ବହୁତ ହଟ ଓ ସୁନ୍ଦର ହେଲା ପରେ ବି ଫ୍ଲପ ହେଲେ bollywood ର ଏହି 5 heroin

ବଲିଉଡ ରେ ଏମିତି ବହୁତ ହୀରୋଇନି ଅଛନ୍ତି ଯିଏ ସୁନ୍ଦର ହୋଇଥିବା ସହ ହିଟ ଫିଲ୍ମ ଦେବା ପରେ ମଧ୍ୟ ଫ୍ଲପ ହୋଇଛନ୍ତି । ନେପୋଟିଜିମ ବିବାଦ କୁ ନେଇ ଷ୍ଟାର କିଡ଼ସ୍ ମାନଙ୍କୁ ବହୁତ ଟ୍ରୋଲ କରାଯାଉଛି । ବଲିଉଡ ରେ ଅଭିନେତ୍ରୀ ଙ୍କୁ ସୁନ୍ଦରତା ପାଇଁ ପ୍ରଶଂସା କରାଯାଇଥାଏ କିନ୍ତୁ ବହୁତ ଅଭିନେତ୍ରୀ ଏମିତି ମଧ୍ୟ ଅଛନ୍ତି ଯିଏ ବହୁତ ସୁନ୍ଦର ହୋଇଥିବା ସହ ହିଟ ଫିଲ୍ମ ଦେବା ପରେ ମଧ୍ୟ ନିଜର ଯାଦୁ ବଲିଉଡ ରେ ବେଶି ସମୟ ପର୍ଯ୍ୟନ୍ତ ଚଳାଇପାରି ନାହାନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ନେହା ଶର୍ମା

ଆକ୍ଟ୍ରେସ ନେହା ଶର୍ମା ବହୁତ ସୁନ୍ଦର ଅଟନ୍ତି । ନେହା ଇମ୍ରାନ ହାସମି ଙ୍କ ସହ ଫିଲ୍ମ କ୍ରୁକ ରୁ ବଲିଉଡ ରେ ପାଦ ରଖିଥିଲେ । ଏହା ଛଡା ନେହା ବଲିଉଡରେ ତୁମ ବିନ ୨, ୟଙ୍ଗିସ୍ତାନ, କ୍ୟା ସୁପର କୁଲ ହେଁ ହମ ସହିତ ବହୁତ ଫିଲ୍ମ ରେ କାମ କରିଛନ୍ତି କିନ୍ତୁ ନେହା ଙ୍କ ଯାଦୁ ବଲିଉଡ ରେ ବେଶି ଦିନ ପର୍ଯ୍ୟନ୍ତ ଚାଲି ନଥିଲା । ନେହା ଶର୍ମା ବିହାର ର ବିଧାୟକ ଙ୍କ ଝିଅ ଅଟନ୍ତି । ନେହା ଶର୍ମା ସୋସିଆଲ ମିଡିଆରେ ନିଜର ସୁନ୍ଦର ଫଟୋ ପୋଷ୍ଟ କରିଥାନ୍ତି ।

ୟାମି ଗୌତମ

ସୁନ୍ଦରତାରେ ୟାମୀ ଗୌତମ ପ୍ରିୟଙ୍କା ଚୋପ୍ରା ଏବଂ କଟ୍ରିନା କେଫ ଙ୍କୁ ମଧ୍ୟ ପଛରେ ପକାଇଥାନ୍ତି । ୟାମୀ ଗୌତମ ସୁପର ହିଟ ଫିଲ୍ମ ଉରି, ବାଲା, କାବିଲ, ଭିକି ଡୋନର ରେ କାମ କରିସାରିଛନ୍ତି । କିନ୍ତୁ ୟାମୀ ତଥାପି ନିଜକୁ ଟପ୍ ଅଭିନେତ୍ରୀ ମାନଙ୍କ ଭିତରେ ନିଜକୁ ରଖି ପାରିନାହାନ୍ତି ।

ଇଲିଆନା ଡିକ୍ରୁଜ

ବଲିଉଡ ଅଭିନେତା ଅଜୟ ଦେବଗନ, ଅକ୍ଷୟ କୁମାର ଙ୍କ ପରି ବହୁତ ବଡ଼ ବଡ଼ ଷ୍ଟାର ମାନଙ୍କ ସହିତ କାମ କରିସାରିଛନ୍ତି ଆକ୍ଟ୍ରେସ ଇଲିଆନା ଡିକ୍ରୁଜ । ଏହି ହିରୋଇନ ସାଉଥ ଇଣ୍ଡଷ୍ଟ୍ରି ର ମଧ୍ୟ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ଇଲିଆନା ବହୁତ ହିଁ ସୁନ୍ଦର ଏବଂ ହଟ ଅଟନ୍ତି କିନ୍ତୁ ସେ ବଲିଉଡ ରେ ବେଶି ଆଗକୁ ବଢିପାରିନାହାନ୍ତି ।

ଏଭେଲିନ ଶର୍ମା

ଆକ୍ଟରେସ ଏଭେଲୀନ ଶର୍ମା ଫିଲ୍ମ ୟେ ଜବାନି ହେ ଦିୱାନି, ୟାରିଆଁ, ମେ ତେରା ହିରୋ ସହିତ ବହୁତ ସୁପର ହିଟ ଫିଲ୍ମ ରେ କାମ କରିଛନ୍ତି । ବହୁତ ସୁନ୍ଦର ହୋଇଥିବା ସତ୍ବେ ବି ଅଭେଲିନ ଙ୍କୁ ବଲିଉଡ ରେ ଧମାକାଦାର ଏଣ୍ଟ୍ରି ମିଳିନାହିଁ । ଏଭଲିନ ବର୍ତମାନ ଫିଲ୍ମ ରେ ଛୋଟ ଛୋଟ ରୋଲ ହିଁ କରୁଛନ୍ତି ।

ପ୍ରାଚୀ ଦେଶାଇ

ଆକ୍ଟ୍ରେସ ପ୍ରାଚୀ ଦେଶାଇ ଫିଲ୍ମ ପୂର୍ବରୁ ସିରିଏଲ ରେ କାମ କରୁଥିଲେ । ପ୍ରାଚୀ ସୁନ୍ଦର ହୋଇଥିବା ସହିତ ବହୁତ ପରିଶ୍ରମୀ ଅଟନ୍ତି କିନ୍ତୁ ଏହା ପରେ ମଧ୍ୟ ପ୍ରାଚୀ ଫିଲ୍ମ ଇଣ୍ଡଷ୍ଟ୍ରି ରେ ନିଜର ସ୍ଥାନ ବନାଇ ପାରି ନାହାନ୍ତି । ପ୍ରାଚୀ ବୋଲ ବଚନ, ପୋଲିସ ଗିରି ଭଳି ବହୁତ ଫିଲ୍ମ ରେ ଅଭିନୟ କରିଛନ୍ତି । ବର୍ତମାନ ପ୍ରାଚୀ ୩ ବର୍ଷ ପରେ ପୁଣି ଥରେ ଫିଲ୍ମ ଦୁନିଆକୁ ଆସିବାକୁ ଯାଉଛନ୍ତି ।

ଏହି ହିରୋଇନ ଙ୍କ ଭିତରୁ ଆପଣଙ୍କ ପ୍ରିୟ ଅଭିନେତ୍ରୀ ଙ୍କ ନା ଆମକୁ କମ୍ମେନ୍ଟ ରେ ଲେଖି ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।