ଖରାପ କାମ କରୁଥିବା ସମୟରେ ଧାରା ପଡିଥିଲେ ଏହି 5ଟି ସାଉଥ ଇଣ୍ଡିଆନ ଅଭିନେତ୍ରୀ, 4ର୍ଥ ଜଣକୁ ଦେଖିଲେ ହୋସ ଉଡିଯିବ ଆପଣଙ୍କର

ଏମିତି ତ ସମସ୍ତେ ଫିଲ୍ମ ଇନଡସ୍ଟ୍ରି ରେ ନିଜର ନାମ କରିବାକୁ ଚାହୁଁଛନ୍ତି। କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏହା ଲେଖା ନଥାଏ କି ସେ ଷ୍ଟାର ହେବ, ଏମିତି ବି କୁହା ଯାଏ ଖାଲି ମୁଣ୍ଡ ସଇତାନ ର ଘର ହୋଇଥାଏ। ଏହି ଲୋକ କଥାକୁ ସତ କରି ଦେଖେଇଛନ୍ତି କିଛି ତେଲୁଗୁ ଓ ତାମିଲ ଅଭିନେତ୍ରୀ ମାନେ, ଯେତେବେଳେ ଏହି ଅଭିନେତ୍ରୀ ମାନଙ୍କ ପାଖରେ କିଛି କାମ ନଥିଲା ସେମାନେ ଏଭଳି ଖରାପ କାମ କରିବାକୁ ମଧ୍ୟ ପଛାଇ ନଥିଲେ। ଯେଉଁଠୁ କେହି ଫେରି ପାରିବେ ନାହିଁ।

ଆଜି ଆମେ ଆପଣଙ୍କୁ ସାଉଥ ର ସେହି 5ଟି ଅଭିନେତ୍ରୀ ଙ୍କ ବିଷୟରେ କହିବୁ ଯେଉଁମାନେ ଖରାପ କାମ କରିବା ସମୟରେ ଧରାପଡିଥିଲେ।

ଶ୍ୱେତା ବସୁ ପ୍ରସାଦ

ଏକତା କପୁରଙ୍କ ଙ୍କ ପାପୁଳାର ସୋ ‘କହାନୀ ଘର-ଘର କୀ’ ଆପଣ ଦେଖି ଥିବେ । ଯେଉଁଥିରେ ପାର୍ବତୀ ଝିଅ ର ରୋଲ କରୁଥିବା ଛୋଟ ଝିଅଟି ଆଉ କେହି ନୁହେଁ ସେ ହେଛନ୍ତି ଶ୍ୱେତା ବସୁ ପ୍ରସାଦ । ତାଙ୍କୁ ଆପଣ ବଲୀଉଡ ର କେତେକ ଫିଲ୍ମରେ ଦେଖିଥିବେ ।

କିନ୍ତୁ ପରେ ସାଉଥ ର କେତେକ ଫିଲ୍ମରେ ଦେଖା ଯାଇଥିଲେ । ୨୦୧୪ ମସିହାରେ ତାଙ୍କୁ ଏକ ହୋଟେଲ ରେ ପ୍ରୋଡ୍ଯୂସରସହ ଧରା ପଡିଥିଲା କିନ୍ତୁ କିଛି ସମୟ ପରେ କିଛି ପ୍ରମାଣ ମିଳିଲା ନାହିଁ ତେବେ ତାଙ୍କୁ ଛାଡି ଦିଆଗଲା ।

ଐଶ ଅଂସାରୀ

ବଲୀଉଡ ଫିଲ୍ମ ରେ ‘ଚଲତେ-ଚଲତେ ଏବଂ ‘ଓମ ଶାଂତି ଓମ’ ଭଳି ବଡ ବଡ ଫିଲ୍ମରେ କାମ କରି ନିଜର ନା ବନାଇଥିବା ସାଉଥ ଅଭିନେତ୍ରୀ ଐଶ ଅଂସାରୀଙ୍କୁ ଖରାପ କାମର ରାକେଟରେ ଧାରାଯାଇଥିଲା । ତାଙ୍କୁ ୨୦୧୩ ରେ ପୁଲିସ ଜୋଧୁପର ର ରାଇକାବାଗ ରୋଡ ସ୍ଥିତ ଏକ ହୋଟଲ ରେ ଦୁଇ ତିନୋଟି ମହିଳାଙ୍କ ସହ ଦେହ ବ୍ୟାପାର କରୁଥିବା ପାଇଁ ଆରେଷ୍ଟ କରିଥିଲା । ଏହା ପରେ ତାଙ୍କର ଫିଲ୍ମ କ୍ଯାରିୟର ଶେଷ ହୋଯାଇଥିଲା ।

ଭୁୱନେଶ୍ୱରୀ

ଭୁୱନେଶ୍ୱରୀ ତାମିଲର ବହୁତ ଫିଲ୍ମ କରିଛନ୍ତି । କିନ୍ତୁ ୨୦୦୯ ରେ ଦେହ ବ୍ୟାପାର କରୁଥିବା ଜ୍ଞାଙ୍ଗ ସହ ଧରିଥିଲେ ।

ଶର୍ଲିନ ଚୋପଡା

ଶର୍ଲିନ ଚୋପଡା କା’ମସୂତ୍ର ୩ଡୀ’ ଭଳି ଫିଲ୍ମରେ ଆପଣ ଦେଖି ଥିବେ । ସେ କିଛି ବର୍ଷ ପୂର୍ବରୁ ନିଜର ଟ୍ୱିଟର ଅକାଉଂଟ ରେ ନିଜେ ଦେହ ବ୍ୟାପାର କରୁଛନ୍ତି ବୋଲି ଲେଖିକି ଛାଡି ଥିଲେ । ଯାହାକୁ ତାଙ୍କୁ ମଜ୍ବୁରୀରେ କରିବାକୁ ପଡିଥିଲା ।

ଓପୀ ଗୁପ୍ତା

୨୦୧୪ ମସିହାରେ ମୁନବାଇରେ ଏକ ପାର୍ସ ଜାଗାରେ ସାଉଥ ଅଭିନେତ୍ରୀ ଓପୀ ଗୁପ୍ତାଙ୍କ ଘରେ ପୁଲିସ ରେଡ ମାରି ଏକ ହାଇ ପ୍ରୋଫାଇଲ ଦେହ ବ୍ୟାପାର ର ସମସ୍ତ ସଦସ୍ଯଙ୍କୁ ଧରି ଥିଲା । ଏହି ଗ୍ରୁପ କୁ ଆଉ କେହି ନୁହନ୍ତି ଫିଲ୍ମ ଅଭିନେତ୍ରୀ ମିସ୍ଟୀ ମୁଖର୍ଜୀ ଚଲାଉ ଥିଲେ ।