bollywood ର 10 ସୁପରଷ୍ଟାରଙ୍କ 10 ହ୍ୟାଣ୍ଡସମ ପୁଅ, ଲୁକରେ ବାପଙ୍କୁ ବି ପଛରେ ଛାଡିଦେବେ

ବଲିଉଡ ରେ ଏକ ଠୁ ବଳି ଆଉ ଏକ ହ୍ୟାନ୍ଦସମ୍ ଓ ସୁପରଷ୍ଟାର ଅଭିନେତା ଅଛନ୍ତି । ବଲୀଉଡ ଷ୍ଟାର ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ବଲୀଉଡ ରେ ଏମିତି ବହୁତ ହ୍ୟାଣ୍ଡସମ ଷ୍ଟାର ଅଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ହାଣ୍ଡସମ ଷ୍ଟାର ମାନଙ୍କ ପୁଅମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଆଜି ଆମେ ଏହି ଅଭିନେତା ମାନଙ୍କ ହ୍ୟାଣ୍ଡସମ୍ ପୁଅ ମାନଙ୍କ ବିଷୟରେ ଜାଣିବା । ତେବେ ଚଲାନ୍ତୁ ଜାଣିବା ।

୧- ସୁରଜ୍ ପଞ୍ଚୋଲି

ସୁରଜ୍ ପଞ୍ଚୋଲି ଙ୍କୁ ଆପଣମାନେ ଭଲଭାବରେ ଜାଣିଥିବେ । ସେ “ହିରୋ” ଚଳଚ୍ଚିତ୍ର ମାଧ୍ୟମ ରେ ବଲିଉଡ ରେ ପାଦ ରଖିଥିଲେ । ସୁରଜ୍ ପଞ୍ଚୋଲି ହେଉଛନ୍ତି ବଲିଉଡ ଅଭିନେତା ଆଦିତ୍ୟ ପଞ୍ଚୋଲି ଙ୍କ ପୁତ୍ର ।

୨- ଜୁନେଦ ଖାନ୍

ଜୁନେଦ ଖାନ୍ ବଲିଉଡ ର ସଫଳ ଅଭିନେତା ଅମିର ଖାନ୍ ଙ୍କ ବଡ଼ ପୁତ୍ର । ବର୍ତ୍ତମାନ ଜୁନେଦ ଖାନ୍ ଚଳଚ୍ଚିତ୍ର ରେ ଅଭିନୟ କରିବା ପାଇଁ ନିଜକୁ ତିଆରି କରୁଛନ୍ତି ଏବଂ ସେ ନିଜ ପିତାଙ୍କ ପରି ବହୁତ୍ ହ୍ୟାଣ୍ତସମ୍ ମଧ୍ୟ ଅଟନ୍ତି ।

୩- ୟଶ୍ ବର୍ଦ୍ଧନ ଆହୁଜା

ୟଶ୍ ବର୍ଦ୍ଧନ ଆହୁଜା ବଲିଉଡ ର ସୁପରଷ୍ଟାର ଗୋବିନ୍ଦା ଙ୍କ ପୁତ୍ର ଅଟନ୍ତି । ୟଶ୍ ବର୍ଦ୍ଧନ ନିଜ ପିତା ଙ୍କ ଠାରୁ ମଧ୍ୟ ବହୁତ ହ୍ୟାଣ୍ଡସମ୍ ଦେଖାଯାଆନ୍ତି । ବର୍ତ୍ତମାନ ୟଶ୍ ବର୍ଦ୍ଧନ ନିଜର ପଢା ଉପରେ ଧ୍ୟାନ ଦେଉଛନ୍ତି ।

୪- ଆହାନ୍ ସେଟ୍ଟି

ଆହାନ୍ ସେଟ୍ଟି ବଲିଉଡ ର ଚର୍ଚ୍ଚିତ ଅଭିନେତା ସୁନିଲ ସେଟ୍ଟି ଙ୍କ ପୁତ୍ର ଅଟନ୍ତି । ଆହାନ୍ ନିଜ ପିତା ଙ୍କ ପରି ବହୁତ୍ ହ୍ୟାଣ୍ଡସମ୍ ଅଟନ୍ତି । ଆହାନ୍ ବହୁତ ଶୀଘ୍ର ଚଳଚ୍ଚିତ୍ର ଦୁନିଆ ରେ ଦେଖାଦେଇ ପାରନ୍ତି ।

୫- ଇବ୍ରାହିମ୍ ଅଲ୍ଲୀ ଖାଁ

ଇବ୍ରାହିମ ଅଲ୍ଲୀ ଖାଁ ବଲିଉଡ ର ନବାବ ସୈଫ ଅଲ୍ଲୀ ଖାଁ ଙ୍କ ପୁତ୍ର ଅଟନ୍ତି । ଇବ୍ରାହିମ୍ ଦେଖିବାକୁ ନିଜ ପିତା ଙ୍କ ପରି । ବର୍ତ୍ତମାନ ଇବ୍ରାହିମ୍ ନିଜ ପାଠ ପଢା ଉପରେ ଧ୍ୟାନ ଦେଉଛନ୍ତି ।

୬- ଆର୍ଯନ ଖାନ୍

ଆର୍ଯନ ଖାନ୍ ବଲିଉଡ ର କିଙ୍ଗ୍ ଶାହରୁଖ୍ ଖାନ୍ ଙ୍କ ପୁତ୍ର ଅଟନ୍ତି । ଆରାୟାନ୍ ଖାନ୍ ମଧ୍ୟ ନିଜ ପିତା ଙ୍କ ପରି ହ୍ୟାଣ୍ଡସମ୍ ଦେଖାଯାଆନ୍ତି ଏବଂ ଆରୟାନ ବହୁତ ଶୀଘ୍ର ବଲିଉଡ ରେ ଅଭିନୟ ମଧ୍ୟ କରିପାରନ୍ତି ।

୭- ଆରବ କୁମାର

ଆରବ କୁମାର ବଲିଉଡ ର ଖିଲାଡ଼ି ଅକ୍ଷୟ କୁମାର ଙ୍କ ପୁତ୍ର ଅଟନ୍ତି । ଆରବ ମଧ୍ୟ ନିଜ ପିତାଙ୍କ ପରି ବହୁତ ହ୍ୟାଣ୍ଡସମ୍ ଅଟନ୍ତି । ଏବେ ଆରବ କୁମାର ନିଜର ପାଠ ପଢ଼ାରେ ଧ୍ୟାନ ଦେଉଛନ୍ତି ।

୮- କରଣ ଦେଓଲ୍

କରଣ ଦେଓଲ ବଲିଉଡ ର ଆକ୍ସନ୍ ଅଭିନେତା ସନ୍ନି ଦେଓଲ୍ ଙ୍କ ପୁତ୍ର ଅଟନ୍ତି । କରଣ ଦେଓଲ୍ ନିଜ ପିତା ଙ୍କ ପରି ହ୍ୟାଣ୍ଡସମ୍ ଦେଖାଯାଆନ୍ତି । କରଣ ୨୦୧୯ ରେ “ପଲ୍ ପଲ୍ ଦିଲ୍ କେ ପାସ” ଚଳଚ୍ଚିତ୍ର ରେ ଅଭିନୟ କରି ବଲିଉଡ ରେ ପାଦ ଦେଇଥିଲେ ।

୯- ଆର୍ୟମାନ ଦେଓଲ୍

ଆର୍ୟମାନ ଦେଓଲ ବଲିଉଡ ଅଭିନେତା ବବି ଦେଓଲ ଙ୍କ ପୁତ୍ର ଅଟନ୍ତି । ଆର୍ୟମାନ ଚଳଚ୍ଚିତ୍ର ଦୁନିଆରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ଆର୍ୟମାନ ନିଜ ପିତାଙ୍କ ପରି ହ୍ୟାଣ୍ଡସମ୍ ଅଟନ୍ତି । କିନ୍ତୁ ଲୋକଙ୍କ କହିବା ଅନୁଯାୟୀ ସେ ନିଜ ଜେଜେ ଧର୍ମେନ୍ଦ୍ରଙ୍କ ପରି ଦେଖାଯାଆନ୍ତି ।

୧୦- ଟାଇଗର ଶ୍ରଫ଼୍

ଟାଇଗର ଶ୍ରଫ୍ ଙ୍କୁ ଆପଣ ଭଲ ଭାବରେ ଜାଣିଥିବେ । ବଲିଉଡ ର ଚର୍ଚ୍ଚିତ ଅଭିନେତା ଜ୍ୟାକି ଶ୍ରଫ୍ ଙ୍କ ପୁତ୍ର ଅଟନ୍ତି । ଟାଇଗରଙ୍କ ଚଳଚ୍ଚିତ୍ର “ବାଗି ୨” ବକ୍ସ୍ ଅଫିସ ରେ ବହୁତ ସଫଳତା ଲାଭ କରିଥିଲା । ବର୍ତ୍ତମାନ ଟାଇଗର ବଲିଉଡର ଜଣେ ସଫଳ ଓ ଲୋକପ୍ରିୟ ଅଭିନେତା ମାନଙ୍କ ମଧ୍ୟରୁ ଜଣେ ହୋଇଗଲେଣି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।