କହିବାକୁ ଗଲେ ବର୍ତ୍ତମାନ ସମୟରେ ନିଜର ଚେହେରାକୁ ସୁନ୍ଦରତା ପ୍ରଦନା କରିବା ପାଇଁ ବିଭିନ୍ନ ପ୍ରକାରର ମେକଅପ ଜିନିଷ ବାହାରି ଯାଇଛି । କିନ୍ତୁ ଯଦି ଆପଣ ପ୍ରାଚୀନ ସମୟ ବିଷୟରେ ଚିନ୍ତା କରିବେ ତେବେ ସେହି ସମୟରେ କୌଣସି ବି ପ୍ରକାରର ମେକଅପ ଜିନିଷ ନ ଥିଲା । ତଥାପି ରାଣୀମାନେ ଏମିତି କେଉଁ ଜିନିଷର ବ୍ୟବହାର କରି ଏତେ ସୁନ୍ଦର ଲାଗୁ ଥିଲେ କି ତାଙ୍କୁ ଦେଖିବା ମାତ୍ରେ ହିଁ ଲୋକମାନେ ତାଙ୍କ ଉପରେ ମୋହିତ ହୋଇ ଯାଉ ଥିଲେ ।
କହିବାକୁ ଗଲେ ପ୍ରାଚୀନ ସମୟରେ ରାଣୀମାନେ ଆୟୁର୍ବେଦର ସାହାରା ନେଉ ଥିଲେ ଓ ଆୟୁର୍ବେଦ ହିଁ ତାଙ୍କର ସୁନ୍ଦରତାର ଅସଲ ରହସ୍ୟ ଥିଲା । ଆଜି ଆମେ ଆପଣଙ୍କୁ ଆୟୁର୍ବେଦର ସେହି ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ନିଜେ ରାଣୀମାନେ ବ୍ୟବହାର କରୁଥିଲେ ।
ଗୋଲାପ ଜଳର ଗୁଣକାରୀ ଉପଯୋଗ ବିଷୟରେ ତ ସମସ୍ତେ ଜାଣିଛନ୍ତି । ପ୍ରାଚୀନ ସମୟରେ ରାଣୀମାନେ ଗୋଲାପ ପଙ୍ଖୁଡିକୁ ପାଣିରେ ପକାଇ ସ୍ନାନ କରୁ ଥିଲେ । ଏହା ସହିତ ଗୋଲାପ ଜଳକୁ ବି ନିଜର ତ୍ଵଚାରେ ଲଗାଉ ଥିଲେ । ଏମିତିରେ ଯଦି ଆପଣ ବି ନିଜ ଚେହେରା ଓ ଶରୀରର ତ୍ଵଚା ଉପରେ ଦିନକୁ ଦୁଇ ଥର ଗୋଲାପ ଜଳ ଲଗାଇବେ ତେବେ ଆପଣଙ୍କ ତ୍ଵଚା ବି କୋମଲ ଓ ଗୋଲାପି ହୋଇଯିବ ।
ସେହିଭଳି ଅଖରୋଟ ବି ଔଷଧୀୟ ଗୁଣରେ ଭରପୁର ଅଟେ । ଏହା ସହିତ ଅଖରୋଟ ଆଣ୍ଟି ଏଜିଂଗ ବି ଅଟେ । ଏହାର ସେବନ କରିବା ଦ୍ଵାରା ଚେହେରାର ରୀଙ୍କଲ୍ସ ଜଲ୍ଦି ହିଁ ସମାପ୍ତ ହେବାକୁ ଲାଗିଥାଏ । ପୁରୁଣା ଜମାନାରେ ରାଣୀ ଓ ରାଜାମାନେ ଅଖରୋଟର ବହୁତ ସେବନ କରୁଥିଲେ । ଯାହା ଦ୍ଵାରା ସେମାନେ ଯବାନ ଲାଗିବେ । ଯଦି ଆପଣ ବି ନିୟମିତ ଅଖରୋଟର ସେବନ କରିବେ ତେବେ ଏହାର ପ୍ରଭାବ ଆପଣଙ୍କୁ ବି ଜଲ୍ଦି ନଜର ଆସିବ ।
ଆଜି କେଶ ଝଡିବାର ସମସ୍ୟା ବହୁତ ସାମ୍ନାକୁ ଆସୁଛି ଓ ଏହାର କାରଣ ଆମର ଖରାପ ଜୀବନଶୈଳୀ ଓ ପ୍ରଦୂଷଣ ବି ଅଟେ । ଏହି ସହିତ ଧୁଳି ମାଟି କାରଣରୁ ବି କେଶ କମଜୋର ହେବାକୁ ଲାଗିଥାଏ । ଏଥିରୁ ବଞ୍ଚିବା ପାଇଁ ବ୍ୟବହାର କରୁଥିବା ସାମ୍ପୋ ବି କେଶ ପାଇଁ ହାନିକାରକ ହୋଇଥାଏ । କିନ୍ତୁ ପୁରୁଣା ଜମାନାରେ ରାଣୀମାନେ କେଶରେ ଅଲିଭ ଅଏଲ ଓ ମହୁର ବ୍ୟବହାର କରୁଥିଲେ । ଏହା ଦ୍ଵାରା କେଶ ଚମକି ଥାଏ, ଲମ୍ବା ହୋଇଥାଏ, ଘନ ଓ ମଝବୁତ ହୋଇଥାଏ ।
ପ୍ରାଚୀନ ସମୟରେ ଇତର ବ୍ୟବହାର ବି ହେଉଥିଲା । କୁହାଯାଏ କି ସେହି ସମୟରେ ରାନୀମାନେ ଇତର ବହୁତ ବ୍ୟବହାର କରୁଥିଲେ । ଯେଉଁ କାରଣରୁ ରାଜା ତାଙ୍କ ପ୍ରତି ଆକର୍ଷିତ ହୋଇ ଚାଲି ଆସୁଥିଲେ । ଇତର କାରଣରୁ ତ୍ଵଚା ସୁଗନ୍ଧିତ ଓ କୋମଳ ବି ହୋଇ ଯାଉଥିଲା । ପ୍ରାଚୀନ ଇତିହାସ ବିଷୟରେ ଜାଣିବାକୁ ଚେଷ୍ଟା କରିବେ ତ ଏହା ଜଣା ପଡିବ କି ସେହି ସମୟରେ ରାଣୀମାନେ କ୍ଷୀର ଦ୍ଵାରା ସ୍ନାନ କରୁଥିଲେ ।
କୁହାଯାଏ କି ପୁରୁଣା ସମୟରେ ରାଣୀ ଗଧର କ୍ଷୀର ଦ୍ଵାରା ସ୍ନାନ କରୁଥିଲେ । ଗଧର କ୍ଷୀର ତ୍ଵଚା ପାଇଁ ବହୁତ ଗୁଣକାରୀ ହୋଇଥାଏ । ଏହା ଦ୍ଵାରା ସେମାନେ ଯବାନ ଓ ସୁନ୍ଦର ନଜର ଆସୁଥିଲେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।