ନବୀନ ପଟ୍ଟନାୟକଙ୍କ ବାସ୍ତବ ସମ୍ପତି ବିଷୟରେ ଜାଣିଲେ ଚମକି ପଡ଼ିବେ ଆପଣ

ବିଜେଡି ଦଳ ର ସୁପ୍ରିମୋ ତଥା ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାସିକ ଆୟ ତଥା ତାଙ୍କ ସଂମ୍ପତ୍ତି ଜାଣିଲେ ଆପଣ ନିଶ୍ଚିତ ଚମକି ପଡ଼ିବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆପଣଙ୍କ ପାଦ ତଳୁ ମଧ୍ୟ ମାଟି ଖସି ପଡ଼ିବ । ଅନେକ ଲୋକ ନବୀନ ବାବୁ ଙ୍କ ସମ୍ପତ୍ତି ବିଷୟରେ ଜାଣନ୍ତି ନାହିଁ । ଯଦି ନବୀନ ବାବୁଙ୍କ ପାଖରେ କେତେ ସମ୍ପତ୍ତି ଅଛି ଯଦି ଆପଣ ସତରେ ଜାଣି ନିଅନ୍ତି ତେବେ ଆପଣ ମଧ୍ୟ ଆଶ୍ଚଯ୍ୟ ହୋଇ ଯିବେ ।

ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, 1999 ମସିହା ମହାବାତ୍ୟା ପରେ ଲଣ୍ଡନ ରୁ ଓଡ଼ିଶା କୁ ଆସିଥିଲେ । ତା ପର ଠାରୁ ଓଡିଶା ରେ ବହୁମତ ଦ୍ୱାରା ସରକାର ବନେଇଥିଲେ ଶ୍ରୀ ନବୀନ । ତେବେ ଆଜି ଆମେ ମାନେ ଆଲୋଚନା କରିବା ନବୀନ ବାବୁ ଙ୍କ ସମ୍ପୂର୍ଣ୍ଣ ସମ୍ପତି କେତେ । ଯାହା ଜାଣିଲେ ଆପଣ ନିଶ୍ଚିତ ଚମକି ପଡ଼ିବେ ।

ଏହା ପୂର୍ବରୁ ଜାଣିବା ଯେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ମାସିକ ଦରମା କେତେ? ମହଙ୍ଗା ଭତା ଲାଗୁ ପୂର୍ବରୁ ଏହା ପ୍ରାୟ ୧.୫୦ ଲକ୍ଷ ବା ଦେଢ଼ ଲକ୍ଷ ଟଙ୍କା ଥିଲା । 2020 ମସିହା ରେ ନବୀନ ପଟ୍ଟନାୟକ ଙ୍କ ଦରମା ରହିଛି ୧ ଲକ୍ଷ ୮୦ ହଜାର ଟଙ୍କା । ଏବଂ ଅନ୍ୟ ବିଧାୟକ ମାନଙ୍କ ଦରମା ହେଉଛି ୧ ଲକ୍ଷ ୨୦ ହଜାର ଟଙ୍କା ଅଟେ । ଏହା ଛଡ଼ା ନବୀନ ଙ୍କ ସରକାରୀ ବାସ ଭବନରେ ଅନ୍ୟାନ୍ୟ ଖର୍ଚ ମାସକୁ ୭୦ ହଜାର ଟଙ୍କା ଅଟେ । ନବୀନ ଙ୍କ ପାଖରେ ସୁଜୁକି ର ସରକାରୀ କାର ରହିଛି । ଏହାର ଖର୍ଚ୍ଚ ସରକାରୀ ଧନ ରୁ ହୋଇଥାଏ ।

ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି 50 କୋଟି ଟଙ୍କା ରହିଛି । ମୁଖ୍ୟମନ୍ତ୍ରୀଙ୍କ ପାଖରେ କୌଣସି ଗାଡି ନାହିଁ । ଏହା 1980 ମଡେଲର ଏକ ପୁରୁଣା ଆମ୍ବାସାଡର କାର୍ । ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରେ 50 ଲକ୍ଷ ଟଙ୍କା ଅଛି ଏବଂ ନୂଆ ଦିଲ୍ଲୀରେ 24 ଲକ୍ଷ 50 ହଜାର ଟଙ୍କା ର ଏକ ବାସଭବନ ଅଛି ଏବଂ ଭୁବନେଶ୍ୱରରେ ସରକାରୀ ବାସଭବନରେ ସେ ରୁହନ୍ତି । ସେ ନିଜେ ଏହି ସମସ୍ତ ସମ୍ପତ୍ତି ସୃଷ୍ଟି କରିନାହାଁନ୍ତି, କିନ୍ତୁ ସେଗୁଡ଼ିକର ଉତ୍ତରାଧିକାରୀ ହୋଇଛନ୍ତି ।

ମାର୍ଚ୍ଚ 2015 ରେ, ନବୀନ ପଟ୍ଟନାୟକ ତାଙ୍କ ବଡ଼ ଭଉଣୀ ଗୀତା ମେହେତାଙ୍କ ଠାରୁ 15 ଲକ୍ଷ ଟଙ୍କା ଧାର ନେଇଥିଲେ । 2016-17 ବର୍ଷରେ ତାଙ୍କ ସମ୍ପତ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ତଥ୍ୟରୁ ଏହି ସୂଚନା ବାହାରିଛି । ପରନ୍ତୁ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ଅଧିକାଂଶ ମନ୍ତ୍ରୀ କୋଟିପତି ଅଟନ୍ତି । ନବୀନ ରାଜ୍ୟ ମୁଖ୍ୟମନ୍ତ୍ରୀ ପାଣ୍ଠି କୁ ଅନେକ ସମୟରେ ନିଜ ଦରମା କୁ ଦାନ କରି ଦେଇଥାନ୍ତି ତେଣୁ ତାଙ୍କର ବ୍ୟାଙ୍କ ବଲାନ୍ସ ଏତେ କମ ରହିଛି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।