ପ୍ରକୃତ ପ୍ରେମକୁ ଚିହ୍ନିବାର ସହଜ ଉପାୟ, ବାସ କରନ୍ତୁ ଏହି ଗୋଟେ କାମ ଜାଣିପାରିବେ କେବଳ 7 ଦିନରେ

ପ୍ରେମ ଏକ ପବିତ୍ର ବନ୍ଧନ । ପ୍ରେମରେ ଥରେ ପଡିଗଲେ ଦୁନିଆ ଭୁଲିଯିବା ପାଇଁ ଇଚ୍ଛା ହୋଇଥାଏ । ଯଦି ଆପଣଙ୍କ ମଧ୍ୟ ଭଳପାଉଛନ୍ତି ତେବେ ଆପଣ ନିଶ୍ଚୟ ଏହା ଜାଣିବାକୁ ଚାହୁଁଥିବେ କି ଆପଣଙ୍କ ପାଟନର ଆପଣଙ୍କୁ ପ୍ରକୃତ ପ୍ରେମ କରୁଛି କି ନାହିଁ । ତେବେ ଆପଣ ନିଶ୍ଚୟ ଜାଣିପାରିବେ କେବଳ ଏହି ଗୋଟେ ଉପାୟ ଦ୍ଵାରା ଯାହା ଆମେ ଆଜି ଆପଣଙ୍କୁ କହିବୁ । ତେବେ ଚାଲନ୍ତୁ ଜାଣିବା ।

ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ପାଟନର ଆପଣଙ୍କୁ ପ୍ରକୃତ ପ୍ରେମ କରୁଛି କି ନାହିଁ ତେବେ ଆପଣଙ୍କୁ ଷ୍ଟପ କରିବାକୁ ହେବ ମାନେ ସବୁ ଫିଯିକାଲ କନେକ୍ସନ କାଟିବାକୁ ହେବ । ମାନେ କିଛି କଲ କରିବେ ନାହିଁ, ମେସେଜ କରିବେ ନାହିଁ, ସୋସିଆଲ ମିଡିଆରେ ମଧ୍ୟ ଦୂରେଇ ରହିବେ । କିଛି ଦିନ ପାଇଁ ସବୁ କିଛି ବନ୍ଦ କରିବାର ଅଛି ।

ଏହା ଗୋଟେ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ । ଏବଂ ଗୋଟେ ସପ୍ତାହ ପରେ ଆପଣ ଜାଣିପାରିବେ ଠିକ ଭାବରେ କି ସେ ଆପଣଙ୍କୁ ପ୍ରେମ କରୁଛି କି ନାହିଁ । ଯଦି ତୁମେ ଭାବୁଛ କି ଗୋଟେ ସପ୍ତାହ ବେଶି ହୋଇଯିବ ତେବେ ୩ ଦିନ ପାଇଁ ଟ୍ରାଏ କରିକି ଦେଖ । ଆପଣ ନିଜ ପାଟନର କୁ କଲ, ମେସେଜ, ବା ଅନଲାଇନ କିଛି ବି କରନ୍ତୁ ନାହିଁ । ଏମିତି କରିବା ପରେ ତୁମେ ନିଜେ ନିଜେ ସବୁ କିଛି ଜାଣିପାରିବ କି ତୁମ ସହିତ କଣ ହେଉଛି ।

ଯେତେବେଳେ ତୁମେ ଗୋଟେ ସପ୍ତାହ ବା ତିନି ଦିନ ପରେ ସେହି ପାଟନର ସାମ୍ନାକୁ ଆସିବ ତ ରିଆକ୍ସନ ରୁ ଜାଣିପାରିବ କାରଣ ତାଙ୍କର ରିଆକ୍ସନ ଦୁଇ ପ୍ରକାରର ଆସିବ ପ୍ରଥମ ୱେଟିଂ ବାଲା ଆଊ ଦୁତିୟ ମୁଭିଂ ବାଲା । ଯଦି ତୁମକୁ ସେ ପ୍ରକୃତ ପ୍ରେମ କରୁଥିବ ତେବେ ସେ ତୁମ ପାଇଁ ୱେଟ କରିଥିବା କିନ୍ତୁ ଯଦି ସେ ତୁମକୁ ମିଛରେ ଭଲ ପାଉଥିବା ତେବେ ସେ ଆଊ କାହା ସହିତ ରେଲେସନ ରେ ଆସିଯାଇଥିବେ ।

ଆପଣଙ୍କ ପାଟନର ଯଦି ତୁମକୁ ଗାଳି କରୁଛି ଏବଂ କାନ୍ଦୁଛି ତେବେ ଜାଣିନିଅନ୍ତୁ କି ସେ ଆପଣଙ୍କୁ ପ୍ରକୃତ ପ୍ରେମ କରୁଛି କିନ୍ତୁ ଯଦି ତୁମେ ପାଟନର ତୁମକୁ ଦେଖି ଅଣଦେଖା କରୁଛି ଏବଂ ତୁମକୁ ନ ଚିହ୍ନିବାଭଳି ବ୍ୟବହାର କରୁଛି ତେବେ ଜାଣିଯାନ୍ତୁ କି ସେ ଆପଣଙ୍କ ସହ ଟାଇମ ପାସ କରୁଥିଲା । ଯଦି ଆପଣଙ୍କ ପାଟନର ଆପଣଙ୍କ ପାଇଁ ଅପେକ୍ଷା କରୁଛନ୍ତି ତେବେ ଜଣିନିଅନ୍ତୁ କି ସେ ଜୀବନସାରା ତୁମ ପାଖରେ ରହିବ । କିନ୍ତୁ ଯଦି ସେ ତୁମକୁ ଅଣଦେଖା କରୁଛନ୍ତି ତେବେ ସେହି ପାଟନର ଠାରୁ ଖୁବ ଶୀଘ୍ର ଦୁରେଇଯାନ୍ତୁ ।

ତେବେ ଏହା ଥିଲା ସେହି ଗୋଟେ ଉପାୟ ଯାହା ଦ୍ଵାରା ପ୍ରକୃତ ଭଲପାଇବା କୁ ଜାଣି ପାରିବେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।