ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ସାମ୍ନାକୁ ଆସିଲା ନୂଆ ସତ, ଜଲ୍ଦି ହିଁ ପ୍ରଡୁସର କରିବାକୁ ଯାଉଥିଲେ ହେଲେ ତା ପୂର୍ବରୁ ହିଁ…

ବଲୀଉଡର ଦିବାଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆଜି ୧୫ ଦିନ ହୋଇ ଯାଇଛି । ଏହି ୧୫ ଦିନ ମଧ୍ୟରେ ଯଦି ପୋଲିସଙ୍କ ଯାଞ୍ଚ ବିଷୟରେ କଥାବାର୍ତ୍ତା କରିବା ତେବେ ପୋଲିସ ଏହି ମାମଲା ସହିତ ଜଡିତ ଓ ତାଙ୍କର ବନ୍ଧୁ ଓ ପରିବାରର ମୋଟ ୨୫ ଜଣ ଲୋକଙ୍କ ଠାରୁ ବୟାନ ନେଇଛନ୍ତି ଓ ସୁଶାନ୍ତଙ୍କ ସମ୍ବନ୍ଧିତ କିଛି ପ୍ରଶ୍ନ ମଧ୍ୟ କରିଛନ୍ତି । ଏହା ସହିତ ବର୍ତ୍ତମାନ ବି ପୁଛତାଛ ଓ ଯାଞ୍ଚ ଜାରି ଅଛି ଏବଂ ଦିନକୁ ଦିନ କିଛି ନୂତନ ତଥ୍ୟ ସବୁ ସାମ୍ନାକୁ ଆସୁଛି ।

ଏହା ମଧ୍ୟରେ ସୁଶାନ୍ତ ସିଂହ ରାଜପୁତଙ୍କ ସବୁଠୁ ଘନିଷ୍ଠ ବନ୍ଧୁ ସନ୍ଦୀପ ସିଂହ ଏକ ବଡ ବୟାନ ଦେଇଛନ୍ତି । ଏହି ବୟାନକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଓ ଚିନ୍ତାରେ ପଡି ଯିବେ । ବର୍ତ୍ତମାନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ବିଷୟକୁ ନେଇ ପକ୍ଷପାତ ଓ ସୁଶାନ୍ତଙ୍କୁ ଫିଲ୍ମରୁ ବାହାର କରି ଦେବା ଭଳି କଥାବାର୍ତ୍ତା ଚାଲିଥିଲା । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଛୁ ତାହା ଆପଣଙ୍କୁ ଆଚମ୍ବିତ କରି ପାରେ ।

କହିବାକୁ ଗଲେ ସମସ୍ତେ ଜାଣିଛନ୍ତି କି ବହୁତ ଅଳ୍ପ ବୟସରେ ଓ ଅଳ୍ପ ସମୟ ମଧ୍ୟରେ ସୁଶାନ୍ତ ସିଂହ ରାଜପୁତ ବହୁତ ସଫଳ ହୋଇ ଯାଇ ଥିଲେ । ଏହା ସହିତ ଏହା କହିବା ଭୁଲ ହେବ ନାହିଁ କି ସୁଶାନ୍ତ ସିଂହ ରାଜପୁତ କେତେକ ବଲୀଉଡ ଷ୍ଟାରକିଡ୍ସଙ୍କ ପ୍ରତିଯୋଗୀ ବି ହୋଇ ଯାଇଥିଲେ । ଏହି କଥା ବର୍ତ୍ତମାନ ସମସ୍ତଙ୍କ ସାମ୍ନାକୁ ଆସିସାରିଛି କି ପ୍ରତିସ୍ପର୍ଦ୍ଧା କାରଣରୁ ସୁଶାନ୍ତ ସିଂହ ରାଜପୁତଙ୍କୁ ପ୍ରାୟତଃ ଶୋଷଣ କରା ଯାଇଛି ।

ତାଙ୍କୁ ବଲୀଉଡ ପାର୍ଟିରୁ ଦୂରେଇ ରଖାଗଲା । ତାଙ୍କୁ ପୁରଷ୍କାର ଦିଆ ଯାଉ ନ ଥିଲା । ତାଙ୍କୁ ତାଙ୍କର ପ୍ରାପ୍ୟ ସମ୍ମାନ ବି ଦିଆ ଯାଉ ନ ଥିଲା । ଏହା ସହିତ ତାଙ୍କର ଆତ୍ମସମ୍ମାନକୁ ଲଗାତର କିଛି ବଡ ବଡ ଷ୍ଟାରମାନେ ଆଘାତ ପହଞ୍ଚାଉ ଥିଲେ । ଏହା ମଧ୍ୟରେ ସୁଶାନ୍ତଙ୍କ ବନ୍ଧୁ ସନ୍ଦୀପ ସିଂହ ଏକ ବୟାନ ଦେଇଛନ୍ତି । ଯାହା ଉପରେ ନଜର ଦେବା ଉଚିତ । ସନ୍ଦୀପ ସିଂହ ଏକ ଫିଲ୍ମର ନାଁ କହିଛନ୍ତି । ଯାହାର ନାମ ହେଉଛି ‘ବନ୍ଦେ ଭାରତମ’ ଏହି ଫିଲ୍ମକୁ ନେଇ ସନ୍ଦୀପ ସିଂହ ଏମିତି ଏକ କଥା କହିଲେ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ମିଡିଆ ସାମ୍ନାକୁ ବି ଆସି ନାହିଁ ।

ସନ୍ଦୀପ ସିଂହଙ୍କ ଅନୁସାରେ ‘ବନ୍ଦେ ଭାରତମ’ ଫିଲ୍ମ ଏକ ଏମିତି ଫିଲ୍ମ ଥିଲା ଯାହାର ଡାୟେରେକ୍ଟର ତ ସନ୍ଦୀପ ସିଂହ ଥିଲେ । କିନ୍ତୁ ଏହି ଫିଲ୍ମରୁ ସୁଶାନ୍ତ ପ୍ରଡ୍ୟୁସର ରୂପରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଥିଲେ । କିନ୍ତୁ ଏହା ପୂର୍ବରୁ ଏମିତି ଏକ ଖବର ସାମ୍ନାକୁ ଆସିଲା ଯାହା ସମସ୍ତଙ୍କୁ ଆଚମ୍ବିତ କରି ରଖି ଦେଇଛି । ବର୍ତ୍ତମାନ ପ୍ରଶ୍ନ ଏହା ଆସୁଛି କି ଏମିତି କେଉଁ ବ୍ୟକ୍ତି ଅଛି ଯିଏ ଏହା ଚାହୁଁ ନାହିଁ କି ସୁଶାନ୍ତ ଜଣେ ସଫଳ ପ୍ରଡ୍ୟୁସର ହୁଅନ୍ତୁ ।

ବହୁତ ଷ୍ଟାରକିଡ୍ସ ଓ ବହୁତ ପ୍ରଡକ୍ସନ ହାଉସ ଯେଉଁମାନେ ପ୍ରାୟତଃ ବହିସ୍କାର କରନ୍ତି ସେହି କଳାକାରମାନଙ୍କୁ ଯେଉଁମାନେ ବାହାର କ୍ଷେତ୍ରରୁ ଆସି ମୁମ୍ବାଇରେ ବସବାସ କରନ୍ତି ଓ ନିଜର ସ୍ଵପ୍ନ ପୁରା କରିବାର ଇଚ୍ଛା ରଖନ୍ତି । ସେମାନଙ୍କୁ ଏହି ଫିଲ୍ମ ଦ୍ଵାରା ବହୁତ ଅସୁବିଧା ହୋଇଥାନ୍ତା । କଣ ଏହି କାରଣ ଅଟେ ସୁଶାନ୍ତ ସିଂହ ରାଜପୁତ ଏହି ଦୁନିଆରୁ ଅଚାନକ ବିଦାୟ ନେବା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଯାଞ୍ଚ ଚାଲିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।