Vastu Shastra- ସକାଳୁ ଉଠି କେବେବି ଦେଖିବେ ନାହିଁ ଏହି 3 ଜିନିଷ, ଜୀବନ ସାରା ରହିବେ ଦରିଦ୍ରତାରେ

କୁହାଯାଏ ଯେ ଯେଉଁ ଦିନର ଆରମ୍ଭରୁ ଭଲ ହୋଇଥାଏ ତେବେ ପୂରା ଦୀନ ଭଲ ବିତି ଥାଏ । ଯେତେବେଳେ ଦିନର ଆରମ୍ଭ ଖରାପ ହୋଇଥାଏ ତେବେ ପୂରା ଦୀନ ଯାକ ଖରାପ ବିତିଥାଏ । କାମରେ ମନ ବି ଲାଗେନାହିଁ । କିଛି ଜିନିଷ ଏମିତି ଥାଏ ଯାହା ମଣିଷ ଜାଣତରେ ହଉ କି ଅଜାଣତରେ ଦେଖି ଥାଏ ସେଥିପାଇଁ ମଣିଷ ଜୀବନ ସାରା ଉନ୍ନତି କରିପାରେ ନାହିଁ । ତାଙ୍କ ଜୀବନରେ ନକାରାତ୍ମକ ଶକ୍ତି ଅଧିକ ଏବଂ ସକରାତ୍ମକ ଶକ୍ତି କମ୍ ଦେଖିବାକୁ ମିଳେ ଏବଂ ବନୁଥିବା ଜିନିଷ ବିଗିଡିବାକୁ ଲାଗେ ।

ବାସ୍ତୁଶାସ୍ତ୍ରରେ ସକରାତ୍ମକ ଉର୍ଜା ମନୁଷ୍ୟ ଶରୀରରେ ପ୍ରବେଶ କରିବାକୁ ବହୁତ ଉପାୟ କୁହାଯାଇଛି । ଯେତେବେଳେ ମନୁଷ୍ୟ ସକାଳୁ ଉଠେ କିଛି ଜିନିଷ ଏମିତି ଥାଏ ଯାହାକୁ ଦେଖିଲେ ବହୁତ ଅଶୁଭ ମାନନ୍ତି । ଯାହା ଦ୍ଵାରା ମଣିଷର କୈାଣସି ଶୁଭ କାର୍ଯ୍ୟ ହୋଇ ନଥାଏ ସାଥିରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଆଜି ଆପଣଙ୍କୁ କହିବୁ ସକାଳୁ ଉଠିଲା ପରେ କଣ ଦେଖିବା ଦରକାର ଏବଂ କଣ ନ ଦେଖିବା ଦରକାର ‌ । ଜଦି ଆପଣ ଭୁଲରେ ବି ଏମିତି ଭୁଲ କରନ୍ତି, ଅଥବା ଏମିତି କିଛି ଦେଖୁଛନ୍ତି ଯାହା ଖରାପ ପ୍ରଭାବ ଆପଣଙ୍କ ଉପରେ ପଡୁଛି ଏବଂ ଆପଣଙ୍କ ଘରେ ଦାରିଦ୍ର୍ୟପଣକୁ ଡାକୁଛନ୍ତି ତେବେ ଆପଣ ଏବେଠାରୁ ଏହି ଜିନିଷ ଆଜିଠାରୁ ଛାଡ଼ି ଦିଅନ୍ତୁ ।

୧-ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ କିଛି ଲୋକ ସକାଳୁ ଉଠିଲା ପରେ ଆଇନା ସାମ୍ନାରେ ମୁହଁ ଦେଖନ୍ତି । ଏହା କରିବା ଦ୍ବାରା ନକାରାତ୍ମକ ଶକ୍ତି ବଢ଼ିଥାଏ ଯାହା ଦ୍ଵାରା ଆମର କ୍ଷତି ହବା ସହିତ ଅସଫଳତା ମିଳେ ଥାଏ । ଜଦି ଭଙ୍ଗା ହୋଇଥିବା ଆଇନା ଥାଏ ତାହେଲେ ସେଥିରେ କଦାପି ମୁହଁ ଦେଖିବା କଥା ନୁହେଁ କାରଣ ଏହାକୁ ବହୁତ ଅଶୁଭ ବୋଲି ମାନନ୍ତି । ଏମିତି କରିବା ଦ୍ବାରା ମା ଲକ୍ଷ୍ମୀ ରାଗି ଯାଇଥାଆନ୍ତି । ସେଥିପାଇଁ ଘରେ ଭଙ୍ଗା ଆଇନା ରଖନ୍ତୁ ନାହିଁ ।

୨-ବାସ୍ତୁଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ସକାଳୁ ଉଠି ଛାଇ ଦେଖିବା କଥା ନୁହେଁ, ସେଇଟା ଆପଣଙ୍କର ହେଉ କିମ୍ବା ଅନ୍ୟର । ଏଥିପାଇଁ ଚିନ୍ତା ଏବଂ ଦୁର୍ଦ୍ଦଶା ବଢ଼ିଥାଏ । ଯାହା ଦ୍ଵାରା ଆମର କ୍ଷତି ହୁଏ ।

୩- ସକାଳୁ ଉଠି ସାରିଲା ପରେ ଚରିତ୍ର ହୀନ ପୁରୁଷ ବା ନାରୀଙ୍କୁ ଦେଖିବା କଥା ନୁହେଁ । ଏଥିପାଇଁ ବାସ୍ତୁଶାସ୍ତ୍ରରେ ଏହାକୁ ବହୁତ ଅଶୁଭ ବୋଲି ମାନନ୍ତି । ତେଣୁ ସକାଳୁ ଉଠି ଏହି ଭୁଲ୍ କରିବାରୁ ବଞ୍ଚନ୍ତୁ । ନହେଲେ ଆପଣଙ୍କର କ୍ଷତି ହବା ସହିତ ଦାରିଦ୍ର୍ୟତାର ଶିକାର ହୋଇ ପାରନ୍ତି । ଏଥିପାଇଁ ନକାରାତ୍ମକ ଶକ୍ତିଠୁ ବଞ୍ଚିବା ପାଇଁ ସକାଳୁ ଉଠି ଏହି ଭୁଲ୍ କରନ୍ତୁ ନାହିଁ ।

ତେବେ ବନ୍ଧୁଗଣ ଏହା ଥିଲା ଆଜିର ବାସ୍ତୁଶାସ୍ତ୍ର ଅନୁସାରେ କିଛି ନିୟମ ଯାହା ପ୍ରତ୍ୟେକ ଦିନ ପାଳନ କରିବା ଉଚିତ । ତେବେ ବନ୍ଧୁଗଣ ଆଜି ଆମେ ଜାଣିଲେ ବାସ୍ତୁଶାସ୍ତ୍ରରେ ଥିବା କିଛି ନିୟମ ବିଷୟରେ ଯାହା ଆପଣ ମାନେ ଜାଣିବା ଉଚିତ୍ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।