‘4 ଟି ଲାତ ମାରି ଶୁଆଅ, 6 ଟା ରେ ଉଠେଇ ଦିଅ ଚପଲରେ 6 ପାହାର, ତା’ ପରେ…’ ଦେଖନ୍ତୁ Aryan ଙ୍କ ପାଇଁ Gouri ଭାଉଜଙ୍କୁ କଣ କହିଲେ ତାଙ୍କ ଦିଅର, Video ହେଲା ଭାଇରାଲ

କୃଜ ଡ୍ର-ଗ୍ସ ମା-ମ-ଲା-ରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଜା-ମି-ନ ମିଳି ସାରିଛି, ତଥାପି ଅ-ଦା-ଲ-ତ ଆର୍ୟନଙ୍କୁ ଅନେକ ପ୍ରକାର ଅନେକ ପ୍ରକାର କ-ଟ-କ-ଣା ଜାରି କରିଛି । ଅନ୍ୟପଟେ ପୁଅକୁ ନେଇ ଶାହରୁଖ ଏବଂ ମାଆ ଗୌରି ଖାନ ମଧ୍ୟ ବହୁତ ଚିନ୍ତିତ ଅଛନ୍ତି । ପୁଅକୁ ଆଉ କିଛି ଅସୁବିଧା ନ ହେଉ ସେଥିପାଇଁ ସେମାନେ ବିଭିନ୍ନ ପ୍ଳାନ ମଧ୍ୟ କରୁଛନ୍ତି । ଲଗାତାର ତିନି ଦିନ ଧରି ମା-ମ-ଲା-ର ଶୁଣାଣି ପରେ ବମ୍ବେ ହା-ଇ-କୋ-ର୍ଟ ତାଙ୍କୁ ଜା-ମି-ନ ଦେଇଥିଲେ ।

ଏହା ପୂର୍ବରୁ ଅ-ଦା-ଲ-ତ ଆର୍ୟନଙ୍କର ଅନେକ ଜା-ମି-ନ ଆବେଦନ ଖା-ର-ଜ କରି ଦେଇଥିଲେ । ତେବେ ଜା-ମି-ନ ପରେ ଆର୍ୟନ ଘରକୁ ଫେରିଥିବା ବେଳେ ରିପୋର୍ଟ ମୁତାବକ ଏବେ ଶାହରୁଖ ଓ ଗୌରି ପୁଅ ପାଇଁ ବ୍ୟକ୍ତିଗତ ବଡିଗାର୍ଡ ସନ୍ଧାନରେ ଅଛନ୍ତି ବୋଲି ଶୁଣିବାକୁ ମିଳିଛି । ଏହା ସହ ତାଙ୍କୁ ଘରଠୁ ଦୂରରେ କୌଣସି ଅନ୍ୟ ସ୍ଥାନରେ ରଖିବାକୁ ପ୍ଳାନ ମଧ୍ୟ କରୁଛନ୍ତି । ଡ୍ର-ଗ୍ସ ମା-ମ-ଲା-ରେ ଆର୍ୟନଙ୍କ ନାଁ ବାହାରକୁ ଆସିବା ପରେ ତାଙ୍କୁ ଶକ୍ତ ଝ-ଟ-କା ଲାଗିଛି । ଏହା ସହ ଶାହରୁଖଙ୍କ ଛବି ମଧ୍ୟ ଖରାପ ହୋଇଛି ।

ପୁଅକୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଶାହରୁଖଙ୍କୁ ଅନେକ ଭଲ ମ-ନ୍ଦ ଶୁଣିବାକୁ ପଡିଛି ଓ କେତେକ ଲୋକ ତାଙ୍କ ପୁଅକୁ ସୁଧାରିବା ପାଇଁ ମଧ୍ୟ ଉପଦେଶ ଦେଇଛନ୍ତି । ତେବେ ଜଣେ ବ୍ୟକ୍ତି ଶାହରୁଖ ଓ ଗୌରିଙ୍କୁ ପୁଅ ଆର୍ୟନକୁ ସୁଧାରିବା ପାଇଁ କିଛି ଖାସ୍ ଉପଦେଶ ଦେଉଥିବାର ଏକ ଭି-ଡି-ଓ ଏବେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭି-ଡି-ଓ-ରେ ଆପଣ ଦେଖିପାରିବେ କି ଜଣେ ବ୍ୟକ୍ତି ଗୌରି ଖାନଙ୍କୁ ଉପଦେଶ ଦେଇ କହୁଛନ୍ତି କି ଆର୍ୟନଙ୍କୁ ସକାଳ ୬ଟା ଉଠାଇ ୬ ଥର ଚପଲରେ ମା-ରି-ବା-କୁ ।

ସେ ଆହୁରି ମଧ୍ୟ କହୁଛନ୍ତି କି ଆର୍ୟନଙ୍କୁ ସଂସ୍କାର ଶିଖାଇବା ନିହାତି ଆବଶ୍ୟକ ସେଥିପାଇଁ ବିଦ୍ୟାମନ୍ଦିରରେ ତାଙ୍କୁ ଦାଖଲ କରିବା ଉଚିତ । ଏହି ଭି-ଡି-ଓ-ରେ ବ୍ୟକ୍ତିଜଣକ ଶାହରୁଖଙ୍କୁ ଭାଇ ଓ ଗୌରିଙ୍କୁ ଭାବି ବା ଭାଉଜ ବୋଲି ଡାକୁଥିବାର ଆପଣ ଦେଖିପାରିବେ । ଏହା ସହ ବ୍ୟକ୍ତିଜଣକ ଆର୍ୟନଙ୍କୁ ବିଜୁଳି ବିଲ୍ ଭରିବା, ପରିବା ଆଣିବା, ଗାଡିରେ ପେଟ୍ରୋଲ ଭରିବା, ନିଜ ରୁମ ସଫା ସୁତୁରା କରିବା ଓ ନିଜ ଲୁଗା ଧୋଇବା ଆଦି କାମ ନିଜେ କରିବା ଦରକାର ବୋଲି ମଧ୍ୟ କହୁଛନ୍ତି ।

ଏହସହ ତାଙ୍କୁ ମହଙ୍ଗା ଗାଡି ଓ ଜୋତା ନଦେଇ ଟାଟାର ଗାଡି ଓ ବାଟାର ଜୋତା ଦେବାକୁ କହୁଛନ୍ତି । ଏହା ସହ ନୋକିଆ ୫୧୧୦ ଫୋନ ଆର୍ୟନଙ୍କୁ ଦେବାକୁ କହିଥିଲେ । ଆର୍ୟନ କଣ କରିବେ ଏହାର ଏକ ଲିଷ୍ଟ ସେ ପ୍ରସ୍ତୁତ କରିଛନ୍ତି । ଯାହା ଚାଚା ବା ଦାଦା କହୁଛନ୍ତି ତାହା କରିବା ପାଇଁ ସେ ଶେଷରେ କହୁଛନ୍ତି । ଏହାସହ ସେ ଶାହରୁଖଙ୍କୁ କହିଛନ୍ତି କି ନିଜ ପୁଅ ଯଦି ଏତେ ହା-ରା-ମୀ ଥାଉ ଥାଉ ଅନ୍ୟର ପୁଅଙ୍କୁ ଖରାପ କହିବା ଉଚିତ ନୁହେଁ ।

କେବଳ ଏତିକି ନୁହେଁ ରାତିରେ ଶୋଇବା ବେଳେ ଆର୍ୟନଙ୍କୁ ଚାରି ଲା-ତ ମା-ରି ଶୁଆଇବାକୁ ସେ କହିବା ସହ ବାପାର ଇ-ଜ୍ଜ-ତ ମାଟିରେ ମିଶାଇ ଦେଲା ବୋଲି କହିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।