ବଞ୍ଚିଥିଲେ ପୋତି ଦିଆଯାଏ ଓ ମରିଗଲେ ବାହାର କରି ଦିଆଯାଏ, ତାହା କ’ଣ ? ଏହା ସହିତ ଆହୁରି ୨୦ଟି Gk Questions & Answers

ସରକାରୀ ଚାକିରି ହେଉ ବା ବେସରକାରୀ ଆଜିକାଲି ସବୁଠୁ ଇଣ୍ଟରଭ୍ୟୁ ବେଳେ କିଛି ଏମିତି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସହଜ ଲାଗୁଥିଲେ ମଧ୍ୟ ଉତ୍ତର ଦେବା କଷ୍ଟ ହୋଇପଡୁଛି । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବ୍ରିଲିଆଣ୍ଟ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଯାହାଦ୍ଵାରା ଆପଣଙ୍କୁ ପରୀକ୍ଷାରେ ଉତ୍ତର ଦେବା ପାଇଁ ଖୁବ ସହଜ ହୋଇଯିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ଦୁନିଆର ସବୁଠୁ ଅଧିକ ଡାକଘର କେଉଁ ଦେଶରେ ରହିଛି ?

ଉ: ଭାରତ

୨- ଭାରତର ସବୁଠୁ ଗରିବ ରାଜ୍ୟ କେଉଁଟି ଅଟେ ?

ଉ: ଛତିଶଗଡ

୩- ଭଗବାନ ଶ୍ରୀରାମ ନିଜର ପ୍ରଥମ ଦୀପାବଳୀ କେଉଁଠାରେ ପାଳନ କରିଥିଲେ ?

ଉ: ସମୁଦ୍ର ରେ

୪- ମାଉଣ୍ଟ ଏଭରେଷ୍ଟର ଆବିଷ୍କାର ହେବା ପୂର୍ବରୁ ସବୁଠୁ ଉଚ୍ଚ ପର୍ବତ କେଉଁଟି ଥିଲା ?

ଉ: ମାଉଣ୍ଟ ଆବୁ

୫- କିଏ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିଥିଲେ ?

ଉ: ରାଧାନାଥ ସିକନ୍ଦର ଜୀ

୬- ଏସିଆର ସବୁଠୁ ବଡ ନଦୀ କେଉଁଟି ?

ଉ: ୟଙ୍ଗଚି ନଦୀ

୭- ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ଥିଲେ ?

ଉ: ଉଇଲିୟମ ବେଣ୍ଟିଙ୍ଗ

୮- ଭାରତର ପ୍ରଥମ ମହିଳା ଶାସିକା କିଏ ଥିଲେ ?

ଉ: ରେଜିଆ ସୁଲତାନ

୯- ରୁଷର ରାଷ୍ଟ୍ରୀୟ ଖେଳ କଣ ?

ଉ: ସତରଞ୍ଜ ବା ଚେସ୍

୧୦- କେଉଁ ପ୍ରାଣୀ ଉଭୟ କ୍ଷୀର ଓ ଅଣ୍ଡା ଦେଇଥାଏ ?

ଉ: ପ୍ଲେଟିପସ୍

୧୧- ଭାରତର କେଉଁ ରାଜ୍ୟରେ ଏବେ ପର୍ଯ୍ୟନ୍ତ ରେଳ ଲାଇନ ତିଆରି ହୋଇନାହିଁ ?

ଉ: ମେଘାଳୟ

୧୨- କିଏ ପାଣି ପିଇବା ପରେ ମ-ରି-ଯା-ଏ ?

ଉ: ଶୋଷ

୧୩- ବିଶ୍ଵର ଛୋଟ ମହାଦ୍ଵୀପ କେଉଁଟି ଅଟେ ?

ଉ: ଅଷ୍ଟ୍ରେଲିଆ

୧୪- କେଉଁ ପକ୍ଷୀକୁ ହାତ ଲଗାଇବା ମାତ୍ରେ ସେ ମ-ରି-ଯା-ଏ ?

ଉ: ଟିଟୋନୀ ପକ୍ଷୀ

୧୫- କେଉଁ ବୃକ୍ଷର କାଠ ସୁନା ଠାରୁ ମଧ୍ୟ ଅଧିକ ମହଙ୍ଗା ହୋଇଥାଏ ?

ଉ: ଲାଲ ଚନ୍ଦନ

୧୬- କେଉଁ ଦେଶକୁ ଛୋଟ ଭାରତ ବୋଲି କୁହାଯାଏ ?

ଉ: ମୋରୋସିସ

୧୭- ଦୁନିଆର ସବୁଠୁ ମହଙ୍ଗା ଆମ୍ବ କେଉଁଠାରେ ଦେଖାଯାଏ ?

ଉ: ଜାପାନ ରେ

୧୮- ଗୋଟିଏ ଗାଈ ଗୋଟିଏ ଦିନରେ କେତେ ଲିଟର କ୍ଷୀର ଦେଇପାରେ ?

ଉ: ୬୦ ରୁ ୭୦ ଲିଟର

୧୯- ଦୁନିଆରେ ସର୍ବ ପ୍ରଥମେ ଟ୍ରେନ କେବେ ଚାଲିଥିଲା ?

ଉ: ୧୮୨୫ ରେ

୨୦- ବ-ଞ୍ଚି-ଥି-ଲେ ପୋତି ଦିଆଯାଏ ଓ ମ-ରି-ଗ-ଲେ ବାହାର କରି ଦିଆଯାଏ । ତାହା କ’ଣ ?

ଉ: ଗଛ ଚାରା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।