ଆଜି ଭୟଙ୍କର ଶସ୍ତା ହେଲା ସୁନା, ଦେଖନ୍ତୁ କେତେ ଅଛି ଆଜି 28 ମେର Gold Rate

କରୋନାର ଦ୍ଵିତୀୟ ଲହରୀ ସମସ୍ତଙ୍କୁ ଅସ୍ତ ବ୍ୟସ୍ତ କରି ଦେଇଛି । କରୋନାର ପ୍ରଥମ ଲହରୀ ଯିବା ପରେ ସମସ୍ତେ ଆଶ୍ଵସ୍ତି ନେଲେ ଓ ନିଜ ନିଜ କାମକୁ ଫେରିଗଲେ । କିନ୍ତୁ ଏହା ମଧ୍ୟରେ କେତେକ ଲୋକମାନଙ୍କୁ କାମ ମିଳି ନ ଥିଲା ।

କିନ୍ତୁ ପୁଣି କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହେବା ପରେ ବର୍ତ୍ତମାନ ସମସ୍ତେ ଘରେ ବସିଯାଇଛନ୍ତି ଓ ସମସ୍ତଙ୍କର ଆୟ କହିବାକୁ ଗଲେ କିଛି ନାହିଁ । ଯଦି ସୁନା ଓ ଚାନ୍ଦି ବିଷୟରେ କହିବା ତେବେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା କମ ହେବା ସହିତ ସୁନା ରେଟ ବି କମ ହେଉଥିଲା ଓ ଯେଉଁମାନେ ସୁନା କିଣିବା ପାଇଁ ଇଚ୍ଛୁକ ଥିଲେ ସେମାନେ ସୁନା କିମ୍ବା ଚାନ୍ଦି କିଣି ପାରୁ ଥିଲେ । କିନ୍ତୁ ବର୍ତ୍ତମାନ ପୁଣି ସୁନା ରେଟ ବଢିବା କାରଣରୁ ପୂର୍ବଭଳି ପରିସ୍ଥିତି ହୋଇଯାଇଛି । ଏମିତିରେ ଆଜିର ସୁନା ରେଟ କେତେ ଅଛି ଚାଳନ୍ତୁ ଜାଣିବା । କିନ୍ତୁ କହିଦେଉଛୁ କି ଆଜି ସୁନା ଗତକାଲି ଅପେକ୍ଷା କମ ହୋଇଛି ।

ଆଜି ୨୮.୦୫.୨୦୨୧ରେ ଚାନ୍ଦିର ମୂଲ୍ୟ ପ୍ରତି ୧ ଗ୍ରାମକୁ ୭୨ ଟଙ୍କା, ୮ ଗ୍ରାମକୁ ୫୭୬ ଟଙ୍କା, ୧୦ ଗ୍ରାମକୁ ୭୨୦ ଟଙ୍କା, ୧୦୦ ଗ୍ରାମକୁ ୭,୨୦୦ ଟଙ୍କା ଓ ୧ କିଲୋ ଚାନ୍ଦିର ମୂଲ୍ୟ ୭୨,୦୦୦ ଟଙ୍କା ଅଛି । କହିବାକୁ ଗଲେ ଗତ କାଲି ଅପେକ୍ଷା ଆଜି ଚାନ୍ଦି ୬୦୦ ଟଙ୍କା ବଢିଛି । କିନ୍ତୁ କହିଦେଉଛୁ କି ଗତକାଲି ୧୩୦୦ ଟଙ୍କା କମିଛି ।

ଯଦି ସୁନା ବିଷୟରେ କହିବା ତେବେ ଆଜି ସୁନାର ମୂଲ୍ୟ ହ୍ରାସ ପାଇଛି । ଆଜି ୧୮ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୩,୮୭୮ ଟଙ୍କା, ୮ ଗ୍ରାମକୁ ୩୧,୦୨୪ ଟଙ୍କା, ୧୦ ଗ୍ରାମକୁ ୩୮,୭୮୦ ଟଙ୍କା ଓ ୧୦୦ ଗ୍ରାମକୁ ୩,୮୭,୮୦୦ ଟଙ୍କା ଅଛି । ଆଜି ୧୮ କ୍ୟାରେଟ ସୁନା ଗତକାଲି ଅପେକ୍ଷା ୧୬୩ ଟଙ୍କା କମିଛି ।

ସେହିଭଳି ୨୨ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧ ଗ୍ରାମକୁ ୪,୮୧୭ ଟଙ୍କା, ୮ ଗ୍ରାମକୁ ୩୮,୫୩୬ ଟଙ୍କା, ୧୦ ଗ୍ରାମକୁ ୪୮,୧୭୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୮୧,୭୦୦ ଟଙ୍କା ରହିଛି । ଆଜି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୨୧୦ ଟଙ୍କା ଶସ୍ତା ହୋଇଛି ।

୨୪ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୫,୦୭୫ ଟଙ୍କା, ୮ ଗ୍ରାମକୁ ୪୦,୬୦୦ ଟଙ୍କା, ୧୦ ଗ୍ରାମକୁ ୫୦,୭୫୦ ଟଙ୍କା ଓ ୧୦୦ ଗ୍ରାମକୁ ୫,୦୭,୫୦୦ ଟଙ୍କା ଅଛି । ଆଜି ୨୪ କ୍ୟାରେଟ ସୁନା ୨୧୦ ଟଙ୍କା ହ୍ରାସ ହୋଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।