ମୃତ୍ୟୁସମୟରେ ବହୁତ ଖରାପ ଅବସ୍ଥାରେ ଥିଲେ ବଲୀଉଡର ଏହି ହିରୋଇନ ମାନେ, ନଂ ୧ଙ୍କ ବିଷୟରେ ଜାଣିଲେ ତ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ଯଦି ବଲୀଉଡର ଷ୍ଟାରମାନଙ୍କ ବିଷୟରେ କଥାବାର୍ତ୍ତା କରିବା ତେବେ କେତେକ ଅଭିନେତା ଓ ଅଭିନେତ୍ରୀମାନେ ନିଜର ଅଭିନୟ, ଷ୍ଟାଇଲ ଓ ଲୁକ କାରଣରୁ ନିଜ ଜୀବନରେ ବହୁତ ସଫଳତା ହାସଲ କରିଛନ୍ତି । ସେମାନେ କୋଟି କୋଟି ଲୋକମାନଙ୍କ ହୃଦୟରେ ରାଜ ବି କରିଥାନ୍ତି । ଏହା ମଧ୍ୟରେ କେତେକ ପୁରୁଣା ଅଭିନେତା ଓ ଅଭିନେତ୍ରୀମାନେ ବି ଅଛନ୍ତି ଯେଉଁମାନଙ୍କୁ ଆଜି ବି ଦର୍ଶକମାନେ ମନେ ରଖିଛନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏମିତି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଜୀବନରେ ବହୁତ ସଫଳ ତ ହେଲେ କିନ୍ତୁ ସେମାନଙ୍କ ଅନ୍ତ ଭୟଙ୍କର ରୂପରେ ହେଲା । ଯାହା ବିଷୟରେ ସେମାନେ ନିଜେ ବି ଚିନ୍ତା କରି ନ ଥିବେ । ଏହି ଅଭିନେତ୍ରୀମାନେ ପ୍ରଥମେ ମହାରାଣୀ ଭଳି ଜୀବନ ବ୍ୟତିତ କରିଲେ କିନ୍ତୁ ମରିବା ସମୟରେ ଏମାନଙ୍କ ଅବସ୍ଥା ବହୁତ ଖରାପ ହୋଇଗଲା ।

ପରବୀନ ବବୀ

ପରବୀନ ବବୀ ବହୁତ ସୁନ୍ଦର ଅଭିନେତ୍ରୀ ଥିଲେ ଓ ବହୁତ ଷ୍ଟାଇଲରେ ନିଜର ଜୀବନ ବ୍ୟତୀତ କରୁଥିଲେ । କିନ୍ତୁ ମୃତ୍ୟୁସମୟରେ ତାଙ୍କର ଅବସ୍ଥା ବହୁତ ଖରାପ ହୋଇଗଲା । ୫୫ ବର୍ଷର ବୟସରେ ତାଙ୍କର ଶବ ବହୁତ ଖରାପ ଅବସ୍ଥାରେ ମିଳିଥିଲା ।

ଦିବ୍ୟା ଭାରତୀ

ଦିବ୍ୟା ଭାରତୀଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ସେ ବଲୀଉଡରେ ଆସିବା ମାତ୍ରେ ହିଁ ସମସ୍ତଙ୍କୁ ପଛରେ ଛାଡି ଦେଇଥିଲେ ଓ ରାତାରାତି ଫେମସ ବି ହୋଇ ଯାଇ ଥିଲେ । କିନ୍ତୁ ୧୯ ବର୍ଷ ବୟସରେ ହିଁ ତାଙ୍କର ରହସ୍ୟମୟୀ ଭାବରେ ମୃତ୍ୟୁହୋଇଗଲା । ଯାହା ଆଜି ପର୍ଯ୍ୟନ୍ତ ବି ରହସ୍ୟ ହୋଇ ରହିଛି ।

ଜିୟା ଖାନ

Image courtesy: Google

ଗୋଟିଏ ସମୟରେ ଜିୟା ଖାନଙ୍କ ଆତ୍ମହତ୍ୟା ମିଡିଆର ସବୁଠୁ ବଡ ଚର୍ଚାର ବିଷୟ ଥିଲା । ଜିୟା ଖାନଙ୍କୁ ପ୍ରେମରେ ଧୋଖା ମିଳିବା କାରଣରୁ ସେ ଆତ୍ମହତ୍ୟା କରିଥିଲେ । ତାଙ୍କର ମୃତ୍ୟୁବି ବହୁତ ଖରାପ ଅବସ୍ଥାରେ ହୋଇଛି ।

ସିଲ୍କ ସ୍ମିତା

ସିଲ୍କ ସ୍ମିତା ନିଜ ବୋଲ୍ଡନେସ କାରଣରୁ ବହୁତ ଚର୍ଚାରେ ରହିଥିଲେ । କିନ୍ତୁ ଗୋଟିଏ ସମୟ ଏମିତି ବି ଆସିଲା ଯେତେବେଳେ ସେ ନିଜ ଘରର ରୁମରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିନେଲେ ।

ଶ୍ରୀଦେବୀ

ଶ୍ରେଦେବୀ ବଲୀଉଡର ସୁପରଷ୍ଟାର ଅଭିନେତ୍ରୀ ଥିଲେ । କିନ୍ତୁ ତାଙ୍କର ମୃତ୍ୟୁବି ଅଜବ ଗଜବ ଭାବରେ ହୋଇଥିଲା । ଦୁବାଇର ଏକ ହୋଟେଲରେ ବାଥଟବରେ ତାଙ୍କର ଶବ ମିଳିଥିଲା । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।