ଗୋଟିଏ ଆମ୍ବ ଗଛ ତଳେ ଅନ୍ଧ, ମୁକ, ଛୋଟା ଆଉ କାଲା ବସିଛନ୍ତି, ଆମ୍ବ ପଡିଲେ ପ୍ରଥମେ କିଏ ଉଠେଇବ ? ଏହା ସହିତ ଆହୁରି 32 ଟି GK Question ଓ Answer

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ IAS, IPS, UPSC ଭଳି ପରୀକ୍ଷାରେ ଆସିଥିବା ୧୫ ଟି ପ୍ରଶ୍ନ ଉତ୍ତର । ଯଦି ଆପଣ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ନିଶ୍ଚିନ୍ତ ଭାବରେ ଏହି ପ୍ରଶ୍ନ ଉତ୍ତର ଗୁଡ଼ିକୁ ପଢନ୍ତୁ । ଆଶା କରୁଛୁ ଆପଣଙ୍କୁ ଏହି ପ୍ରଶ୍ନ ଉତ୍ତର ଆଗାମୀ ସମୟରେ ସାହାଯ୍ୟ କରିବ । ତେବେ ଚାଲନ୍ତୁ ଜାଣିବା ।

୧ . ଭାରତ ର ମାର୍ଟିନ ଲୁଥର କାହାକୁ କୁହାଯାଏ ?

ଉତ୍ତର – ସ୍ୱାମୀ ଦୟାନନ୍ଦ ସରସ୍ୱତୀ ।

୨ . ପ୍ଲାଷ୍ଟିକ ର ନୋଟ କେଉଁ ଦେଶ ରେ ପ୍ରଚଳିତ ହୋଇଥାଏ ?

ଉତ୍ତର – ଅଷ୍ଟ୍ରେଲିଆ ।

୩ . ଭାରତ ର ସବୁଠାରୁ ବଡ଼ କେନାଲ ର ନାମ କଣ ?

ଉତ୍ତର – ଇନ୍ଦିରା ଗାନ୍ଧୀ କେନାଲ ।

୪ . ଆନ୍ତର୍ଜାତୀୟ ନ୍ୟାୟାଳୟ ର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ ?

ଉତ୍ତର – ଦ ହେଗ ଠାରେ ।

୫ . ଶ୍ରୀ ନଗର ର ସ୍ଥାପନା କିଏ କରିଥିଲେ ?

ଉତ୍ତର – ଅଶୋକ ।

୬ . ଭାରତ ର ସବୁଠାରୁ ବଡ଼ ପଦବୀ ଟି କଣ ଅଟେ ?

ଉତ୍ତର – ରାଷ୍ଟ୍ରପତି ।

୭ . ମହାଭାରତର ପୁରାତନ ନାମ କଣ ଥିଲା ?

ଉତ୍ତର – ଜୟ ସଂହିତା ।

୮ . କେଉଁ ଦେଶ ରେ ଗୋଟିଏ ମଧ୍ୟ ଚାଷ ଜମି ନାହିଁ ?

ଉତ୍ତର – ନରୱେ ।

୯ . ସବୁଠାରୁ ଅଧିକ ପ୍ରୋଟିନ କେଉଁଥିରେ ଥାଏ ?

ଉତ୍ତର – ସୋୟାବୀନ ରେ ।

୧୦ . ପୃଥିବୀର ସ୍ୱର୍ଗ କାହାକୁ କୁହାଯାଏ ?

ଉତ୍ତର – ପ୍ୟାରିସ କୁ ।

୧୧ . ମୋତି ମସଜିଦ ର ନିର୍ମାଣ କିଏ କରିଥିଲେ ?

ଉତ୍ତର – ଔରଙ୍ଗଜେବ ।

୧୨ . ସବୁଠାରୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ରହୁଥିବା ପ୍ରାଣୀ ର ନାମ କଣ ଅଟେ ?

ଉତ୍ତର – କଇଁଛ ।

୧୩ . ଜାପାନ ଉପରେ ପରମାଣୁ ବୋମା କେବେ ପକାଯାଇଥିଲା ?

ଉତ୍ତର – ୧୯୪୫ ମସିହା ରେ ।

୧୪ . ସବୁଠାରୁ ଶେଷ ରେ ଲେଖାଯାଇଥିବା ବେଦ ର ନାମ କଣ ?

ଉତ୍ତର – ଅଥର୍ବ ବେଦ ।

୧୫ . ନୀଳ ଆନ୍ଦୋଳନ କେଉଁଠାରେ ହୋଇଥିଲା ?

ଉତ୍ତର – ବଙ୍ଗଳା ରେ ।

୧୬ . ଦୁନିଆ ରେ ସବୁଠାରୁ ସଫା ପାଣି କେଉଁଠାରେ ମିଳିଥାଏ ?

ଉତ୍ତର – କାନାଡ଼ା ରେ ।

୧୭ . ମନୁଷ୍ୟ ର ସବୁଠାରୁ ଛୋଟ ହାଡ଼ କେଉଁଠାରେ ଥାଏ ?

ଉତ୍ତର – କାନ ରେ ।

୧୮ . ମୋୖର୍ଯ୍ୟ ବଂଶ ର ସଂସ୍ଥାପକ କିଏ ଥିଲେ ?

ଉତ୍ତର – ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ।

୧୯ . ଆନନ୍ଦ ବନ ର ସ୍ଥାପନା କିର କରିଥିଲେ ?

ଉତ୍ତର – ବାବା ଆମତେ ।

୨୦ . ଜ୍ଞାନପୀଠ ପୁରସ୍କାର ପାଇଥିବା ପ୍ରଥମ ମହିଳା ଜଣକ କିଏ ?

ଉତ୍ତର – ଆଶାପୂର୍ଣ୍ଣ ଦେବୀ ।

୨୧ . ସୌରମଣ୍ଡଳର ସବୁଠାରୁ ଗରମ ଗ୍ରହ କିଏ ଅଟେ ?

ଉତ୍ତର – ଶୁକ୍ର ଗ୍ରହ ।

୨୨ . ଇଣ୍ଟରନେଟର ସର୍ବପ୍ରଥମ ବ୍ୟବହାର କେଉଁ ଦେଶ କରିଥିଲା ?

ଉତ୍ତର – ଆମେରିକା ।

୨୩ . ସବୁଠାରୁ ଅଧିକ ଋଣ କେଉଁ ଦେଶ ଉପରେ ଅଛି ?

ଉତ୍ତର – ଚୀନ ।

୨୪ . ଶ୍ରୀଲଙ୍କା ର ମୁଦ୍ରା ର ନାମ କଣ ଅଟେ ?

ଉତ୍ତର – ଟଙ୍କା ।

୨୫ . ଆର . ବି . ଆଇ ର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ ?

ଉତ୍ତର – ମୁମ୍ବାଇ ।

୨୬ . କେଉଁ ଜୀଵ ର କ୍ଷୀର ଫାଟି ନ ଥାଏ ?

ଉତ୍ତର – ଓଟ ।

୨୭ . ସ୍ୱର୍ଣ୍ଣ ନଗର କାହାକୁ କୁହାଯାଏ ?

ଉତ୍ତର – ଜୋହାନ୍ସ ବର୍ଗ ।

୨୮ . ଲୋକଟକ ହ୍ରଦ କେଉଁଠାରେ ଅବସ୍ଥିତ ?

ଉତ୍ତର – ମଣିପୁର ।

୨୯ . କେଉଁ ଜୀଵ ର ତିନୋଟି ଆଖି ରହିଥାଏ ?

ଉତ୍ତର – ଷ୍ଟାର ଫିସ ।

୩୦ . ରାଣୀ କି ବାଵ କେଉଁଠାରେ ଅବସ୍ଥିତ ?

ଉତ୍ତର – ଗୁଜୁରାଟ ।

୩୧ . କେଉଁ ଜୀଵ ନାକ ଦ୍ୱାରା ଖାଦ୍ୟ ଖାଇଥାଏ ?

ଉତ୍ତର – ପିମ୍ପୁଡ଼ି ।

୩୨ . ଗୋଟିଏ ଆମ୍ବ ଗଛ ତଳେ ଅନ୍ଧ, ମୁକ, ଛୋଟା ଆଉ କାଲା ବସିଛନ୍ତି, ଆମ୍ବ ପଡିଲେ ପ୍ରଥମେ କିଏ ଉଠେଇବ ?

ଉତ୍ତର – ମୁକ

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିବ ।