ଟ୍ରେନ ପଛରେ “X” ର ଚିହ୍ନ କାହିଁକି ଥାଏ ? ଜାଣନ୍ତୁ ଏହା ପଛରେ ଥିବା ରୋଚକପୂର୍ଣ୍ଣ କଥା

ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ଟ୍ରେନ ରେ ବସିଥିବେ କିନ୍ତୁ ଟ୍ରେନ ବୁସାୟାରେ କିଛି ରଚକ କଥା ବା ଗୁରୁତ୍ବଓଉର୍ଣ୍ଣ ତଥ୍ୟ ବିଷୟରେ ଜାଣି ନଥିବେ । ଆଜି ଆମେ ଆଅଅଁ ଙ୍କୁ ଏହିପରି ଟ୍ରେନ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଜଣାଇବୁ । ଆପଣ ମାନେ ଜାଣିଛନ୍ତି କି ଟ୍ରେନ ପଛରେବା ଶେଷ ଡବା ପଛ ରେ  କାହିଁକି କ୍ରସ ବା ଛକି ଚିନ୍ହ ଥାଏ ।

ତେବେ ଆସନ୍ତୁ ଏହା ବିଷୟ ରେ ଜାଣିବା  । ସମସ୍ତେ ଜାଣନ୍ତି କି ଟ୍ରେନର ସବୁ ଡବା ଗୁଡିକ ପରସ୍ପର ସହ ଯୋଡି  ହୋଇଥାଏ । ଯଦି ଏହି ଯୋଡ଼ାରେ କୌଣସି ବି ଅସୁବିଧା ହୁଏ ତେବେ ବହୁତ ବଡ଼ ଦୁର୍ଘଟଣା ହୋଇପାରେ ।

ଟ୍ରେନ ବହୁତ ଦୂର କୁ ଯାତ୍ରା କରିଥାଏ ଏହି ସମୟରେ ଯଦି ଟ୍ରେନର ଗୋଟିଏ ଡବା ପଛରେ ରହିଯାଏ ତେବେ ଏହା ଟ୍ରେନ ଡ୍ରାଇଭରକୁ ଜଣା ପଡେ ନାହିଁ । ଏହି ସ୍ଥିତି ରେ ଅନ୍ୟ ଟ୍ରେନକୁ ଏହି ରାସ୍ତାରେ ଯିବାକୁ ଅନୁମତି ମିଳେ ନାହିଁ ।

ଏହି କାରଣରୁ ଟ୍ରେନ ର ଶେଷ ଡବା ରେ କ୍ରସ ଚିନ୍ହ କରାଯାଇଥାଏ କି ଟ୍ରେନ କର୍ମଚାରୀଙ୍କୁ ଜଣା ପଡେ କି ଟ୍ରେନ ତାର ସବୁ ଡବା ସହ ଗତି କରିଛି ଏବଂ ଟ୍ରେନର କୌଣସି କ୍ଷତି ନ ହୋଇ ଗୋଟିଏ ଷ୍ଟେସନରୁ ଆଉ ଗୋଟିଏ ଷ୍ଟେସନ ରେ ପହଁଚି ପାରିଛି ।

ଏଥି ପାଇଁ ଟ୍ରେନ କର୍ମଚାରୀ ସବୁ ଷ୍ଟେସନ ରେ ଟ୍ରେନ କୁ ଚେକିଂ କରିଥାନ୍ତି କି ଟ୍ରେନ ସହ ସବୁ ଡବା ଠିକ ଭାବରେ ଷ୍ଟେସନ ରେ ପହଁଚିଛି । ଏହା ଛଡା ଟ୍ରେନ ରେ ଏପରି ବହୁତ ସାଙ୍କେତିକ ଚିନ୍ହ ରହିଛି । ଟ୍ରେନ ପଛରେ ଏକ ବିଜୁଳି ର ଲେମ୍ପ ଥାଏ । କାହିଁକି ନା ରାତି ସମୟରେ ଏହି କ୍ରସ ଚିନ୍ହ ଦେଖା ଯାଏ ନାହିଁ । ଏହି ବିଜୁଳି ର ୩ କୁ ଦେଖି ଟ୍ରେନ ବିଷୟ ରେ ଜାଣି ହୁଏ କୁ ଟ୍ରେନ ର ସବୁ ଡବା ଠିକ ଭାବରେ ଷ୍ଟେସନ ରେ ଆସିଛି ।

ଏହା ବାଦ ଟ୍ରେନ ପଛ ରେ ସାଙ୍କେତିକ ଭାଷାରେ L V ଲେଖା ଥାଏ ଅର୍ଥାତ ଲାଷ୍ଟ ଭେହିକିଲ ଏହାର ଅର୍ଥ ଏହା ଟ୍ରେନ ର ଶେଷ ଡବା ହୋଇଥାଏ । ଯଦି ଟ୍ରେନ ଶେଷ ଦେବାରେ ଏହି ସବୁ ସାଙ୍କେତିକ ଚିନ୍ହ ନଥାଏ ତେବେ ଜଣା ପଡେ କି ଟ୍ରେନ ସମ୍ପୂର୍ଣ୍ଣ ଭାବେ ଷ୍ଟେସନ ରେ ପହଁଚି ନାହିଁ ଓ ତାର କିଛି ଡବା କେଉଁଠାରେ ରହିଯାଇଛି । ଏଥି ପାଇଁ ଟ୍ରେନ କର୍ମଚାରୀ ଆପାତ କାଳୀନ ବ୍ୟବସ୍ଥା ଗ୍ରହଣ କରିଥାଆନ୍ତି ଓ ପଛରେ ରହି ଯାଇଥିବା ଟ୍ରେନ ଡବାକୁ ଖୋଜିଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।