପଣ ସମୃଦ୍ଧି ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ଭାଇ ଭଉଣୀଙ୍କ ଭଲ ପାଇବା ମିଳିବ । ଛୋଟ ମୋଟ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ନଚେତ ବିବାଦ ହୋଇପାରେ । ଉତ୍ସାହର ସହ କାର୍ଯ୍ୟ କରିବେ । ନିବେଶ ଦ୍ଵାରା ଲାଭ ମିଳିବ । ଚାକିରିର ପ୍ରଭାବ ପଢିବ । ଶତ୍ରୁ ପକ୍ଷ ସକ୍ରିୟ ରହିବେ ।

ମକର

କୌଣସି ଯୋଜନାରେ ନିବେଶ କରି ପାରନ୍ତି । କାର୍ଯ୍ୟ ସ୍ଥଳରେ ପରିବର୍ତ୍ତନ ଆସିପାରେ । କିଛି ଲାଭ ଅଚାନକ ମିଳିବ । କୌଣସି ଅସାହାୟ ବ୍ୟକ୍ତିଙ୍କ ସାହାର୍ଯ୍ୟ କରିବେ । ସାମାଜିକ ପ୍ରତିଷ୍ଠା ବୁଦ୍ଧି ହେବ । ମିତ୍ର ଓ ସମ୍ପର୍କୀୟଙ୍କ ଠାରୁ ସହଯୋଗ ମିଳିବ । ଆୟର ନୂତନ ସ୍ରୋତ ହାସଲ ହେବ । ଆପଣ ଆଜି କିଛି ସ୍ଵପ୍ନ ଦେଖିବେ ଯାହା ପୁରା ହୋଇପାରେ । କିନ୍ତୁ ଅଧିକ ଖୁସି ହୁଅନ୍ତି ନାହିଁ । ନୂତନ କାମ ମିଳିପାରେ ।

କୁମ୍ଭ

ଅଟକିଥିବା ଟଙ୍କା ମିଳିପାରେ । ଯାତ୍ରା କରି ପାରିବେ ନାହିଁ । ନୂଆ ବ୍ୟାପାରିକ ଅନୁବନ୍ଧରେ ଲାଭ ମିଳିପାରେ । ଶେୟାର ମାର୍କେଟରେ ନିବେଶ କରିବା ଠାରୁ ବଞ୍ଚନ୍ତୁ । ଜୀବନରେ କିଛି ସମସ୍ୟାର ସାମ୍ନା କରି ପାରନ୍ତି । ଆପଣଙ୍କୁ ନିଜର ପ୍ରିୟକୁ କିଛି ସମୟ ପାଇଁ ସମୟ ଦିଅନ୍ତୁ । ଦୂର ଯାତ୍ରା କରି ପାରନ୍ତି । ପିତାଙ୍କ ସହିତ ବିବାଦ ହୋଇପାରେ । ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଆସିପାରେ । ଆର୍ଥିକ ସ୍ଥିତି ଭଲ ରହିବ । ପାର୍ଟନରଶୀପ ଦ୍ଵାରା ଲାଭ ମିଳିବ । ସହକ୍ରମୀଙ୍କ ସହଯୋଗ କରିବେ ।

ମୀନ

କାମ କାର୍ଯ୍ୟରେ ସକାରାତ୍ମକ ପରିବର୍ତନ ଆସିବ । ଆତ୍ମବିଶ୍ଵାସରେ ଉନ୍ନତି ଆସିବ । ଅଟକିଥିବା କାର୍ଯ୍ୟ ଅଚାନକ ଗତି ଧରିବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢିବ । ଦରକାର ଥିଲେ ହିଁ ଖର୍ଚ କରନ୍ତୁ । ପରିବାର ସଦସ୍ୟଙ୍କ ଠାରୁ ସାହାର୍ଯ୍ୟ ମିଳିପାରେ । ପୁରୁଣା ରୋଗରୁ ମୁକ୍ତି ପାଇ ପାରନ୍ତି । ଦାମୀ ବସ୍ତୁକୁ ସମ୍ଭାଳି ରଖନ୍ତୁ । ଫାତୁ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆର୍ଥିକ ସ୍ଥିତି ଖରାପ ହୋଇପାରେ । ମହିଳା ମିତ୍ରଙ୍କ ଠାରୁ ଆର୍ଥିକ ସହଯୋଗ ମିଳିବ । ଅନ୍ୟ କୌଣସି ମାମଲାରେ ବି ସହଯୋଗ ମିଳିପାରେ । କାହା ସହିତ ବି ବିବାଦ କରନ୍ତୁ ନାହିଁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।