ରିୟାଙ୍କ support ରେ ବାହାରିଲେ ଏହି ବଡ ବଲିଉଡ ହିରୋଇନ, ଦୋଷ ଦେବାକୁ ଆପଣ କିଏ ବୋଲି କହିଲେ ଭାରତବାସୀଙ୍କୁ

ରିୟା ଙ୍କ ସମର୍ଥନ ରେ ଏବେ ବଲିଉଡ ଷ୍ଟାର ଆସିଛନ୍ତି । ମିନିଶା ଲମ୍ବା ରିୟା ଚକ୍ରବର୍ତ୍ତୀ ଙ୍କୁ ସମର୍ଥନ କରିଛନ୍ତି ଏବଂ ଗୋଟେ ଲମ୍ବା ଚଉଡ଼ା ଟୁଇଟ କରିଛନ୍ତି । ସେହି ଟୁଇଟ ଦ୍ଵାରା ରିୟା ଙ୍କୁ ନେଇ ନିଜ କଥା କହିଚନ୍ତି । ତେବେ ଚାଲନ୍ତୁ ଜାଣିବା କଣ କହିଛନ୍ତି । ମିନିସା କହିଛନ୍ତି କି ମୁଁ ଆଶା କରୁଛି ରିୟା ଙ୍କ ସବୁ କହିବାପରେ ଆମକୁ ଅନୁଭବ କରିବା କଥା କି ରିୟା କେତେ ଦୁଃଖ କଷ୍ଟ ରେ ଅଛନ୍ତି ।

ସେ ମଧ୍ୟ ସେହି ସବୁ ଉତ୍ତର ଖୋଜୁଛନ୍ତି ଯାହା ଆପଣ ଜାଣିବାକୁ ଚାହୁଁଛନ୍ତି । ଆମ ଦେଶରେ ଯାହା ସବୁଠାରୁ ଠିକ ଅଟେ ତାହା ମଧ୍ୟରୁ ଏଠିକାର ନ୍ୟାୟ ଗୋଟେ ଅଟେ । ଯାହା ନିଜର ସଠିକ ଭାବରେ କାମ କରିଆସିଛନ୍ତି ତେଣୁ ଆପଣ ଏହା ଉପରେ ଭରଷା ରଖନ୍ତୁ । ମାନବ ଜୀବନର ଅନ୍ୟାୟ ପାଇଁ ଆମକୁ ବହୁତ ପ୍ରକାରର ବିରୁଦ୍ଧ କରିବାକୁ ପଡ଼ିଥାଏ ।

ଏହି ଦେଶର ଜଣେ ଶିକ୍ଷିତ ବ୍ୟକ୍ତି ହିସାବରେ ଆମକୁ ଅନ୍ୟାୟ ର ସାଥ ଦେବା କଥା ନୁହଁ । ଆମେ ବଡଳିବାକୁ ଚେଷ୍ଟା କରିପାରିବା । ଆମର ନ୍ୟାୟ ବ୍ୟବସ୍ଥା ଏବଂ ଉଚ୍ଚ ସ୍ତରୀୟ ଯାଞ୍ଚ୍ ଏଜେନ୍ସି ନିଜର କାମ କରୁଛନ୍ତି ତେବେ ଚାଲନ୍ତୁ ଏଠି ଆମେ କୌଣସି ଓକିଲ ଵ ଜୁରି ନହୋଇ ଚୁପ ରହିବା ।

ମାନେ ମିନିଷା କହିଛନ୍ତି କି ତାଙ୍କୁ ନ୍ୟାୟ ଉପରେ ଭରଷା ଅଛି ତେଣୁ ଆମେ ମଧ୍ୟ ସବୁକିଛି CBI ଏବଂ ପୋଲିସ ଉପରେ ଛାଡ଼ିଦେବ ଏବଂ ଆମେ କାହାକୁ ଦୋଷ ଦେବା ବନ୍ଦ କରିବା । ସେ ଏହା ମଧ୍ୟ କହିଚନ୍ତି ଯିଏ ଦୋଷୀ ନିଶ୍ଚିନ୍ତ ଧରା ପଡିବ କିନ୍ତୁ ଆମେ କାହାକୁ ଦୋଷ ଦେବାକୁ କିଏ ।

ରିୟା ଙ୍କ ସମର୍ଥନରେ କହିଚନ୍ତି ବଲିଉଡ ଷ୍ଟାର । CBI ନିଜର ତଦନ୍ତ ଜାରି ରଖିଛି ଏବଂ CBI କହିଛି ସୁଶାନ୍ତ ଆତ୍ମହତ୍ୟା ନୁହଁ ବରଂ ସୁଶାନ୍ତ ଙ୍କୁ ହତ୍ୟା କରାଯାଇଛି । ଏବଂ ଖୁବ ଶୀଘ୍ର ସୁଶାନ୍ତ ଙ୍କ ହତ୍ୟାକାରୀ ପୁରା ଦେଶ ବାସୀଙ୍କ ସାମ୍ନାରେ ଥିବ । ଏବଂ ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିନ୍ତ ମିଳିବ ।

ଆପଣଙ୍କ ମତାମତ କମ୍ମେନ୍ଟ ରେ ଜଣାନ୍ତୁ, ସୁଶାନ୍ତ ଙ୍କ ମାମଲାକୁ ଆଗକୁ ବଢାଇ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।