ଏହି ( 4ଟି ନାମର ଝିଅ ) କୋଟିଏରୁ ଗୋଟିଏ, ବଦଳାଇ ଦେଇଥାନ୍ତି ନିଜ ଜୀବନ ସାଥିଙ୍କ ଭାଗ୍ୟ

ପ୍ରେମ, ବିଶ୍ୱାସ ଏବଂ ସମ୍ମାନ ଏହି ତିନୋଟି ଜିନିଷ ଉପରେ ପତି ପତ୍ନୀ ଙ୍କ ଜୀବନ ନିର୍ଭର କରିଥାଏ । ଯଦି କୌଣସି କାରଣ ବଶତଃ ଏହି ୩ ଟି ମଧ୍ୟରୁ ଗୋଟିଏ ର ଅଭାବ ହୋଇଥାଏ ତେବେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ତେଣୁ ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଏହି ୩ ଟି ଜିନିଷ ରହିବ ଅତ୍ୟନ୍ତ ଆବଶ୍ୟକ ।

ତେଣୁ ଜୀବନ ସାଥିଙ୍କ ଖୁସିରେ ରଖିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି ।ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ୪ ଟି ଅକ୍ଷରର ନାମ ଥିବା ଝିଅ ଙ୍କ ବିଷୟରେ ଯେଉଁମାନେ ନିଜର ଜୀବନ ସାଥିଙ୍କ ଖୁସି କରିବା ସହିତ ତାଙ୍କର ସବୁ ଇଚ୍ଛା କୁ ପୁରଣ କରିଥାନ୍ତି । ସେଥିପାଇଁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଦେଖନ୍ତୁ ।

D:- ଡି ଅକ୍ଷର ଥିବା ଝିଅ ନିଜ ଜୀବନ ସାଥିଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ଅକ୍ଷରର ଝିଅ ମାନେ ସ୍ୱଚ୍ଛ ମନରେ ନିଜ ଜୀବନ ସାଥିଙ୍କର ସେବା କରିଥାନ୍ତି । ଏବଂ ସାରା ଜୀବନ ସାଥିରେ ରହିଥାନ୍ତି । ଏହି ଝିଅ ମନେ ବହୁତ ସରଳ ହୋଇଥାନ୍ତି ଏବଂ ନିଜ ବୈବାହିକ ଜୀବନରେ କୌଣସି ବାଧା ବିଘ୍ନ ଆସିବାକୁ ଦିଅନ୍ତି ନାହିଁ ।

H:- ଏଚ ନାମର ଝିଅମାନେ ନିଜ ସ୍ବାମୀ ଙ୍କ ପ୍ରତି ସେବା ଭାବ ରଖିଥାନ୍ତି । ସ୍ବାମୀ ଙ୍କ ସବୁ କଥାକୁ ସୁଣିଥାନ୍ତି । ଏମାନେ ନିଜ ସ୍ବାମୀଙ୍କର ଏତେ ବିଶ୍ଵସ୍ତ ହୋଇଥାନ୍ତି ଯେ ସାରା ଜୀବନ ନିଃସ୍ଵାର୍ଥ ସହ ତାଙ୍କର ସେବା କରିଥାନ୍ତି । ଏହି ଝିଅ ମାନେ ନିଜ ସ୍ବାମୀ ଙ୍କ ଉପରେ ବହୁତ ବିଶ୍ବାସ କରିଥାନ୍ତି । ଏବଂ ନିଜ ଜୀବନର ସବୁ କଥା ନିଜ ସ୍ବାମୀ ଙ୍କ ସହିତ ଆଲୋଚନା କରିଥାନ୍ତି । ଏହି ଝିଅମାନେ କିଛି ନିଷ୍ପତି ନେବା ଆଗରୁ ନିଜ ସ୍ବାମୀ ଙ୍କ ନିଷ୍ପତି ଶୁଣିଥାନ୍ତି । ଏହି ଝିଅ ମନେ ନିଜ ସ୍ବାମୀ ଙ୍କୁ ବହୁତ ଭଲ ପାଇଥାନ୍ତି ।

K:- କେ ନାମର ଝିଅ ମାନେ ସ୍ୱଚ୍ଛ ହୃଦୟର ହୋଇଥାନ୍ତି । ଏହି ଝିଅ ମନେ ନିଜ ଜୀବନ ସାଥିଙ୍କୁ ନିଜଠୁ ବେଶି ଭଲ ପାଇଥାନ୍ତି । ନିଜ ସ୍ବାମୀ ଙ୍କ ସେବା କରିବା ରେ ଟିକେ ମଧ୍ୟ ହେଳା କରନ୍ତି ନାହିଁ । ନିଜ ସ୍ବାମୀଙ୍କୁ ସବୁ ପ୍ରକାରର ଖୁସି ଦିଅନ୍ତି । ଏହି ଝିଅମାନେ ନିଜ ସ୍ବାମୀ ଙ୍କ ଖୁସିରେ ଖୁସି ହୁଅନ୍ତି । ଏମାନେ ନିଜ ସ୍ବାମୀଙ୍କୁ ଦୁଃଖୀ ଦେଖି ପାରନ୍ତି ନାହିଁ । ଏହି ଝିଅ ମାନେ ଅତ୍ୟନ୍ତ ସୁନ୍ଦର ହୋଇଥାନ୍ତି । ଏବଂ ଏମାନେ ନିଜ ବୈବାହିକ ଜୀବନକୁ ସବୁବେଳେ ଖୁସିରେ ରଖନ୍ତି ।

A:- ଏ ଅକ୍ଷର ଥିବା ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ସ୍ୱଚ୍ଛ ହୃଦୟର ଜୀବନ ସାଥୀ ମିଳିଥାନ୍ତିି । ଏମାନେ ମଧ୍ୟ ନିଜ ସାଥୀ ଙ୍କ ପ୍ରତି ସଚୋଟ ରହିଥାନ୍ତି । ସାରା ଜୀବନ ନିଜ ସ୍ବାମୀ ଙ୍କ ସେବା କରିଥାନ୍ତି । ତାହା ସହିତ ନିଜ ପରିବାରର ମଧ୍ୟ ଯତ୍ନ ନେଇଥାନ୍ତି । ଏହି ଝିଅ ମନେ ନିଜ ଜୀବନ ସାଥିଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ତାଙ୍କ ସହିତ ଖୁସିରେ ରୁହନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।