Bollywood ର 2 ଫେମସ ହିରୋଇନ ଯେଉଁମାନେ Sunny Deol ଙ୍କୁ ଏହି କାରଣରୁ ବହୁତ ଡରୁଥିଲେ

ବଲିଉଡ ଆକ୍ଟର ସନୀ ଦେଓଲ ଙ୍କ ଫିଲ୍ମ ଦାମିନୀ ର ଡାଇଲଗ ଦୋ କିଲୋ କା ହାଥ ତ ଆପଣଙ୍କର ମନେ ଥିବ । ଏତିକି ନୁହେଁ ସନୀ ଙ୍କର ତାରିଖ ପେ ତାରିଖ ବାଲା ଡାଇଲଗ ଆଜି ବି ଖୁବ ଶୁଣିବାକୁ ମିଳେ । ସନୀ ଦେଓଲ ନିଜ ସମୟରେ ସୁପର ଷ୍ଟାର ଥିଲେ କିନ୍ତୁ ରୋମାଣ୍ଟିକ ଫିଲ୍ମ ରୁ କ୍ଯାରିୟର ଆରମ୍ଭ କରିଥିବା ସନୀ ଙ୍କ ଇମେଜ ଆକ୍ସନ ହୀରୋ ରେ ବଦଳିଗଲା । ସନୀ ଦେଓଲ ଙ୍କୁ ସମସ୍ତେ ବଲିଉଡ ର ଏକ ବଡ ଆକ୍ସନ ହୀରୋ ରୂପେ ଜାଣନ୍ତି ।

ସନୀ ଦେଓଲ ବଲିଉଡ ର ସେହି ସୁପର ଷ୍ଟାରଙ୍କ ମଧ୍ୟରେ ଅଛନ୍ତି ଯାହାଙ୍କୁ ୯୦ ଦଶକରେ ଆକ୍ସନ କରୁଥିବାର ଦେଖି ଲୋକ ପାଗଳ ହେଇ ଯାଉଥିଲେ । ଥିଏଟର ରେ ଲୋକ ତାଳି ମାରିବା ପାଇଁ ବାଧ୍ୟ ହେଇ ଯାଉଥିଲେ । ଏଥିପାଇଁ ଏହି ସମୟର ସୁପର ହିଟ ଅଭିନେତ୍ରୀ ମାନେ ବି ସନୀ ଦେଓଲ ଙ୍କ ସହିତ କାମ କରିବାକୁ ଡରୁଥିଲେ ।

କାରଣ ତାଙ୍କୁ ନିଜ ଇମେଜ ପ୍ରତି ଭୟ ରହୁଥିଲା । ଏହି କଥାର ଖୁଲାସା ନିଜେ ସନୀ ଦେଓଲ ଏକ ଇଣ୍ଟରଭ୍ୟୁ ରେ କରିଥିଲେ । ଆଜି ଆମେ ଆପଣଙ୍କୁ ବଲିଉଡ ର ଏମିତି ହିଁ ଦୁଇ ଜଣ ସୁପର ହିଟ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ସନୀ ଦେଓଲ ଙ୍କୁ ଅସଲ ଜୀବନରେ ବହୁତ ଡରନ୍ତି ।

୧. ଶ୍ରୀଦେବୀ

ବଲିଉଡ ର ସୁନ୍ଦର ଓ ଚୂଲବୁଲି ଅଭିନେତ୍ରୀ କୁହାଯାଉଥିବା ଶ୍ରୀଦେବୀ ଆଜି ଆମ ମଧ୍ୟରେ ଜୀବିତ ନାହାଁନ୍ତି । ତେବେ ଏମିତିରେ ତାଙ୍କ ଡର ବିଷୟରେ କହିଲେ ଶ୍ରୀଦେବୀ ଅସଲ ଜୀବନରେ ସନୀ ଦେଓଲ ଙ୍କୁ ବହୁତ ଡରୁଥିଲେ । ସନୀ ଫିଲ୍ମ ଘାୟଲ ରେ ସବୁଠୁ ପ୍ରଥମେ ଶ୍ରୀଦେବୀଙ୍କୁ ତାଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା । ସନୀ ଘାୟଲ ଫିଲ୍ମ ପାଇଁ ଶ୍ରୀଦେବୀଙ୍କୁ ମଧ୍ୟ ବହୁତ ସମ୍ପର୍କ କରିଥିଲେ । କିନ୍ତୁ ସେ ଏହି ଫିଲ୍ମ ରେ କାମ କରିବା ପାଇଁ ମନା କରିଦେଲେ ।

ଯେତେବେଲେକି ଏହା ପୂର୍ବରୁ ସନୀ ଓ ଶ୍ରୀଦେବୀ ନିଗାହେଂ, ଯୋଶିଲେ ଓ ରାମ ଅବତାର ଭଳି ଅନେକ ଫିଲ୍ମ ରେ ଏକା ସହିତ କାମ କରିଥିଲେ । ଏହା ପରେ ମଧ୍ୟ ଶ୍ରୀଦେବୀ ଘାୟଲ ଫିଲ୍ମ କରିବା ପାଇଁ ମନା କରିଦେଲେ । କିନ୍ତୁ ଏ ପର୍ଯ୍ୟନ୍ତ ଏ କଥାର ଖୁଲାସ ହେଇ ପାରିଲା ନାହିଁ କି ଶ୍ରୀଦେବୀ ସନୀଙ୍କୁ କେଉଁ କାରଣରୁ ଡରୁଥିଲେ ।

ଐଶ୍ଵର୍ୟ୍ୟା ରାୟ

ଖବର ଅନୁସାରେ ସନୀ ଦେଓଲ ନିଜେ ଐଶ୍ଵର୍ୟ୍ୟାଙ୍କ ଘରକୁ ଯାଇ ଫିଲ୍ମରେ କାମ କରିବା ପାଇଁ କହିଥିଲେ କିନ୍ତୁ ସନୀଙ୍କ ଷ୍ଟାରଡମ ପାଇଁ ଐଶ୍ଵର୍ୟ୍ୟା ଏହି ଡର କାରଣରୁ ତାଙ୍କ ସହିତ କାମ କରିବା ପାଇଁ ମନା କରି ଦେଇଥିଲେ । ସନୀ ଦେଓଲ ନିଜେ କହିଥିଲେ କି ଐଶ୍ଵର୍ୟ୍ୟା ଫିଲ୍ମ ରେ କାମ କରିବା ପାଇଁ ତାଙ୍କ ସହିତ କାହିଁକି ମନା କରିଥିଲେ । ସନୀଙ୍କ ଅନୁସାରେ ସନୀଙ୍କ ଫିଲ୍ମ ରେ ହିରୋଇନ ଙ୍କ ପାଇଁ କରିବାର କିଛି ନଥାଏ । ମାନେ ହୀରୋ ର ମୁଖ୍ୟ ଭୂମିକା ଥାଏ ଓ ହିରୋଇନ ର କୌଣସି ମହତ୍ଵ ନଥାଏ ।

ଏହି କାରଣରୁ ଐଶ୍ଵର୍ୟ୍ୟା ତାଙ୍କ ସହିତ କାମ କରିବାକୁ ଡରନ୍ତି । ସାଙ୍ଗମାନେ ଆପଣଙ୍କୁ ବଲିଉଡ ର ଆକ୍ସନ ହୀରୋ ସନୀ ଦେଓଲ ଙ୍କ ଆକ୍ଟିଙ୍ଗ ଓ ତାଙ୍କର ଫିଲ୍ମ ଆପଣଙ୍କୁ କେମିତି ଲାଗେ କମେଣ୍ଟ ଓ ଲାଇକ କରି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।