ଏତେ ସୁନ୍ଦରୀ ଅଟନ୍ତି ଟି ସିରିଜ କମ୍ପାନୀର ମାଲିକାଣୀ, ଦେଖିଲେ ଆଶ୍ଚଯ୍ୟ ହୋଇଯିବେ

ବଲିଉଡ ପୂର୍ବତନ ଅଭିନେତ୍ରୀ ତଥା ଟି ସିରିଜ କମ୍ପାନୀ ର ମାଲିକାଣୀ ଦିବ୍ୟା ଖୋସଲା କୁମାର ଏବେ ନିଜର ଇଂସ୍ଟଗ୍ରାମ ଭିଡ଼ିଓ ପାଇଁ ଚର୍ଚ୍ଚାରେ ଆସିଛନ୍ତି । ଦିବ୍ୟା ଦିଲ୍ଲୀର ବାସିନ୍ଦା ଅଟନ୍ତି । ସେ ପୂର୍ବରୁ କୌଣସି ଧନୀ ପରିବାର ର ନଥିଲେ । ସେଜଣେ ଗରିବ ମଧ୍ୟବର୍ତ୍ତୀ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ଏହା ପରେ ସ୍କୁଲ ରେ ନାଚ ଗୀତ ରେ ଅଧିକ ରୁଚି ରଖୁଥିଲେ ଦିବ୍ୟା । କଲେଜ ପରେ ସେ ଫିଲ୍ମ ଜଗତ କୁ ଆସିବା ପାଇଁ ମନ ବଳାଇଥିଲେ ଏବେ ଦିବ୍ୟା ଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ସାରିଛି । ଦିବ୍ୟା ଏବେ ଜଣେ କୋଟି ପତି ଘର ବୋହୁ ସହିତ ହଜାର ହଜାର କୋଟି ଟଙ୍କାର ମାଲିକାଣୀ ଅଟନ୍ତି ।

ସୂଚନାଯୋଗ୍ୟ ଏହା ଯେ ଦିବ୍ୟା ଗୁଲସନ କୁମାରଙ୍କ ଘରର ବୋହୁ ଅଟନ୍ତି । ଗୁଲସନ କୁମାର ସିଏ ଯିଏ କି 1995 ମସିହାରେ ହନୁମାନ ଚାଳିସା ଗାଈ ଏବଂ ଅନେକ ଭଜନ ଗାଈ ଚର୍ଚା କୁ ଆସିଥିଲେ । 1999 ରେ ଗୁଲସନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଦିନେ ଗରିବ ପରିବାର ର ଝିଅ ଥିଲେ ଆଜି କିନ୍ତୁ ଟି ସିରିଜ ମାଲିକାଣୀ ହୋଇ ହଜାର ହଜାର କୋଟି ଟଙ୍କା କମାଉଛନ୍ତି ।

ଆଜିକାଲି ଟି ସିରିଜର ମାଲିକାଣୀ ଦିବ୍ୟା ଖୋସଲା କୁମାର ଙ୍କ ବିଷୟରେ ଲୋକ ମାନେ ଆଲୋଚନା କରୁଛନ୍ତି । ପ୍ରକୃତ ରେ ଦିବ୍ୟା ତାଙ୍କ ସ୍ୱାମୀ ଭୂଷଣ କୁମାର ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିବାରୁ ସୋନୁ ନିଗମଙ୍କ ଉପରେ ଅତ୍ୟଧିକ ରାଗିଛନ୍ତି । ଦିବ୍ୟା ଖୋସଲା ମଧ୍ୟ ଏକ ଭିଡିଓ ମାଧ୍ୟମରେ ସୋନୁ ନିଗମଙ୍କ ଠାରୁ ପ୍ରତିଶୋଧ ନେଇଛନ୍ତି ।

ଆଜିକାଲି ବଲିଉଡର ପ୍ରଭାବଶାଳୀ ମହିଳାମାନଙ୍କ ମଧ୍ୟରେ ଦିବ୍ୟଙ୍କ ନାମ ନିଆଯାଇଛି । ଆସନ୍ତୁ ଜାଣିବା ଦିଲ୍ଲୀର ମଧ୍ୟବିତ୍ତ ପରିବାରର ଝିଅ ଟି ସିରିଜ୍ ପରି ଏକ ବଡ କମ୍ପାନୀର ମାଲିକ ହୋଇଗଲା କିପରି । ଦିବ୍ୟା ଖୋସଲା ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲା ବେଳୁ ଦିବ୍ୟା ଜଣେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ । ଅଭିନେତ୍ରୀ ହେବାର ସ୍ୱପ୍ନ ଦେଖିବା ପରେ ଦିବ୍ୟା କଲେଜ ପଢି ସାରିବା ପରେ ମୁମ୍ବାଇ ଯାଇଥିଲେ । ଦିବ୍ୟା ଖୋସଲା 2004 ରେ ” “ଲଭ୍ ଟୁଡେ” ଫିଲ୍ମରେ ଡେବ୍ୟୁ କରିଥିଲେ ।

ସେ ଫାଲଗୁନି ପାଠକଙ୍କ ସଂଗୀତ ଆଲବମ୍ ଆୟୋ ରାମାରେ ମଧ୍ୟ ଅଭିନୟ କରିଥିଲେ । ଯେତେବେଳେ ଦିବ୍ୟାଙ୍କ ଲୋକପ୍ରିୟତା ବଢ଼ିଲା, ସେତେବେଳେ ସେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର ଏବଂ ବବି ଦେଓଲଙ୍କ ପରି ଅବ ତୁମ୍ହାରେ ହବାଲେ ୱତନ ସାଥୀଓଁ ରେ ଅଭିନୟ କରିବାକୁ ଲାଗିଲେ । ଏହି ଚଳଚ୍ଚିତ୍ରଟି ଦିବ୍ୟାଙ୍କ ଜୀବନରେ ଏକ ନୂଆ ମୋଡ଼ ଆଣିଥିଲା ​ । କୁହାଯାଏ ଯେ ଏହି ଚଳଚ୍ଚିତ୍ର ସମୟରେ ଦିବ୍ୟା ଫିଲ୍ମର ନିର୍ମାତା ଭୂଷଣ କୁମାରଙ୍କୁ ଭେଟିଥିଲେ । ଯଦିଓ ଏହି ସଭାଟି କେବଳ ବ୍ୟବସାୟିକ ଥିଲା, କିନ୍ତୁ ଭୂଷଣ ପ୍ରଥମ ଦେଖାରେ ଦିବ୍ୟାଙ୍କୁ ହୃଦୟ ଦେଇ ଦେଇଥିଲେ ।

ଏହି ଚଳଚ୍ଚିତ୍ରର ଗୋଟିଏ ବର୍ଷ ପରେ ଭୂଷଣ କୁମାର ଏବଂ ଦିବ୍ୟା ଖୋସଲା 13 ଫେବୃଆରୀ 2005 ରେ ବିବାହ କରିଥିଲେ । ଉଭୟ ଜାମୁ ର କଟ୍ରା ଠାରେ ବୈଷ୍ଣବ ଦେବୀଙ୍କୁ ସାକ୍ଷୀ ରଖି ବିବାହ କରିଥିଲେ । ଭୂଷଣ କୁମାରଙ୍କୁ ବିବାହ କରିବା ପରେ ଦିବ୍ୟା ବହୁ କୋଟି ଟଙ୍କାର ଟି ସିରିଜର ମାଲିକାଣୀ ହୋଇଥିଲେ । ପ୍ରକୃତରେ, 1997 ରେ ଗୁଲସନ କୁମାରଙ୍କ ମୃତ୍ୟୁ ପରେ ଭୂଷଣ କୁମାର ଟି ସିରିଜର ମାଲିକ ଅଟନ୍ତି । ଏବେ ଟିକଟକ ରେ ଦିବ୍ୟା ଅଧିକ ଆକ୍ଟିଭ ରହୁଛନ୍ତି । ଦିବ୍ୟା ଙ୍କ କମ୍ପାନୀ ଟି ସିରିଜ ୟୁଟୁବ ରେ ପୃଥିବୀ ର ସବୁଠାରୁ ଅଧିକ ସବସ୍କାଇବର ଅଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।