ଏଠିକାର ଝିଅମାନଙ୍କ ସହ ବିବାହ କରିଲେ ପ୍ରତି ମାସରେ ମିଳିବ ୩ ଲକ୍ଷ ଟଙ୍କା

ଆଜିର ଯୁବପିଢି ବିବାହକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି । କାରଣ ଆଜିକାଲିର ସମାଜ କିଛି ଏହିଭଳି ହୋଇ ଯାଇଛି କି ସମସ୍ତେ ବିବାହର ନାମ ଶୁଣିବା ମାତ୍ରେ ଅଳ୍ପ ଭୟଭୀତ ହୋଇ ଯାଉଛନ୍ତି । ବିଶେଷ କରି ଯୁବକମାନେ ତ ବିବାହର ନାମ ଶୁଣିବା ମାତ୍ରେ ହିଁ ପଛଘୁଞ୍ଚା ଦେବାକୁ ଲାଗନ୍ତି । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ କି ଯଦି ଆପଣ ବିବାହ କରିବେ ତେବେ ଆପଣଙ୍କୁ ପ୍ରତି ମାସରେ ପ୍ରବଳ ଟଙ୍କା ଦିଆଯିବ ତେବେ ଆପଣ ବି ବିବାହକୁ ନେଇ ନିଜର ଚିନ୍ତାଧାରା ପରିବର୍ତ୍ତନ କରି ଦେବେ ।

କହିବାକୁ ଗଲେ ଆଇସଲ୍ୟାଣ୍ଡର ସରକାର ଏହିଭଳି ହିଁ କିଛି ନିୟମ ବାହାର କରିଛନ୍ତି ଯାହାକୁ ଶୁଣିବା ପରେ ଆପଣ ବି ଆଇସଲ୍ୟାଣ୍ଡକୁ ଦୌଡି ଚାଲି ଆସିବେ । କେବଳ ଆପଣ ନୁହେଁ ସବୁ ଯୁବକମାନେ ଦୌଡି ଚାଲି ଆସିବେ । କହିବାକୁ ଗଲେ ଯଦି ଆପଣ ଏହି ଦେଶର ଝିଅମାନଙ୍କୁ ବିବାହ କରି ନେଉଛନ୍ତି ତେବେ ଆପଣଙ୍କୁ କିଛି ବି କରିବାକୁ ପଡିବ ନାହିଁ । ଆପଣଙ୍କ ଜୀବନ ଆରାମଦାୟକ ହୋଇଯିବ । ଏହା ସହିତ ଆପଣଙ୍କୁ ଚାକିରି ବି କରିବାକୁ ପଡିବ ନାହିଁ ।

ଯଦି ଆପଣ ଆଇସଲ୍ୟାଣ୍ଡର ଝିଅ ସହ ବିବାହ କରୁଛନ୍ତି ତେବେ ଏଠିକାର ସରକାର ଆପଣଙ୍କୁ ପ୍ରତିମାସ ୩ ଲକ୍ଷ ଟଙ୍କା ଦେବେ । ଏହା ସହିତ ଆପଣଙ୍କୁ ଏଠିକାର ନାଗରିକତା ବି ମିଳିବ । କହିବାକୁ ଗଲେ ଏହା ପଛରେ ଏକ ବଡ କାରଣ ଲୁଚି ଅଛି । କହିବାକୁ ଗଲେ ଏଠିକାର ପୁରୁଷମାନଙ୍କ ସଂଖ୍ୟା ବହୁତ କମ ଅଟେ । ଯେଉଁ କାରଣରୁ ଏଠିକାର ସରକାର ପୁରୁଷମାନଙ୍କ ସଂଖ୍ୟାକୁ ବଢାଇବା ପାଇଁ ଏହିଭଳି କିଛି ଅଦ୍ଭୁତ ନିୟମ ବାହାର କରା ଯାଇଛି ।

ଯୁବକ ନିଜ ପସନ୍ଦର ଝିଅ ସହିତ ଏଠି ବିବାହ କରି ପାରିବେ । କିନ୍ତୁ ଏହା ପରେ ଯୁବକକୁ ସେହି ଦେଶରେ ହିଁ ରହିବାକୁ ପଡିବ । କିନ୍ତୁ ଏହି ଖବରରେ ସତ୍ୟତା କିଛି ଅଲଗା ହିଁ ଅଟେ । କହିବାକୁ ଗଲେ ଏହି ଖବର ପୂରାପୂରି ମିଥ୍ୟା ଅଟେ । ଗୋଟିଏ ବ୍ୟକ୍ତି ନିଜର ବ୍ଲଗରେ ଏହି ସବୁ ଲେଖିଥିଲା । ଯାହା ପରେ କେତେକ ୱେବସାଇଟ ଏହାକୁ ଭାଇରାଲ କରି ଦେଲେ ।

ଏତିକି ନୁହେଁ ଏହି ଖବର ଭାଇରାଲ ହେବା ପରେ ଆଇସଲ୍ୟାଣ୍ଡର କେତେକ ଝିଅମାନେ ଅନ୍ୟ ଦେଶର ଲୋକମାନଙ୍କୁ ଫେସବୁକ ଉପରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇବା ବି ଆରମ୍ଭ କରି ଦେଇଥିଲେ । ଏହା ପରେ ସମସ୍ତଙ୍କୁ ଲାଗିଲା କି ସତରେ ସେଠିକାର ସରକାର ଏହିଭଳି କିଛି ଘୋଷଣା କରିଛନ୍ତି । କିନ୍ତୁ କିଛି ସମୟ ପରେ ଆଇସଲ୍ୟାଣ୍ଡର ସରକାର ଏହି ଖବରକୁ ଭୁଲ ବୋଲି କହିଲେ । ଏହା ସହିତ ଯେଉଁ ଝିଅମାନେ ଅନ୍ୟ ଦେଶର ପୁଅମାନଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟକାରୀ ବି କରିଲେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।