କାଲି ଲଗାତାର ଚତୁର୍ଥ ଦିନ CBI ରିୟା ଚକ୍ରବର୍ତ୍ତୀ ଙ୍କୁ ପଚରା ଉଚୁରା କରିଥିଲା । ରିୟା ଚକ୍ରବର୍ତ୍ତୀ ଙ୍କୁ ପୁରା ୩୦ ଘଣ୍ଟା ପର୍ଯ୍ୟନ୍ତ ଯାଞ୍ଚ କରାଯାଇଛି । ଆରମ୍ଭ CBI ଠାରୁ ହୋଇଥିଲା କିନ୍ତୁ ସନ୍ଧ୍ୟାରେ ରିୟା ଙ୍କୁ ସୁଶାନ୍ତ ଙ୍କ ଘରକୁ ଅଣାଯାଇଥିଲା । ଏବଂ ସେଠି CBI ଯାହା ଦେଖାଇଲା ରିୟା ପୁରା ଚୁପ ହୋଇଯାଇଥିଲେ । କିନ୍ତୁ ରିୟା ନିଜର ସବୁ ସୀମା ଟପିଯାଇଥିଲେ ଯେତେବେଳେ କି ସେ ସବୁ ପ୍ରମାଣ ଦେଖି ମଧ୍ୟ ମନକରିଥିଲେ ।
କିନ୍ତୁ CBI ପ୍ରମାଣ ହିସାବରେ ସିଦ୍ଧାର୍ଥ ପିଠାନି ଏବଂ ମିରାଣ୍ଡେ଼ ଙ୍କ ବୟାନ ଶୁଣାଇଥିଲେ ଯାହା ପରେ ରିୟା ନିଜକୁ ସବୁ ଆଡୁ ଫସିଯିବାର ଜାଣିପାରିଥିଲା । ସିଦ୍ଧାର୍ଥ ପିଠାନି CBI ସାମ୍ନାରେ ରିୟା ଚକ୍ରବର୍ତ୍ତୀ ଙ୍କ ବିଷୟରେ ବହୁତ କିଛି କହିଥିଲେ । ଏବଂ ଏବେ ସମୁଏଲ ମିରାନ୍ଦେ ମଧ୍ୟ CBI ପାଇଁ ବଡ଼ ପ୍ରମାଣ ଆଣିଛନ୍ତି । ଯାହା ଦ୍ଵାରା ରିୟା ଚକ୍ରବର୍ତ୍ତୀ ଙ୍କ କଳା କାରନାମାର ପରଦାଫାସ ହୋଇଛି । ତେବେ ଚାଲନ୍ତୁ ଜାଣିବା ।
ସମୁଏଲ ମୀରଣ୍ଡେ଼ ଯିଏ ରିୟା ଏବଂ ଗୌରବ ଅର୍ୟ ସହିତ ଡ୍ରଗ ମାମଲାରେ ସାମିଲ ଥିଲେ ସେ ଏବେ CBI ଆଗରେ ଅସ୍ବୀକାର କରିଛନ୍ତି ଏବଂ ରିୟା ଙ୍କ ବିଷୟରେ କହିଛନ୍ତି । ଗୌରବ ଙ୍କ ଠାରୁ ମିରାନ୍ଦେ ଡ୍ରଗ ଆଣୁଥିଲେ ଏବଂ ରିୟା ଙ୍କୁ ଦେଉଥିଲେ, ମୀରନ୍ଦେ ରିୟା ଏବଂ ଗୌରବ ଙ୍କ ମଧ୍ୟରେ ମଧ୍ୟସ୍ଥି ଥିବାର ଖବର ମିଳିଛି । ମୀରାଣ୍ଡେ଼ ସୁଶାନ୍ତ ଙ୍କ ଘର ମ୍ୟାନେଜର ଥିଲେ ଏବଂ ରିୟା ଙ୍କ କହିବା ଦ୍ଵାରା ହିଁ ମିରାନ୍ଦେ ସୁଶାନ୍ତ ଙ୍କ ଘରକୁ ଡ୍ରଗ ଆଣୁଥିଲେ ।
ଯାହା ଫଳରେ ସୁଶାନ୍ତ ଙ୍କୁ କୋକେ ରେ ମିଶାଇ ଦିଆଯାଉଥିଲା । କାଲି CBI ଡରରେ ମିରାଣ୍ଡେ ରିୟା ଙ୍କ ସବୁ ଖୁଲାସା କରିଦେଇଛନ୍ତି । ମିରାଣ୍ଡା କହିଛନ୍ତି କି ସୁଶାନ୍ତ ଙ୍କୁ ଜବରଦସ୍ତି କୁହାଯାଉଥିଲା କି ତାଙ୍କର ଦେହ ଖରାପ ଅଛି ବୋଲି । ରିୟା ସୁଶାନ୍ତ ଙ୍କୁ ନିଜ ଘରକୁ ମଧ୍ୟ ନେଉଥିଲେ । ରିୟା ସୁଶାନ୍ତ ଙ୍କୁ ଟର୍ଚ୍ଚର କରୁଥିଲେ ଏବଂ କହୁଥିଲେ କି ତୁମେ ପାଗଳ ହୋଇଯାଇଛ ତୁମେ ଏକୁଟିଆ ରୁହ ନାହିଁ ଏବଂ ତାପରେ ସେ ତାଙ୍କୁ ନିଜ ସହିତ ନିଜ ଘରକୁ ନେଉଥିଲେ ।
ରିୟା ଙ୍କ ପିତା ନିଜେ ନେବାକୁ ଆସୁଥିଲେ ଏବଂ ଛାଡ଼ିବାକୁ ମଧ୍ୟ ଆସୁଥିଲେ । ମିରାଣ୍ଡ ଏହା ମଧ୍ୟ କହିଛନ୍ତି କି ରିୟା ଙ୍କ ପିତା ସୁଶାନ୍ତ ଙ୍କୁ ବ୍ୟବହାର କରିବାପାଇଁ ରୀୟାଙ୍କୁ ଟ୍ରେନିଂ ଦେଉଥିଲେ । ପ୍ରଥମେ ରିୟା ସୁଶାନ୍ତ ଙ୍କ ସବୁ ପୁରୁଣା ଷ୍ଟାଫ ଙ୍କୁ ବାହାର କରି ନୂଆ ଷ୍ଟାଫ ରଖିଥିଲେ । ନୂଆ ଷ୍ଟାଫ ରେ ଡିପେଶ ସଵନ୍ତ ଙ୍କୁ ମଧ୍ୟ ରଖିଥିଲେ । ରିୟା କହିଥିଲେ ଘରର ସବୁ କିଛି ବିକିଦିଅ ସୁଶାନ୍ତ ଙ୍କ ଆକାଉଣ୍ଟ ରେ ପଇସା ରଖିଦିଅ କାରଣ ସୁଶାନ୍ତ ସବୁ କିଛି ଛାଡି ଗାଁରେ ରହିବାକୁ ଚାହୁଁଛନ୍ତି ।
ଏହା ପରେ ସୁଶାନ୍ତ ଙ୍କ ମ୍ୟାନେଜର ସୁଶାନ୍ତ ଙ୍କ ଅଧା ଜିନିଷ ବିକ୍ରି କରିଦେଇଥିଲେ । କିନ୍ତୁ ସେହି ପଇସା କୁ ରିୟା ଖର୍ଚ୍ଚ କରୁଥିଲେ ବୋଲି ମିରାନ୍ଦ କହିଛନ୍ତି । ମୀରନ୍ଦେ କହିଛନ୍ତି କି ସେ ସୁଶାନ୍ତ ଙ୍କ ମ୍ୟାନେଜର ଥିଲେ ଏବଂ ରିୟା ସୁଶାନ୍ତ ଙ୍କ ପଇସା ମାଗିଥିଲେ ଖର୍ଚ୍ଚ କରୁଥିଲେ ଏବଂ କହୁଥିଲେ କି ସୁଶାନ୍ତ ନିଜେ କହିଛନ୍ତି କି ମ୍ୟାନେଜର ଠାରୁ ପଇସା ନେଇନିଅ । ମୀରାଣ୍ଡେ କହିଛନ୍ତି କି ସୁଶାନ୍ତ ଙ୍କୁ ବହୁତ ଥର ଡ୍ରଗ ଦିଆଯାଉଥିଲା ।
ସବୁଠାରୁ ବଡ଼ କଥା ଏହା କି ଏ ସବୁ କାମରେ ରିୟା ଙ୍କ ସହିତ ଦୀପେଷ ସଵନ୍ତ, ଶ୍ରୁତି ମୋଦି, ସିଦ୍ଧାର୍ଥ ପିଠାନି ଏବଂ ନିଜେ ମୀରାଣ୍ଡ ସାମିଲ ଥିଲେ । ସୁଶାନ୍ତ ଙ୍କୁ ଡ୍ରଗ ଲୁଚାଇକି ଦିଆଯାଉଥିଲା କାରଣ ରିୟା ସୁଶାନ୍ତ ଙ୍କୁ ପାଗଳ କରିବାକୁ ଚାହୁଁଥିଲେ । ମୀରାଣ୍ଡ କହିଛନ୍ତି ରିୟା ସୁଶାନ୍ତ ଙ୍କ ପଇସା ପାଇଁ ଏତିକି ସବୁ କରିଛନ୍ତି । ଏହାପରେ ରିୟା CBI ଆଗରେ କାନ୍ଦିବାକୁ ଲାଗିଥିଲେ ଏବଂ ନାଟକ କରିଥିଲେ ।
କିନ୍ତୁ CBI ଏବେ ମଧ୍ୟ ରିୟା ଙ୍କୁ ତଦନ୍ତ କରିଚାଲିଛି ଏବଂ CBI କହିଛି ସୁଶାନ୍ତ ଆତ୍ମହତ୍ୟା ନୁହଁ ବରଂ ସୁଶାନ୍ତ ଙ୍କୁ ହତ୍ୟା କରାଯାଇଛି । ସୁଶାନ୍ତ ଙ୍କ ଦୋଷୀ ଖୁବ ଶୀଘ୍ର ସମଗ୍ର ଭାରତ ବାସି ଙ୍କ ସାମ୍ନାରେ ଥିବା ଏବଂ ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିନ୍ତ ମିଳିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।