ଆଲିୟାଙ୍କୁ ନେଇ ଋଷି କପୂର କହିଦେଲେ ଏହି ବଡ କଥା, ଆହୁରି କହିଲେ “ରଣବିର ଯାହା ଚାହୁଁଛି କରିପାରିବ ମୋର କିଛି ଆପତ୍ତି ନାହିଁ “

ବଲୀଉଡ କଳାକାରଙ୍କ ମଧ୍ୟରେ ପ୍ରେମ କରିବା, ଘୃଣା କରିବା ଏବଂ ବ୍ରେକପ କାହାଣୀ ଚାଲି ଥାଏ । ଏହି ଫିଲ୍ମ କାଳକାର ମାନଙ୍କୁ ନିଜର ଲାଇଫ ଫିଲ୍ମ ଷ୍ଟୋରି ଭଳି ରହିବାକୁ ଭଲ ଲାଗେ । ଏଠି ମା ବାପାଙ୍କ ମଧ୍ୟରେ କିଛି ଲୁଚା ଛପା ରୁହେ ନାହିଁ । ଯେଉଁ କଥା ଆମେ ସାଧାରଣ ମଣିଷ ଘର ଲୋକମାନଙ୍କୁ କହିବାକୁ ଡର ଲାଗେ, ସେହି କଥା ସେମାନେ ଏକ ଝଟକା ରେ କହିଦିଅନ୍ତି ।

ଆଜି ଆମେ ଯାହା ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ରଣବୀର କପୂର ଏବଂ ଆଲିୟା ଭଟ୍ଟ । ସଞ୍ଜୁ ପରେ ରଣବୀର କପୂରଙ୍କର ବହୁତ ଚର୍ଚ୍ଚା ହେଉଛି । କିନ୍ତୁ ଅଭିକା ରଣବିର ଏବଂ ଅଲିୟାଙ୍କ ବିଷୟରେ ଚର୍ଚ୍ଚା ଚାଲିଛି । ମିଡିୟା ଏହି କଥାକୁ ବାହାଘର ପର୍ଯ୍ୟନ୍ତ ନେଇ ଗଲେଣି ।

ଏହି ସବୁ ମଧ୍ୟରେ ସମସ୍ତଙ୍କ ନଜର ରଣବୀର କପୂର ଏବଂ ଆଳିୟା ଭଟ୍ଟଙ୍କ ର ଫ୍ୟାମିଲି ଉପରେ ଅଛି । ଯେତେବେଳେ ବି ରଣବୀର କପୂରଙ୍କ ଫ୍ୟାମିଲିଙ୍କୁ ଆଳିୟାଙ୍କ ବିଷୟରେ ପଚରା ଯାଉଛି ଯେ ତେବେ ତାଙ୍କ ମୂହଁରେ ଏକ ଅଲଗା ଖୁସି ଦେଖା ଯାଉଛି । ରଣବୀର ଙ୍କର ଫ୍ୟାମିଲି ଖୋଲିକି ଆଲିୟା ବିଷୟରେ କଥା ହେଉ ନାହାନ୍ତି କିନ୍ତୁ ହାବ ଭାବ ଦ୍ଵାରା ଜାଣ ଅପଡୁଛି କି ତାଙ୍କ ଦୁଇ ଜଣଙ୍କ ମଧ୍ୟରେ କିଛି ଚାଲିଅଛି ।

କିନ୍ତୁ ଯେତେବେଳେ ଋଷି କପୁରଙ୍କୁ ପଚରାଗଲା ଯେ ଆଲିୟା ଏବଂ ରଣବୀରଙ୍କ ମଧ୍ୟରେ କଣ ଚାଲିଛି, ଋଷି କପୁରଙ୍କୁ କହିଲେ ଯାହା ଆପଣ ଜାଣିଛନ୍ତି, ତାହା ମୁଁ ମଧ୍ୟ ଜାଣିଛି । ଏହା ପରେ ସେ ଚାହୁଞ୍ଚନ୍ତି କି ରଣବୀର ଜଲ୍ଦି ବାହା ହେଇ ଯାଆନ୍ତୁ । କାରଣ ମୁଁ ୨୭ ବର୍ଷରେ ବାହା ହୋଇଯାଇଥିଲି । କିନ୍ତୁ ରଣବୀର ୩୫ ବର୍ଷର ହୋଇଗଲେଣି କିନ୍ତୁ ବାହା ହୋଇ ନାହାନ୍ତି । ରଣବୀର ନିଜ ପସନ୍ଦ ର ଝିଅ ସହ ବାହା ହେବା ପାଇଁ ପୁରା ପୁରୀ ଆଜାଦ ଅଛନ୍ତି । କିନ୍ତୁ ମୁଁ ଏହି ଦୁନିୟା ଋ ଚାଲିଯିବା ପୂର୍ବରୁ ନିଜର ନାତି ନାତୁଣୀ ସହ ଖେଳିବାକୁ ଚାହୁଁଛି ।

ଯଦି ରଣବୀର ଏବଂ ଆଲିୟାଙ୍କ କଥା କହିଲେ ଦୁଇ ଜଣ ପରସ୍ପରଙ୍କ ବିଷୟରେ କହିବାକୁ ବଞ୍ଚନ୍ତି । ଏମିତି କପୁର ଏବଂ ଭଟ୍ଟ ଫ୍ୟାମିଲି ଏହି ସମ୍ପର୍କକୁ ନେଇ ଏଭିଳି ପ୍ରତିକ୍ରିୟା ଦେବା ଏହି ସମ୍ପର୍କକୁ ମଞ୍ଜୁରୀ ଦେବା ସାଙ୍ଗରେ ସମାନ ଅଟେ । କିନ୍ତୁ ଶେଷରେ ଦୁଇ ଜଣ ହିଁ ନିଜର ଡିସିସନ ନେବେ ।