ସଲମାନ ଖାନଙ୍କ ଫିଲ୍ମ ‘ଲକି ନୋ ଟାଇମ ଫର ଲଭ’ ରୁ ଫେମସ ହୋଇଥିବା ଅଭିନେତ୍ରୀ Sneha Ullal ଆଜି ବଞ୍ଚୁଛନ୍ତି ଏମିତି ଜୀବନ

ବନ୍ଧୁଗଣ ଆପଣ ବର୍ଷ ୨୦୦୫ରେ ଆସିଥିବା ସଲମାନ ଖାନଙ୍କ ଫିଲ୍ମ ‘ଲକି ନୋ ଟାଇମ ଫର ଲଭ’ ନିଶ୍ଚିତ ଦେଖିଥିବେ । ଏହାର କାହାଣୀ ଗୋଟିଏ ଲକି ନାମର ଝିଅର ଜୀବନ ସଂଘର୍ଷ ଓ ବ୍ୟସ୍ତତାପୂର୍ଣ ଜୀବନ ଉପରେ ଆଧାରିତ ଥିଲା । ଫିଲ୍ମରେ ଅଭିନୟ କରୁଥିବା କଳାକାରମାନେ ବହୁତ ସୁନ୍ଦର ରୂପରେ ଏହି କାହାଣୀକୁ ପରିଦର୍ଶନ କରାଇଥିଲେ ଓ ଫିଲ୍ମକୁ ହିଟ ମଧ୍ୟ କରିଥିଲେ । କହିଦେଉଛୁ କି ବର୍ତ୍ତମାନ ଏହି ଫିଲ୍ମକୁ ୧୫ ବର୍ଷ ପୁରା ହୋଇଯାଇଛି ।

କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଫିଲ୍ମର ୧୫ ବର୍ଷ ପୁରା ହେବା ପରେ ଏହି ଫିଲ୍ମର କଳାକାରମାନେ କେଉଁଠି ଅଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଏହି ଫିଲ୍ମରେ କାମ କରିଥିବା କିଛି କଳାକାରମାନଙ୍କର ବର୍ତ୍ତମାନ ସମୟର ଜୀବନୀ ବିଷୟରେ କହିବାକୁ ଯାଉଛୁ ।

ମିଥୁନ ଚକ୍ରବର୍ତୀ

ଫିଲ୍ମରେ କର୍ନଳ ପିଣ୍ଡି ଦାସ କପୁରଙ୍କ ଭୂମିକାରେ ଅଭିନେତା ମିଥୁନ ଚକ୍ରବର୍ତୀ ନଜର ଆସିଥିଲେ । କିନ୍ତୁ ଫିଲ୍ମର ୧୫ ବର୍ଷ ପରେ ସେ ଆଜି ବି ଆଲିଶାନ ଜୀବନ ଜାପନ କରୁଛନ୍ତି । କିନ୍ତୁ ତାଙ୍କର ଲୁକ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛି । ବର୍ତ୍ତମାନ ସମୟରେ ସେ ୭୦ ବର୍ଷର ବୁଢା ନଜର ଆସୁଛନ୍ତି । କିନ୍ତୁ ମିଥୁନ ଚକ୍ରବର୍ତୀଙ୍କ ଡ୍ରେସିଙ୍ଗ ଷ୍ଟାଇଲ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛି ଓ ସେ ଆଜି ବି ଅଭିନୟ ଦୁନିଆର ସକ୍ରିୟ ଅଛନ୍ତି ।

ରବି ବାସବାନୀ

ଅଭିନେତ୍ରୀ ଲକି ର ପିତା ମିଷ୍ଟର ନେଗୀର କିରଦାରରେ ଅଭିନେତା ରବି ବାସବାନୀ ନଜର ଆସିଥିଲେ । କିନ୍ତୁ ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ଏହି ଅଭିନେତା ଜଣକ ଆମ ଗହଣରେ ଆଉ ନାହାନ୍ତି । ୨୭ ଜୁଲାଇ ୨୦୧୦ରେ ଗୋଟିଏ ରୋଗ କାରଣରୁ ତାଙ୍କର ପର ଲୋକ ହୋଇଯାଇଛି । କହିଦେଉଛୁ କି ରବି ବାସବାନୀ ନିଜ ଜୀବନରେ କେବେ ବି ବିବାହ କରି ନ ଥିଲେ ।

ସଲମାନ ଖାନ

ଫିଲ୍ମରେ ଆଦିତ୍ୟର ମୁଖ୍ୟ ଭୂମିକାରେ ନଜର ଆସିଥିବା ସଲମାନ ଖାନ ଫିଲ୍ମରେ ବହୁତ ଷ୍ଟାଇଲିସ ନଜର ଆସୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସେ ଗୋଟିଏ ଭଲ ଲାଇଫ ଷ୍ଟାଇଲରେ ଅଛନ୍ତି । ଆଜି ସଲମାନ ଖାନ ୫୫ ବର୍ଷର ହୋଇଯାଇଛନ୍ତି ଓ ବର୍ତ୍ତମାନ ସେ ବୁଢା ନଜର ଆସୁଛନ୍ତି ।

ସ୍ନେହା ଉଲ୍ଲାଲ

ଫିଲ୍ମର ସୁନ୍ଦର ଅଭିନେତ୍ରୀ ଲକି ନେଗୀ କିରଦାରରେ ସ୍ନେହା ଉଲ୍ଲାଲ ନଜର ଆସିଥିଲେ । ଏହି କିରଦାରରେ ସେ ଗୋଟିଏ ଆଲିଶାନ ଲାଇଫ ଷ୍ଟାଇଲରେ ନଜର ଆସିଥିଲେ । କିନ୍ତୁ ଏତେ ବର୍ଷ ପରେ ବି ସେ ଅସଲ ଜୀବନରେ ବି ସେହିଭଳି ଭଲ ଲାଇଫ ଷ୍ଟାଇଲରେ ଅଛନ୍ତି । କିନ୍ତୁ କିଛି ବର୍ଷ ମଧ୍ୟରେ ସେ ବହୁତ ବଦଳି ଯାଇଛନ୍ତି । ଆଜି ସେ ୩୩ ବର୍ଷ ବୟସରେ ବି ପୂର୍ବ ଅପେକ୍ଷା ସୁନ୍ଦର ଲାଗୁ ନାହାନ୍ତି । କାରଣ ତାଙ୍କୁ ଏକ ଭୟଙ୍କର ରୋଗ ହୋଇଥିଲା ।

ଯେଉଁ କାରଣରୁ ତାଙ୍କର ସୁନ୍ଦରତା ଫିକା ପଡିଗଲା । ଆପଣଙ୍କୁ କହିଦେଉଛୁ ଏହି ଭୟଙ୍କର ରୋଗରେ ୪ ବର୍ଷ ପୀଡିତ ରହିବା ପରେ ସେ ବର୍ତ୍ତମାନ ପୂରାପୂରି ଠିକ ହୋଇ ଯାଇଛନ୍ତି ଓ ଜଲ୍ଦି ହିଁ ସେ ବଲୀଉଡକୁ କମବ୍ୟାକ କରିବେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଶିଂଗଲ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ