ପୁରୁଷରୁ ମହିଳା ବନିଛନ୍ତି ଏହି 5 ଫେମସ ମଡେଲ, ଟ୍ରାନ୍ସଜେଣ୍ଡର ବନି ଗ୍ଲାମର ଇଣ୍ଡଷ୍ଟ୍ରିରେ ଆଜି କରୁଛନ୍ତି ରାଜ୍, ନଂ2 ଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଆମ ଦେଶରେ ଟ୍ରା-ନ୍ସ-ଜେ-ଣ୍ଡ-ର ମାନଙ୍କ ଅବସ୍ଥା ପୂର୍ବାପେକ୍ଷା ସୁଧୁରି ଗଲାଣି । ଗୋଟିଏ ସମୟରେ ଟ୍ରା-ନ୍ସ-ଜେ-ଣ୍ଡ-ର ମାନଙ୍କୁ ଅଲଗା ଦୃଷ୍ଟିରେ ଦେଖା ଯାଉଥିବା ବେଳେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସେମାନଙ୍କୁ ମଧ୍ୟ ଅନ୍ୟ କ୍ଯାଟାଗୋରୀରେ ସାମିଲ କରାଯାଇଛି । ସେମାନେ ମଧ୍ୟ ନିଜ କ୍ଯାରିୟର ସହଜରେ ଚୟନ କରିବାର ଅଧିକାର ମିଳିଛି । ଆଜି ଆମେ ଆପଣଙ୍କୁ ଏପରି କିଛି ଟ୍ରା-ନ୍ସ-ଜେ-ଣ୍ଡ-ରଙ୍କ ବିଷୟରେ କହିବୁ ଯେଉଁମାନେ ପୁରୁଷ ହୋଇ ଜନ୍ମ ନେଇଥିଲେ ମଧ୍ୟ ଳିଙ୍ଗ ପରିବର୍ତ୍ତନ କରି ଝିଅ ବନିଛନ୍ତି ଓ ଆଜି ବଲିଉଡରେ ଖୁବ ନାମ କମାଉଛନ୍ତି ।

୧- ବବି ଡାର୍ଲିଂ

ବଲିଉଡରେ ବବି ଡାର୍ଲିଂ ନାମରେ ପ୍ରସିଦ୍ଧ ଅଭିନେତ୍ରୀ ଓ ମଡେଲ ଅସଲରେ ପଙ୍କଜ ଶର୍ମା ଥିଲେ । ସେ ପୁଅ ହୋଇ ଜନ୍ମ ହୋଇଥିଲେ କିନ୍ତୁ ୨୦୧୦ ରେ ବ୍ରେ-ଷ୍ଟ ଟ୍ରା-ନ୍ସ-ପ୍ଳା-ଣ୍ଟ କରି ନେଇଥିଲେ ଓ ନିଜ ନାମ ପଙ୍କଜରୁ ପାଖି ରଖିଥିଲେ । ଏହା ପରେ ପ୍ରସିଦ୍ଧ ହେବା ସହ ସେ ନିଜ ନାମ ବବି ଡାର୍ଲିଂ ରଖିଥିଲେ । ସେ ଫିଲ୍ମ କ୍ଯା କୁଲ୍ ହେ ହମ୍, ପେଜ୍ ୩, ହଁସି ତୋ ଫ-ସି ପରି ଫିଲ୍ମରେ କାମ କରି ସାରିଛନ୍ତି ।

୨- ଗୌରି ଅରୋରା

ଗୌରି ବନିବା ପୂର୍ବରୁ ସେ ଗୌରବ ଅରୋରା ଥିଲେ ଓ ସ୍ପିଲ୍ଟସଭିଲା ସିଜିନ ୮ ରେ ବି ପ୍ରତିଯୋଗୀ ରହି ସାରିଛନ୍ତି । ଗୌରବ ଖୁବ ହ୍ୟାଣ୍ଡସମ ପୁଅ ଥିଲେ ତେଣୁ ଝିଅ ହେବା ପରେ ଖୁବ ହୋ-ହ-ଲ୍ଲା ହୋଇଥିଲା । ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ କି ପିଲାବେଳୁ ତାଙ୍କୁ ଜଣେ ଝିଅ ଭଳି ଅନୁଭବ ହୁଏ । ତେଣୁ ଠିକ ସମୟ ଆସିବା ପରେ ବାକି ଜୀବନ ଜଣେ ମହିଳା ହୋଇ ସେ ବିତାଇବାକୁ ନିର୍ଣ୍ଣୟ ନେଇଥିଲେ ।

୩- ନିକି ଚାୱଲା

ନିକି ମଧ୍ୟ ଜଣେ ପୁଅ ହୋଇ ଜନ୍ମ ହୋଇଥିଲେ । କିନ୍ତୁ ପରେ ସେ ନିଜକୁ ବଦଳାଇ ଦେଇଥିଲେ । ନିଜ ଶରୀରକୁ ନେଇ ସେ ଖୁବ ଚିନ୍ତିତ ହୋଇ ପଡିଥିଲେ ଓ ମହିଳା ହେବାକୁ ଚାହୁଁଥିଲେ । ସେ ଯେଉଁ ପରିବାରର ଅଟନ୍ତି ଏମିତି କରିବା ତାଙ୍କ ପାଇଁ ଖୁବ କଷ୍ଟକର ଥିଲା । କିନ୍ତୁ ୨୦୦୯ରେ ପରିବାର ବି-ରୁ-ଦ୍ଧ-ରେ ଯାଇ ସେ ନିଜ ସେ-କ୍ସ ଚେ-ଞ୍ଜ କରି ନେଇଥିଲେ । ସେ ଟିଭିର ଫେମସ ଶୋ ‘ଇମୋସନାଲ ଅ-ତ୍ୟା-ଚା-ର’ରେ କାମ କରି ସାରିଛନ୍ତି ।

୪- ଅଞ୍ଜଲି ଲାମା

ନେପାଳର ଏକ ଗାଁ ରେ ନବୀନ ବାହିବାଙ୍କ ଜନ୍ମ ହୋଇଥିଲା । ଯିଏ କି ଜଣେ ପୁରୁଷ ଥିଲେ । ନିଜ ପରିଚୟକୁ ନେଇ ଖୁବ ବ୍ୟସ୍ତ ବିବ୍ରତ ଥିବା ନବୀନ ସେ-କ୍ସ ଚେ-ଞ୍ଜ ଅ-ପ-ରେ-ସ-ନ କରି ଅଞ୍ଜଲି ବନିଗଲେ । ଏହାପରେ ତାଙ୍କ ପରିବାର ତାଙ୍କ ସହ ସମ୍ପର୍କ ଭା-ଙ୍ଗି ଦେଇଥିଲେ କିନ୍ତୁ ତାଙ୍କ ମାଆ ତାଙ୍କ ହାତ ଛାଡି ନଥିଲେ ।

୫- ସିନାତା ସଂଧା

ବ୍ରିଟିଶ ଇଣ୍ଡିଆନ ମଡେଲ ସିନାତ ସଂଧା ମଧ୍ୟ ନିଜ ସେ-କ୍ସ ଚେ-ଞ୍ଜ କରିଛନ୍ତି । ସେ ସାଉଥ ଏସିଆର ଜଣେ ଫେମସ ଟ୍ରା-ନ୍ସ-ଜେ-ଣ୍ଡ-ର ମଡେଲ । ଟ୍ରା-ନ୍ସ-ଜେ-ଣ୍ଡ-ର କମ୍ୟୁନିଟି ଦ୍ଵାରା ଆୟୋଜିତ ହୋଇଥିବା ବ୍ୟୁଟି ପିଜେଣ୍ଟସ୍ ରେ ସେ ଭାଗ ନେଇଥିଲେ । ସେ ମିସ୍ ଗ୍ଲାମର କୁଇନ ୟୁନାଇଟେଡ କିଙ୍ଗଡମ୍ ମଧ୍ୟ ରହି ସାରିଛନ୍ତି । ତାଙ୍କୁ ଜଣେ ଖୁବ ସଫଳ ଟ୍ରା-ନ୍ସ-ଜେ-ଣ୍ଡ-ର ମଡେଲ ବୋଲି ମନାଯାଏ । ତାଙ୍କ ସୁନ୍ଦରତର ଲୋକେ ଦିୱାନା ଅଟନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।