ବନ୍ଧୁଗଣ ଆଜି କାଲି ସଭିଙ୍କ ଜୀବନରେ ଟେନସନ ରହୁଛି। ଏହି ଟେନସନ ରୁ ମୁକ୍ତି ପାଇଁ ଆମେ ଆପଣଙ୍କ ପାଇଁ ଆଣିଛୁ ବଛା ବଛା ହସକଥା । ପଢ଼ନ୍ତୁ ହସି ହସି ଗଡନ୍ତୁ ।
୧/ ଶିକ୍ଷକ: କାହିଁକି ବ୍ୟସ୍ତ ହଉଛ?
ପପୁ କୌଣସି ପ୍ରତିକ୍ରିୟା ଦେଲାନି ।
ଶିକ୍ଷକ: କ’ଣ ହେଲା, ତୁମେ କଲମକୁ ଭୁଲି ଯାଇଛ କି?
ପପୁ ପୁଣି ଚୁପ୍ ରହିଲା ।
ଶିକ୍ଷକ: ରୋଲ ନମ୍ବର ଭୁଲିଗଲ କି ?
ଶିକ୍ଷକ ପୁଣି: କ’ଣ ହେଲା, ମୋତେ କିଛି କୁହ, ତୁମେ କ’ଣ ଭୁଲିଗଲ?
ପାପୁ କ୍ରୋଧରେ: ହେ! ଏଠାରେ ମୁଁ କପି ଭୁଲ୍ ନେଇ ଆସିଛି । ମତେ ପୋଡାମୂହି ପଚାରୁଛି ତୁମର ଏକ କଲମ-ପେନ୍ସିଲ ଅଛି କି..
୨/ପାକିସ୍ତାନର ଲୋକମାନେ କୁହନ୍ତି ଯେ ଆମେ କାଶ୍ମୀରକୁ ଭାରତ ଠୁ ଛଡେଇ … । ।
ଏବେ କିଏ ସେମାନଙ୍କୁ ବୁଝେଇବ ଯେ ଭାରତରେ LKG ପିଲା, ନିଜ କ୍ଲାସ ଝିଅମାନଙ୍କୁ ଅନ୍ୟ କ୍ଲାସ ପିଲା ଙ୍କୁ ଲାଇନ ମାରିବାକୁ ଦିଅନ୍ତି ନାହିଁ, ତେବେ କାଶ୍ମୀର କଣ ଦେବେ ।
୩/ ୩ ଚାରିଜଣ ଡକାୟତ ଗୋଟିଏ ହୋଟେଲ ରେ ବସି ଖାଉଥିଲେ ଜଣେ ଡକାୟତ କହିଲା,
ଡକାୟତ- ସେଇ ଟେବୁଲରେ ବସିଥିବା ବ୍ୟକ୍ତି ସହିତ ଆମର ଶତ୍ରୁତା ଅଛି… । ।
ବନ୍ଧୁ- ଟେବୁଲ ଉପରେ 4 ଜଣ ପୁରୁଷ ଲୋକ ବସିଛନ୍ତି… ।
ଡକାୟତ : ଯାହାର ନିଶ ଅଛି ।
ବନ୍ଧୁ -ନିଶ ସମସ୍ତଙ୍କର ଅଛି
ଡକାୟତ- ଯିଏ ଧଳା ପୋଷାକ ପିନ୍ଧିଚି ।
ବନ୍ଧୁ – ସମସ୍ତଙ୍କର ପୋଷାକ ଧଳା
ଡକାୟତ କ୍ରୋଧିତ ଭାବରେ ବନ୍ଧୁକ ବାହାର କଲା ଏବଂ 3 ସେ ଲୋକମାନଙ୍କୁ ହତ୍ୟା କରି କହିଲେ, ଯିଏ ବାକି ରହିଲା, ମୁଁ ତାକୁ ଛାଡିବିନି ।
୪/ ବୁଲୁର ଚେକ ବୁକ ହଜି ଗଲା
ତ ସେ ବ୍ୟାଙ୍କକୁ ଆଉ ଗୋଟିଏ ଚେକ ବୁକ ଆଣିବା ପାଇଁ ଗଲା
ବ୍ୟାଙ୍କ – ଆମେ ଆପଣଙ୍କୁ କହିଥିଲୁ ନା
ଏହାକୁ ସମ୍ଭାଳିକି ରଖିବେ, କେହି ଆପଣଙ୍କ ଦସ୍ତଖତ ନକଲ କରି ଆପଣଙ୍କୁ ଠକି ପାରେ
ବୁଲୁ – ମୁଁ କଣ ଏତେ ବୋକା ?
ମୁଁ ତ ଆଗରୁ ସବୁ ଚେକରେ ଦସ୍ତଖତ କରି ଦେଇଛି, ଯାହା ଦ୍ଵାରା କେହି ବି ମୋର ଦସ୍ତଖତ ନକଲ କରି ପାରିବନି
୫/ ପ୍ରଥମ ସାଙ୍ଗ – ଆରେ ସ୍ତ୍ରୀ ସହ ଝଗଡ଼ା ସରିଗଲା ତୋର?
ଦ୍ୱିତୀୟ ସାଙ୍ଗ – ହଁ, ସରିଗଲା
ପ୍ରଥମ ସାଙ୍ଗ- କଣ କହିଲା?
ଦ୍ୱିତୀୟ ସାଙ୍ଗ- କହିଲା, ପଲଙ୍କ ତଳୁ ବାହାରି ଆସ ଆଉ ମାରିବିନି
୬/ ଗୋଟିଏ ଟ୍ରେନ ରେ କଦଳୀ ଏବଂ ଲେମ୍ବୁ ଯାତ୍ରା କରୁଥିଲେ
କଦଳୀ କହିଲା ଲେମ୍ବୁ କୁ : ଆରେ ଲେମ୍ବୁ ତତେ ଲୋକ ଚିପି କି ମୋଡ଼ି କି ଛେଚି କି ଚୁପୁଡିକି ଫିଙ୍ଗି ଦିଅନ୍ତି
ଲେମ୍ବୁ : ଲୋକେ ତ ତୋର ଡ୍ରେସ ଖୋଲି ଫିଙ୍ଗି ଦେଇ, ତତେ ନଙ୍ଗଳା କରି ଖାଆନ୍ତି ।
୭/ ଜଣେ ବାବୁଙ୍କୁ ଭିକାରୀ ଭିକ ମାଗିଲା,
ବାବୁ : ମୋ ପାଖେ ରେଜା ନାହିଁ ।
ଭିକାରୀ : କେତେ ଅଛି ଦିଅ ମୁଁ ରେଜା କରିଦେବି
ବାବୁ: ୫୦୦ ଟଙ୍କା ଦେଲେ
ଭିକାରୀ- ତମର ମତେ ଆଉ ୩ ହଜାର ୫୦୦ ଦେବା ବାକି ରହିଲା, ଡେଲି ଚେଞ୍ଜ ନାହିଁ କହିକି ଗୁଡ଼େ ବାକି କଲଣି ।
୮/ ଗୋଟେ ଗାଉଁଲି ଅପାଠୁଆ ଝିଅ କୁ ତା ସ୍ୱାମୀ ବିଦେଶ ନେଇକି ଗଲେ,, ହୋଟେଲ ରେ ସା*କ୍ସ କରି ସାରିଲେ ତାପରେ ସ୍ତ୍ରୀ ପଚାରିଲା
ସ୍ତ୍ରୀ: ହନିମୁନ୍ କୁ ନେବ ବୋଲି କହୁଥିଲ ପରା କାଇଁ ହନିମୁନ୍, ମିଛୁଆ
ସ୍ୱାମୀ : ଧେତ ପାଗେଳି, ଏଇ ଯୋଉ ଆମେ କଲୁ ସେଇଟା ତ ହନିମୁନ୍
ସ୍ତ୍ରୀ : ଓଃ ଏଟା କି ହନିମୁନ୍ ଏଗୁଡା ତ ମୁଁ ଆମ ଆଖୁ କିଆରୀ ରେ ବହୁତ ଜଣଙ୍କ ସହ କରି ସାରିଛି । (ସ୍ୱାମୀ ବେହୋସ)
ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।