Vastu Tips- ଭୁଲରେ ରୋଷେଇ ଘରୁ ଶେଷ ହେବାକୁ ଦିଅନ୍ତୁ ନାହିଁ ଏହି ( 5ଟି ଜିନିଷ ), ନହେଲେ ଆପଣ ହୋଇଯିବେ ଦରିଦ୍ର

ଏମିତି ଏକ ଜିନିଷ ବିଷୟରେ କହିବୁ ଯାହାକି ଆପଣଙ୍କର ରୋଷେଇ ଘରୁ ଜମା ବି ସରିବ ନାହିଁ । ଯଦି ଏହି ସବୁ ଜିନିଷ ଆପଣଙ୍କ ରୋଷେଇ ଘରୁ ସରିଯାଉଛି ତେବେ ଆପଣଙ୍କୁ ଗରିବ ଓ କାଙ୍ଗାଳ ହେବାରୁ କେହି ଅଟକାଇ ପାରିବେ ନାହିଁ । ପୁଣି ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଖରାପ ହୋଇପାରେ । ଆପଣଙ୍କର ବ୍ୟାପାର ବାଣିଜ୍ୟ ଖରାପ ମଧ୍ୟ ହୋଇପାରେ । ପୁଣି ମା ଲକ୍ଷ୍ମୀ ଆପଣଙ୍କ ଘରେ କେବେ ବି ବାସ କରିବେ ନାହିଁ । ତେଣୁ ଆପଣ ଭୁଲରେ ମଧ୍ୟ ଏହି ଜିନିଷ ଗୁଡିକୁ କେବେ ବି ରୋଷେଇ ଘରୁ ଶେଷ କରିବାକୁ ଦିଅନ୍ତୁ ନାହିଁ । ନହେଲେ ହେବ ବଡ ଅସୁବିଧା ।

ଚୂଲି

ଆଗକାଳରେ ଲୋକମାନେ ଚୂଲିରେ ରୋଷେଇ କରୁଥିଲେ । ବର୍ତମାନ ଲୋକମାନେ ହିଟର ଓ ଇଣ୍ଡକ୍କ୍ସନରେ ରୋଷେଇ କରୁଛନ୍ତି । କିନ୍ତୁ ଏହା ଅଶୁଭ ହୋଇଥାଏ । କାରଣ ଆପଣଙ୍କ ଘରେ ରୋଷେଇ ଅଗ୍ନି ଦେବ ବାସ କରି ନଥାନ୍ତି । ତେଣୁ ଆପଣଙ୍କ ଘରେ ଅଗ୍ନି ସାରିବାକୁ ଦିଅନ୍ତୁ ନାହିଁ । ପ୍ରାୟ ଲୋକ ଗ୍ଯାସରେ ରୋଷେଇ କରିଥାନ୍ତି । ତେଣୁ ଆପଣ ଗ୍ଯାସ ସାରିବା ପୂର୍ବରୁ ସିଲିଣ୍ଡର ଆଣିକି ରଖନ୍ତୁ ।

ଅଟା ଓ ଚାଉଳ

ଆପଣଙ୍କ ଘରେ ମୁଖ୍ୟ ଜିନିଷ ସାରିବାକୁ ଦିଅନ୍ତୁ ନାହିଁ । ଯେପରିକି ଅଟା ଚାଉଳ ଘରେ ଭରପୁର ଭାବରେ ରଖନ୍ତୁ । ଯଦି ଆପଣଙ୍କ ଘରେ ଅଟା କିମ୍ବା ଚାଉଳ ସରିଯାଉଛି ତେବେ ଆପଣଙ୍କ ଘରେ ରାହୁ ଓ କେତୁ ପ୍ରବେଶ କରିଯିବେ ଓ ପୁଣି ଆଉ କେତକ ଲୋକ ଅଟାକୁ ଅଧିକ ଚକଟି ଦେଇଥାନ୍ତି  ରୁଟି କରି ସାରି ବଲକା ଅଟାକୁ ଫ୍ରିଜରେ ରାଖି ଦେଇଥାନ୍ତି । ଯଦି ଆପଣ ବଳକା ଅଟାକୁ ରଖିଦେଉଛନ୍ତି ତେବେ ଆପଣଙ୍କୁ ଭିକାରି ଓ କାଙ୍ଗଳ ହେବାରୁ କେହି ବଞ୍ଚିତ କରିପାରିବେ ନାହିଁ । ଯେଉଁ ଘରେ ଚାଉଳ ଓ ଅଟା ଭରପୁର ରହିଥାଏ ସେହି ଘରେ ଦେବୀ ଅର୍ଣ୍ଣପୂର୍ଣା ବାସ କରିଥାନ୍ତି ।

ହଳଦୀ

ହଳଦୀ ଏମତି ଏକ ଜିନିଷ ଯାହାକି ପନିପରିବାରେ ହଳଦୀ ପଡିଲେ ରଙ୍ଗ ବଦଳିଯାଇଥାଏ । ହଳଦୀ ଭଗବାନ ବିଷ୍ନୁଙ୍କର ପ୍ରତୀକ ବୋଲି ମାନିଥାନ୍ତି । ପୁଣି ଯେଉଁ ଘରେ ବିଷ୍ଣୁ ରହିଥାନ୍ତି ସେହି ଘରେ ମା ଲକ୍ଷ୍ମୀଙ୍କର ମଧ୍ୟ ବାସ ରହିଥାଏ । ଯଦି ଆପଣଙ୍କ ଘରେ ହଳଦୀ ସରିଯାଉଛି ତେବେ ଆପଣଙ୍କ ଘରେ ବିଷ୍ଣୁ ବାସ କରିନଥାନ୍ତି ତା ସହିତ ମା ଲକ୍ଷ୍ମୀ ମଧ୍ୟ ଛାଡି ଚାଲିଯାଥାନ୍ତି । ଆପଣ ଭିକାରି ହୋଇଯାଇଥାନ୍ତି । ତେଣୁ ହଲଦିକୁ ଆପଣ ଶେଷ ହେବାକୁ ଦିଅନ୍ତୁ ନାହିଁ ।

ଲୁଣ

ପ୍ରାଚୀନ କାଳରେ ଲୋକମାନେ  ଏମିତି ଲୁଣ ବସ୍ତା ରଖୁଥିଲେ ଯାହାକି କେବେ ବି ସେସ ହେଉ ନଥିଲା । ଲୁଣ ଆପଣଙ୍କୁ ବହୁତ ଧନବାନ କରିଥାଏ । ଯେଉଁ ଘରେ ଲୁଣ ଭରପୁର ମାତ୍ରାରେ ରହିଥିବ ସେହି ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରିଥାଏ । ସମସ୍ତ ପ୍ରକାରର ବାସ୍ତୁ ଦୋଷ ମଧ୍ୟ କଟିଯାଇଥାଏ ।

ପାଣି

ଆପଣ ଆଗରୁ ଜାଣିଥିବେ ଜଳ ବିହୁନେ ସୃଷ୍ଟି ନାସ ଯଦି ଆପଣଙ୍କ ରୋଷେଇ ଘରେ ଜଳ ଯଦି ନ ରହୁଛି ତେବେ ସର୍ବନାଶର କାରଣ ରହୁଛି । ଯେଉଁ ଘରେ ସର୍ବଦା ଜଳ ରହିଥାଏ । ସେହି ଘରେ ହସର ଲହରୀ ଖେଳିଯାଇଥାଏ ।

ଅଇଁଠା ବାସନ

ଲୋକମାନେ ଖାଦ୍ୟ ଖାଇକି  ଅଇଣ୍ଠାବାସନ ରୋଷେଇ ଘରେ ପକେଇଦେଇଥାନ୍ତି । ଏହା ବହୁତ ଅଶୁଭ ହୋଇଥାଏ । ଏହା ଦରିଦ୍ରତାର  ପ୍ରତୀକ ହୋଇଥାଏ ।

କଲରା

ରାତିରେ କଲରା ଭାଜନ୍ତୁ ନାହିଁ ଯାହା ଦ୍ଵାରା ଘରେ ନକରାତ୍ମକ ଶକ୍ତି ବଢିଥାଏ ଏବଂ କଳିଝଗଡା ମଧ୍ୟ ହୋଇଥାଏ । ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରି ନଥାନ୍ତି । ଆପଣ ଦରିଦ୍ର ହୋଇଯାଥାନ୍ତି । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।