ହନୁମାନଙ୍କର ମହାଶକ୍ତିଶାଳୀ ମନ୍ତ୍ର, ମାତ୍ର ଥରେ ଜପକଲେ ଦୂରେଇଯିବ ଜୀବନର ସବୁ ଦୁଃଖ କଷ୍ଟ

ନମସ୍କାର, ଆଜି ଆମେ ଆପଣ ମାନଙ୍କୁ ପ୍ରଭୁ ହନୁମାନଙ୍କର ଚମତ୍କାର ମନ୍ତ୍ର ବିଷୟରେ କହିବାକୁ ଯାଉଛୁ । ଯେଉଁ ମନ୍ତ୍ର ରୁ ଯଦି ଆପଣ କେଉଁ ଗୋଟେ ମନ୍ତ୍ରକୁ ବି ଆପଣ ଭଲ ଭାବରେ କହି ଦିଅନ୍ତି ତେବେ ଆପଣଙ୍କର ସବୁ କଷ୍ଟ ଦୂର ହୋଇଥାଏ ଏବଂ ସତ ପ୍ରତିଶତ ଆପଣଙ୍କୁ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ । ଏହା ହେଉଛି ହନୁମାନଙ୍କର ଏମତି ଏକ ଚମତ୍କାରୀ ମନ୍ତ୍ର ଯାହାକୁ ଅପମାନ ନ କରିବା ଉଚିତ ।

ଏହି ମନ୍ତ୍ର ର ରଚନା ତୁଳସୀ ଦାସ କରିଥିଲେ । ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ସେହି ମନ୍ତ୍ର ବିଷୟରେ ଯାହାକୁ କବି ତୁଳସୀ ଦାସଙ୍କ ଦ୍ଵାରା ଲେଖା ଯାଇଥିବା ହନୁମାନ ଚାଳିଶା ରେ ବହୁତ ଗୁଡିଏ ମନ୍ତ୍ର ବିଶେଷ ଭାବେ ବର୍ଣ୍ଣନା କରାଯାଇଥିଲା । କୋଟି କୋଟି ତପସ୍ୟାର ଫଳ ଏହାକୁ ମଧ୍ୟ କୁହା ଯାଇଥାଏ ।

ଏମିତିରେ ଆପଣ ମାନେ ଜାଣିଥିବେ ଯେ ହନୁମାନ ଚାଳିଶା ହିଁ ସବୁଠୁ ମହତ୍ଵ ପୂର୍ଣ ହୋଇଥାଏ । ଏହି ହନୁମାନ ଚାଳିଶାର ଏହି ୫ଟି ଚଉପାଇ ଯଦି ଆପଣ ସଠିକ ଭାବରେ ଜପ କରିବେ ତେବେ ଆପଣ ସବୁ ଦୁଖ ଦୁର୍ଦଶା ରୁ ମୁକ୍ତି ଲାଭ କରିବେ । ତେବେ ଆସନ୍ତୁ ଜାଣିବା ସେହି ୫ଟି ମନ୍ତ୍ର ବିଷୟରେ । ପ୍ରଥମ ମନ୍ତ୍ର ଟି ହେଇଛି..

ଭୁତ ପିସାଚ ନିକଟ ନହିଁ ଆବେ

ମହାବୀର ଜବ ନାମ ସୁନାବେ

ଯଦି ବ୍ୟକ୍ତିକୁ କୌଣସି ଭୟ ବା ଡର ରହିଥାଏ ତେବେ ଏହି ମନ୍ତ୍ରକୁ ଦିନକୁ ୧୦୮ଥର ଜପ କରି ଦିଅନ୍ତୁ ।

ନାସେ ରୋଗ ହରେ ସବ ପୀରା

ଜପତ ନିରନ୍ତର ହନୁମନ୍ତ ବୀରା

ଯେଉଁ ବ୍ୟକ୍ତି ସର୍ବଦା ରୋଗ ଗ୍ରସ୍ତ ରେ ରହିଥାଏ । କିମ୍ବା କୌଣସି ରୋଗ ଯଦି ଆପଣକୁ ହଇରାଣ କରୁଥାଏ ତେବେ ନିରନ୍ତର ସହ ସକାଳେ ସନ୍ଧ୍ୟା ରେ ଏ ମନ୍ତ୍ରକୁ ୧୦୮ ଥର ଜପ କରିବାକୁ ପଡିବ । ଏବଂ ଏହା ଦ୍ଵାରା ସମସ୍ତ ରୋଗ ରୁ ମୁକ୍ତି ପାଇପାରିବେ ।

ଅଷ୍ଟ ସିଦ୍ଧି ନୌ ନିଧି କେ ଦାତା

ଅସ ବର ଦିନ ଜାନକୀ ମାତା

ଜୀବନରେ ବ୍ୟକ୍ତିକୁ ଶକ୍ତି ର ପ୍ରାପ୍ତି କରିବାକୁ ପଡିବ । ଏବଂ ସମସ୍ତ ଅସୁବିଧାରୁ ମୁକ୍ତି ପ୍ରାପ୍ତ କରିବାକୁ ପଡିବ । ତେଣୁ ଏହି ମନ୍ତ୍ର ର ଜପ କରିବାକୁ ପଡିବ । ଏହା ସହିତ ଅସ୍ତ ସିଦ୍ଧିକୁ ପ୍ରାପ୍ତ କରିବା ପାଇଁ ପ୍ରାପ୍ତ କାଳରେ ୧୦୮ ଥର ଏହି ଖାସ ମନ୍ତ୍ର ର ଜପ କରିବାକୁ ପଡିବ ।

ବିଦ୍ୟାବାନ ଗୁଣୀ ଅଣି ଚାତୁର

ରାମ କାଜ କରିବେ କୋ ଆତୁର ।

ବିଦ୍ୟା ଓ ବୁଦ୍ଧିକୁ ବୃଦ୍ଧି କରିବା ପାଇଁ ପ୍ରତ୍ୟକ ଦିନ ୧୧ଥର ଜପ କରିବା ଦ୍ଵାରା ବିଦ୍ୟା ବୃଦ୍ଧି ଓ ଚତୁରତା ବୃଦ୍ଧି ହୋଇଥାଏ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହା ମଧ୍ୟ ବହୁତ କାର୍ଯ୍ୟ କାରୀ ହୋଇଥାଏ ।

ଭୀମ ରୂପ ଧରି ଅସୁର ସଂହାରେ

ରାମଚନ୍ଦ୍ର କେ କାଜ ସଂବାରେ ।

କୌଣସି ବ୍ୟକ୍ତି ଶତ୍ରୁ ବାଧା ଯୋଗୁଁ ଅସୁବିଧା ରେ ଅଛି, କିମ୍ବା ତାହାର କାର୍ଯ୍ୟ ହେଉ ପାରୁ ନାହିଁ । ତେବେ ଏହି ମନ୍ତ୍ର ଜପ ପ୍ରତିଦିନ ୧୦୮ ଥର ଜପ କରିବା ଦ୍ଵାରା ସେହି ସବୁ ଅସୁବଧା ଦୂର ହୋଇଥାଏ । ଏବଂ ଏହାକୁ ୪୦ ଦିନ ପର୍ଯ୍ୟନ୍ତ କରନ୍ତୁ । ଯାହା ଦ୍ଵାରା ଆପଣଙ୍କର ସବୁ କଷ୍ଟ ଠାରୁ ମୁକ୍ତି ସହିତ ଅନେକ ଧନ ବୃଦ୍ଧି ହେବ । ଆପଣଙ୍କର ମାନ ସମ୍ମାନ ମଧ୍ୟ ମିଳିବ । ତେବେ ବନ୍ଧୁ ଗଣ ଆପଣ ମାନେ ଏହି ମନ୍ତ୍ର ର ଉପଚାର କରି ଉପକୃତ ହୁଅନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।