ବର୍ତ୍ତମାନ ବଡ ଖବର ଯାହା ସାମ୍ନାକୁ ଆସୁଛି କି ଓଡିଆ ଅଭିନେତା ରବି ମିଶ୍ର ଏହି ଦୁନିଆରେ ଆଉ ନାହାନ୍ତି । ସେ ବହୁତ ଚଳଚିତ୍ର ଓ ସିରିୟଲରେ କାମ କରିଛନ୍ତି । ବହୁତ ବର୍ଷ ହେବ ସେ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ସେ ନିଜର ଦମଦାର ଅଭିନୟ ବଳରେ ସବୁ ଓଡିଆ ଦର୍ଶକମାନଙ୍କର ହୃଦୟ ଜିତି ଥିଲେ । କିନ୍ତୁ ବର୍ତ୍ତମାନ ସେ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । କହିବାକୁ ଗଲେ କିଛି ଦିନ ତଳେ ସେ ହୃଦ ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
କିନ୍ତୁ ଆଜି ତାଙ୍କର ପର ଲୋକ ହେବା +ର ଖବର ସାମ୍ନାକୁ ଆସୁଛି । ରବି ମିଶ୍ରଙ୍କ ପରିବାର ସଦସ୍ୟଙ୍କ ତରଫରୁ କୁହାଯାଇଛି କି ରବି ମିଶ୍ର ହୃଦଘାତ କାରଣରୁ ଦୁନିଆ ଛାଡି ଚାଲି ଯାଇଛନ୍ତି । କହିଦେଉଛୁ କି ଜଣେ ବରିଷ୍ଠ କଳାକାର ରୂପରେ ସେ ଓଡିଆ ସିନେମାରେ ଓ ଟିଭି ଦୁନିଆରେ ବିଭିନ୍ନ ଭୂମିକାରେ ନଜର ଆସନ୍ତି ।
ଯେତେବେଳେ ଏହି ଖବର ସାମ୍ନାକୁ ଆସିଲା ତେବେ ଓଡିଆ ସିନେମା ଜଗତରେ ଏକ ଦୁଃଖର ଲହରୀ ଖେଳିଗଲା । କେବଳ କଳାକାରମାନେ ନୁହେଁ ତାଙ୍କର ଅଗଣିତ ଦର୍ଶକମାନେ ବି ନିଜର ପ୍ରିୟ କଳାକାର ରବି ମିଶ୍ରଙ୍କ ପର ଲୋକ ହେବାର ଖବର ବିଷୟରେ ଶୁଣି ଦୁଃଖ ପ୍ରକାଶ କରିଛନ୍ତି । ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି କି ରବି ମିଶ୍ର ଗତକାଲି ଏକ ହୃଦଘାତ ଆସିବାର ଏକ ସିନ କରୁଥିଲେ । ଏମିତିରେ ଯେତେବେଳେ ସେ ଏହି ସିନକୁ ପୁରା କରିଦେଲେ ତେବେ ହଠାତ ସେ ନି ହୃଦୟରେ କଷ୍ଟ ଅନୁଭବ କରିଲେ ।
ଏମିତିରେ ସେ ଚିନ୍ତା କରିଲେ କି ଏହା ବୋଧେ ଗ୍ୟାସ କାରଣରୁ ହେଉଛି ସେଥିପାଇଁ ସେ କିଛି ଔଷଧ ମଧ୍ୟ ସେବନ କରିଥିଲେ । କିନ୍ତୁ ଏହା ସତ୍ବେ ବି ସେ ଯେତେବେଳେ ବହୁତ ଅସ୍ତ ବ୍ୟସ୍ତ ଅନୁଭବ କରିଲେ ତେବେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଗଲା । କିନ୍ତୁ ଏହି ସ୍ଥାନରୁ ପୁଣି ଥରେ ତାଙ୍କୁ ଭୁବନେଶ୍ବରର ଏକ ପ୍ରାଇବେଟ ହସ୍ପିଟାଲରେ ଭର୍ତ୍ତି କରାଗଲା । ଯେଉଁଠି ତାଙ୍କୁ ଭ୍ନେଟିଲେଟରରେ ରଖା ଯାଇ ଥିଲା । କିନ୍ତୁ କିଛି ସମୟ ପୂର୍ବେ ହିଁ ସେ ଆମ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଗଲେ ।
ମଞ୍ଚରେ ଅଭିନୟ କରୁ କରୁ ସେହି ସିନ ରବି ମିଶ୍ରଙ୍କ ଅସଲ ଜୀବନରେ ବି ଘଟିଗଲା । କହିଦେଉଛୁ କି ସେ ନିଜର ଅଭିନୟ ମାଧ୍ୟମରେ ଦର୍ଶକମାନଙ୍କୁ ବାନ୍ଧି ରଖୁଥିଲେ । ସେ ଜଣେ ଉଚ୍ଚ କୋଟିର କଳାକାର ଅଟନ୍ତି । ଏହା ସହିତ ସେ ସମସ୍ତଙ୍କ ସହିତ ଥଟ୍ଟା ଓ ସହଯୋଗ ମଧ୍ୟ କରନ୍ତି । କହିଦେଉଛୁ କି ରବି ମିଶ୍ର ଙ୍କ ପରଲୋକ ୬୪ ବର୍ଷ ବୟସରେ ହୋଇଛି ।