ଆଦିତ୍ୟ ଏବଂ ବିଦ୍ୟାଶ୍ରୀଙ୍କ ସମ୍ପର୍କ ବିଷୟରେ ମୁହଁ ଖୋଲିଲେ ବିଦ୍ୟାଶ୍ରୀ, ସବୁବେଳେ ହେଉଥିଲା ଝଗଡା, ଘଟଣା ଦିନ…

ଆଦିତ୍ୟଙ୍କ ମୃତୁ ରହସ୍ୟରୁ ପରଦା ଉଠାଇଲେ ବିଦ୍ୟାଶ୍ରୀ । ବିଦ୍ୟାଶ୍ରୀଙ୍କ ସତ ଜଣା ପଡିଲା, ୨ଘଣ୍ଟା ପୋଲିସର ଜେରା ପରେ ସତ ମାନିଲେ ବିଦ୍ୟାଶ୍ରୀ । ବିଦ୍ୟାଶ୍ରୀଙ୍କୁ ଆଜି ଥାନା ରେ ହଜାର ହେବାକୁ ପଡିଲା ୨ ଘଣ୍ଟା ଧରି ପୋଲିସି ତାଙ୍କୁ ଜେରା କରିଥିଲା । ଆଦିତ୍ୟ ଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ସେଦିନ ରାତିର ଘଟଣା ବିଷୟରେ କିଛି ସତ କହିଛନ୍ତି । ପୋଲିସ ପ୍ରଥମେ ପଚାରିଲେ ଆପଣ ଆଦିତ୍ୟ ଦାସଙ୍କ ଧର୍ମପତ୍ନୀ ? ସେ କହିଲେ ହଁ ।

ପୁଣି ପୋଲିସ ପଚାରିଲେ ଆପଣ ଆଦିତ୍ୟଙ୍କ ମୃତୁ ପାଇଁ କାହାକୁ ସନ୍ଧେହ କରୁଛନ୍ତି ? ବିଦ୍ୟାଶ୍ରୀ କହିଥିଲେ ମୋ ସ୍ଵାମୀ ଙ୍କର ଆନେକ ଶତ୍ରୁ ଅଛନ୍ତି, ସେ ସରକାରଙ୍କ ବିରୁଦ୍ଧରେ ମଦ ବିରୋଧୀ ଆନ୍ଦୋଳନ କରୁଥିଲେ ।

ଫୁଣୀ ପଚାରିଛନ୍ତି ଆଶ୍ରମରେ କେହି ତାଙ୍କର ଶତ୍ରୁଥିଲେ କି ? ଏହା ପରେ ବିଦ୍ୟାଶ୍ରୀ ଉତ୍ତର ଦେଇଛନ୍ତି ମୁଁ ଜାଣିନି କିନ୍ତୁ କେହି ଥାଇ ପାରନ୍ତି । ଆପଣ ଙ୍କ ସ୍ଵାମୀ ନିଖୋଜ ଥିବା ସମୟରେ ଆପଣ କେଉଁଠି ଥିଲେ ? ବିଦ୍ୟାଶ୍ରୀ କହିଛନ୍ତି ମୁଁ ମାଷ୍ଟର କ୍ୟାଣ୍ଟ୍ଟିନ ଛକରେ ବସିଥିଲି ।

ପୋଲିସ ପଚାରିଲେ ଘରୁ ପ୍ରଥମେ କିଏ ବାହାରିଥିଲା ? ସେ କହିଲେ ମୋତେ ଆଦିତ୍ୟ ପ୍ରଥମେ ଘରୁ ବାହାର କରିଦେଇଥିଲେ । ତେବେ ଆପଣ କେମିତି ଜାଣିଲେ କି ଆଦିତ୍ୟ ନିଖୋଜ ବୋଲି ? ମୋ ଫୋନରେ ଚାର୍ଜ ନଥିଲା ମୁଁ ଫେସବୁକ ରେ ଦେଖିଲି ଆଦିତ୍ୟ ଙ୍କ ଷ୍ଟାଟସ । ମୁ ଦରିଗଲି ଭାବିଲି କି କିଛି ଅଘଟଣ ନଅ ଘଟୁ, ଘରକୁ ଆସିକି ଦେଖିଲି ସେ ସେଠାରେ ନଥିଲେ ।

ମୁଁ ସମସ୍ତ ଙ୍କୁ ଫୋନ କରିକି କହିଲି କି ଆଦିତ୍ୟ ଙ୍କୁ ଖୋଜିବାକୁ । ଆପଣ ଘଟଣା ସ୍ତରରେ କେମିତି ଆଗେ ଯାଇକି ପହଞ୍ଚିଲେ । କେମିତି ଜାଣିଲେ ସେ ସେଠାକୁ ଯାଇଥିବେ ବୋଲି । ଏବଂ ବିଦ୍ୟାଶ୍ରୀ ଉତ୍ତର ଦେଲେ କି ମୁଁ ଭାବିଲି ସେଇଟା ନିଛାଟିଆ ଜାଗା ସେ ସେଟାକୁ ଯାଇଥିବେ ବୋଲି । ଏମିତି ଆନେକ ପ୍ରଶ୍ନ ପଚାରିଲେ ପୋଲିସ ।

ପୋଲିସ ଙ୍କୁ ବିଦ୍ୟାଶ୍ରୀ ଏହା ମଧ୍ୟ କହିଛନ୍ତିକି ବିବାହ ପରେ ଆମ ସମ୍ପର୍କ ଭଲ ନଥିଲା । ଆଦିତ୍ୟ ସବୁ ବେଳେ ରାଗୁଥିଲେ ଏବଂ ମାନସିକି ଯନ୍ତ୍ରଣା ଦେଉଥିଲେ । ସେଦିନ ରାତିରେ ଆଦିତ୍ୟ ତାଙ୍କୁ ଘରୁ ବାହାର କରିଦେଇଥିଲେ ।

ସ୍ତ୍ରୀ ଦିବ୍ୟଶ୍ରୀ ଙ୍କ ବାରମ୍ବାର କଥା ପରିବର୍ତ୍ତନ ଯୋଗୁ ଘଟଣାରେ ନୂଆ ମୋଡ ଆସିଛି । ଏହି ଘଟଣାରେ ନୂତନ ଲୋକଙ୍କ ପ୍ରବେଶ ଘଟଣାକୁ ରୋଚକ ତଥ୍ୟ ଦେଇଛି । ବିଦ୍ୟାଶ୍ରୀଙ୍କ ଭୂମିକା ଓ ଆଚରଣ ସମସ୍ତଙ୍କୁ ବିଚଳିତ କରିଛି । ବାରମ୍ବାର ନୂତନ ଲୋକଙ୍କ ସମ୍ପକ ଥିବାରୁ ଏହି ଘଟଣାକୁ ରେ ନୂତନ ମୋଡ ଆଣିଛି ।

ସତ୍ୟ କେବେ ଲୁଚିକି ରୁହେନୀ ଆଦିତ୍ୟ ଙ୍କ ମୃତୁର ରହସ୍ୟ କେବେ ସାମନାକୁ ଆସିବ ବୋଲି ଚର୍ଚା ହେଉଛି । ସମାଜ ସେବି ଆଦିତ୍ୟଙ୍କ ମୃତୁ କୁ ପ୍ରାୟ ୧୩ ଦିନ ପୁରିଗଲା କିନ୍ତୁ ଏବେ ଯାଏଁ ତାଙ୍କୁ ନାୟ ମିଳିଲା ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।