ଖରାପ ଭାଷାରେ ଗାଳି ଦେଲେ କଣ ହୁଏ ? ଏହା ସହିତ ଆହୁରି ମଧ୍ୟ ପଢନ୍ତୁ 25 ଅନୁଚିନ୍ତା

ସକାଳୁ ଝାଡା ଗଲା ବେଳେ ଦାନ୍ତ ଘସନ୍ତୁ ନାହିଁ କିମ୍ୱା ଝାଡ଼ା ବସିଲା ବେଳେ ଦାନ୍ତ ଘଷନ୍ତୁ ନାହିଁ । ଖାଇଲା ବେଳେ ୩୨ଥର ଚୋବାଇ ଖାଆନ୍ତୁ ଖାଦ୍ୟ ଭଲ ହଜମ ହେବ । ଯଦି ଆପଣଙ୍କ ଅଣ୍ଟା କାଟୁଚି ତେବେ ଆପଣ ପ୍ରତ୍ୟେକ ଦିନ ସକାଳୁ ଓ ସନ୍ଧ୍ୟା ବେଳେ ଅଧା ଚାମୁଚ ସୁଣ୍ଠି ଓ ଆସ୍ୱର୍ଗନ୍ଧା ଚୂର୍ଣ୍ଣକୁ ଉସୁମ୍ ପାଣିରେ ପିଇବା ଦ୍ୱାରା ଅଣ୍ଟା ଭଲ ରହିବ ।

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଥିଲେ ମେଥିଗୁଣ୍ଡ ଏକ ଚାମଚ୍ ସକାଳ ଓ ସନଦ୍ୟାରେ ଖାଇଲେ ତାହା ଦୂରେଇ ଯାଏ ।

ଦାନ୍ତ ବିନ୍ଧା ହେଉଥିଲେ ଜୁଆଣି ପାଣି ଦିନକୁ ୩ଥର କୁଳି କଲେ ତାହା ଦୁରେଇଥାଏ ।

ଅନ୍ୟକୁ ଗାଲି ଗୁଲଜ କଲେ ଦାରିଦ୍ର୍ୟତା ଆସିଥାଏ ଓ ଆପଣ ଖରାପ ଶବ୍ଦ ବ୍ୟବହରକାରୀମାନେ ତାଙ୍କ ପିଲାଙ୍କର ବୁଦ୍ଧି ହାନି ହୋଇଥାଏ ।

ନିତ୍ୟ ଜୀବନରେ କିଛି ଅସୁବିଧା ଦେଖା ଯାଉଥିଲେ ଓସ୍ଥ ଗଛ ପୂଜା କରନ୍ତୁ, ସୁର୍ଯ୍ୟ ଙ୍କୁ ଜଳ ଅର୍ପଣ କରନ୍ତୁ ।

ଯଦି ବୃହଷ୍ପତି ନିଚରେ ଥାନ୍ତି ତେବେ ମୁଣ୍ଡରେ ଚନ୍ଦନ ଲଗାନ୍ତୁ ଏବଂ ସକାଳୁ ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରନ୍ତୁ ।

ଜଳ ନଷ୍ଟ କରିବା ଦ୍ଵାରା ଦାରିଦ୍ର୍ୟତା ଦେଖାଯାଏ ।

ଜାତକ ରେ ଯଦି ରବି ନିଚରେ ଥାନ୍ତି ତେବେ ମାତା ଓ ପିତାଙ୍କ ସହ ଝଗଡା ହୁଏ ଓ ଆଖି ଖରାପ ହୋଇଥାଏ ।

ମଙ୍ଗଳ ନୀଚରେ ଥିଲେ ରକ୍ତ ଚାପ୍ ଦେଖାଯାଏ ।

ନଡ଼ିଆ କୁ ଯଦି ନିଜ ମୁଣ୍ଡ ଚାରି ପେଟ ଘୁରାଇ ଦେବତା ଙ୍କ ପାଖରେ ବାଡାନ୍ତୁ  ତେବେ ଏହା ଦୂରେଇ ଯିବ ।

ନଡ଼ିଆ ତେଲରେ ଅଁଳା ଗୁଣ୍ଡକୁ ଫୁଟାଇ ଚୁଟି ରେ ଲଗାଇବା ଦ୍ଵାରା ଚୁଟି କଳା ହୋଇଥାଏ ।

ଭୁସୁଙ୍ଗ ପତ୍ର ଓ ପିଆଜକୁ ବାଟି ଚୁଟିରେ ଲଗାଇବା ଦ୍ୱାରା ଚୁଟି ଝଡିବା ବନ୍ଦ ହୋଇଯିବା ସହିତ ଘନତ୍ୟ ବଢିଥାଏ ।

ବେଶନରେ ଲେମ୍ବୁରସ ମିଶାଇ ମୂହରେ ମାରିଲେ ମୁଖବ୍ରଣ ଦୂରେଇଯାଏ ଏବଂ ମୁହାର ଚମକ ଆସେ ।

ମହୁରେ ଲେମ୍ବୁରାସ ମିଶାଇ ମୂହରେ ମାରିଲେ ମୁହାର ଯାବତିୟ କଳାଦାଗ ଦୂର ହୋଇଥାଏ ।

ସକାଳେ ତିରିଶ ମିନିଟ ଖରାରେ ସମୟ କାଟିବା ଉଚିତ ଏହା ଦ୍ଵାରା ଶରୀର ପୀଡା ଦୂରେଇ ଜୀବ ଓ ଭିଟାମିନ ମଧ୍ୟ ମିଳିବ ।

ମୁହାର କଳାଜାଇ ଦୂରକରିବା ପାଇଁ ହେଲେ ଧନିଆ ପତ୍ରକୁ ବାଟି କିଛି ଦିନ ଲଗାଇଲେ ତାହା ଦୂର ହୋଇଥାଏ ।

ସ୍ଵପ୍ନରେ ଗାଈ ଦେଖିଲେ ବହୁତ ଶୁଭ ହୋଇଥାଏ । ଏହା ସୁଖ ସମ୍ପଦ ବୃଦ୍ଧିର ସୂଚନା ଦିଏ ।

ସ୍ଵପ୍ନରେ ହାତୀ ଦେଖିଲେ ବହୁତ ଶୁଭ ହୋଇଥାଏ ଓ ଏହା ସୁଖ ସମୃଦ୍ଧି ବୃଦ୍ଧିର ସୂଚନା ଦିଏ ।

ସ୍ଵପ୍ନରେ ପେଚା ଦେଖିଲେ ଜାଣିବେ ଆଗାମୀ ଦିନରେ ଲକ୍ଷ୍ମୀ କୃପା ମିଳିବ ଏବଂ ଧନ ପ୍ରାପ୍ତି ହେବ ।

ସ୍ଵପ୍ନରେ ମାଛ ଦେଖିଲେ ବହୁତ ଶୁଭ ହୋଇଥାଏ ଓ ଏହା ଆଗାମୀ ଦିନରେ ଧନ ସମ୍ପତି ବୃଦ୍ଧିର ସୂଚନା ଦିଏ ।

ଘରେ କେବେ କଣ୍ଟା ଗଛ ଲଗାନ୍ତୁ ନାହିଁ କିମ୍ବା କ୍ଷୀର ବାହାରୁଥିବା ଗଛ ଲଗାନ୍ତୁ ନାହିଁ ଏହା ଦ୍ଵାରା ଘରେ କଳହ ସୃଷ୍ଟି ହୁଏ ।

ଘର କେବେ ହିଂସ୍ର ଜୀବ ଓ ଜନ୍ତୁ ବା ଯୁଧ୍ୟର ଫଟ ଲଗାନ୍ତୁ ନାହିଁ ଏହାଦ୍ଵାରା ଘରେ ଅସାନ୍ତି ଲାଗିରହେ । ଘର ସାମନ୍ନାରେ କେବେ ଅଳିଆ ଗଦା ରଖନ୍ତୁ ନାହିଁ ଏହା କରିବା ଦ୍ଵାରା ଆପଣଙ୍କର ରୋଗ ବଇରାଗ ଓ ଆର୍ଥିକ ସମସ୍ଯା ସୃଷ୍ଟି କରିଥାଏ ।

ଘର ଭିତରେ କେବେ ସୁଖୀ ଯାଇଥିବା ଫୁଲ ରଖନ୍ତୁ ନାହିଁ ନଚେତ ବଡ ଅସୁବିଧା ହେବ ସହିତ ନିଜର ଅମଙ୍ଗଳ ହେବ ।

ସ୍ଵାମୀ ଓ ସ୍ତ୍ରୀ କେବେ ଭଙ୍ଗା ଖଟରେ ଶୁଅନ୍ତୁ ନାହିଁ ଏହା କରିବା ଦ୍ଵାରା ପରସ୍ପର ପ୍ରତି ମନ ମାଳିନ୍ୟ ସୃଷ୍ଟି ହେବ ।

ଦେହରେ ଜାଦୁ ଭଲ ହେଉନଥିଲେ ତୁଲସୀ ପତ୍ର, ଲେମ୍ବୁରସ ଓ ଲୁଣ ମିଶାଇ ଦିନକୁ ଦୁଇଥର ମାରିଲେ ତାହା ଭଲ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।