Jyotish Shastra- ଆସନ୍ତା କାଲି ଠାରୁ ଏହି 7 ଟି ରାଶିରେ ଶନିଦେବ କରିବେ ଧନବର୍ଷା, ମିଳିବ ଅପାର ଖୁସି

ଭଗବାନ ଶନି ଦେବଙ୍କ ଚଳନ ଦ୍ଵାରା ଏହି ରାଶି  ମାନେ ନିଜର ଭାଗ୍ୟରେ ପରିବର୍ତ୍ତନ ଦେଖିବାକୁ ପାଇବେ । ଶନି ଦେବଙ୍କର ଦୟା ହେଲେ ଭିକାରି ମଧ୍ୟ ଧନବାନ ହୋଇ ପାରିବ ମାତ୍ର ତାଙ୍କ କୋପରୁ ଜେନ ଧନୀ ନିଜର ସର୍ବସ୍ଵ ହରାଇ ପାରେ । ଏହି ଦେବତା ହେଉଛନ୍ତି ନ୍ୟାୟର ଦେବତା । ଯଦି ଆପଣ କିଛି ଭୁଲ କର୍ମ କରି ଥାନ୍ତି ତେବେ ଏହି ଗ୍ରହର ଚଳନ ସମୟରେ ଆପଣଙ୍କୁ ଏହାର ପରିଣାମ ମିଳିଯିବ ।

ତେବେ ଏମିତି କିଛି ରାଶି  ମାନେ ଅଛନ୍ତି ଯେଉଁ ମାନେ ଏହାଙ୍କ କୃପାରୁ ଲାଭ ବାନ ହେବାକୁ ଯାଉଛନ୍ତି ମାତ୍ର କିଛି ସାବଧାନୀର ସହ ଆପଣ ଆଗକୁ ଯାଅନ୍ତୁ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ମାନେ ନିଜର ଜୀବନରେ ଭଲ କରିବେ ଓ କଣ କଣ ସାବଧାନତା ଅବଲମ୍ବନ କରିବାକୁ ପଡିବ ।

ମେଷ ରାଶି – ଆପଣ ଯାହା ଚାହୁଁ ଛନ୍ତି ତାହା ସମ୍ପୂର୍ଣ ଲାଭ ହେବନି। ଆପଣ ଟିକେ ଅଶାନ୍ତ ରହି ପାରନ୍ତି ଶନି ଓଲଟା ଚାଲୁଥିବାରୁ ଆପଣଙ୍କର ଚରମ ରୋଗ ବାହାରି ପାରେ ତେଣୁ କରି ଏହା  ପ୍ରତି ସାବଧାନ ରୁହନ୍ତୁ । ଘରେ କିଛି ଧନ କ୍ଷୟ ହୋଇ ପାରେ । ପରିବାରରେ ଶାନ୍ତି ରହିବ ।

ବୃଷ ରାଶି – ଆପଣଙ୍କୁ ନିଜର କାମ ପାଇଁ ଅପେକ୍ଷା କରିବାକୁ ପଡିବ । କାହାକୁ କିଛି କଥା ଦେବା ପୂର୍ବରୁ ଚିନ୍ତା କରି ନିଅନ୍ତୁ । ନିଜର କଥାରେ ସଞ୍ଜମ ରଖନ୍ତୁ ଆପଣ ନିଜ ବାଣୀ ଦ୍ଵାରା ନିଜର ସମୟକୁ ସୁଧାରୀ ପାରିବେ ।

ମିଥୁନ ରାଶି – ଆପଣ ନିଜର ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ । ଆର୍ଥିକ ସମସ୍ଯା ଆସିପାରେ ମାତ୍ର ପରେ ଏହା କିଛି ସମୟ ପରେ ସୁଧୁରିଯିବ । ନିଜର କାମ କରିବା ସମୟରେ ଟିକେ ଜଗି ରଖୀ କାମ କରନ୍ତୁ ଆପଣ ଉତୀର୍ଣ୍ଣ ହେବେ । ବିଦ୍ୟାର୍ଥୀ  ମାନେ ପଢାରେ  ଅଗ୍ରଣୀ ରହିବେ । 

କର୍କଟ ରାଶି – ଆପଣ ପ୍ରତେକ ଦିଗରୁ ସଫଳ ହେବେ । ବିଦେଶ ଯିବାର ଯୋଗ ଅଛି । ନିଜର ଗାଡି ଚଳାଇବା ସମୟରେ ସାବଧାନର ସହ ଚଲାନ୍ତୁ ନିଜର ମିତ୍ର ମାନଙ୍କ ସହ ଆପଣ ସୁସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ ।

ସିଂହ ରାଶି – ଆପଣ ଭଲ ଦିଗରେ ନିଜର ଧନ ନିବେଶ କରିବେ ସେଥିରୁ ଉନ୍ନତି କରିବେ । ଯଦି ଚାକିରି କରିବାକୁ ଚାହୁଁ ଛନ୍ତି ତେବେ କିଛି ସମୟ ରହି ଯାଅନ୍ତୁ କିଛି ଦିନ ପରେ ଚେଷ୍ଟା କରିବେ। ଆତ୍ମବଳର ସହ ଆଗକୁ ଯାଅନ୍ତୁ ଆପଣ ସଫଳ ହେବେ।

କନ୍ୟା ରାଶି – ଆପଣ କିଛି ଗଭୀର ଚିନ୍ତାରେ ରହି ପାରନ୍ତି । ନିସ୍ପତି ନେବା ପୂର୍ବରୁ ଭାବି ଚିନ୍ତି ନିସ୍ପତି ନେବେ । ଆପଣ ଯଦି ଚାକିରି କରିଛନ୍ତି ତ ସେଥିରେ ଶୁଭ ଫଳ ପାଇବେ ।ଯଦି କିଛି  ସରକାରୀ କାମ ଅଟକି ଥିବ ସମ୍ପୂର୍ଣ ହୋଇଯିବ ।

ତୁଳା ରାଶି – ଏହି ରାଶିର ଲୋକ ମାନଙ୍କୁ ନିଜର ପ୍ରତେକ କାମ କରିବା ସହଜ ହେବ ଶନିଙ୍କ ଦୟାରୁ । ନିଜର ଘର ଲୋକଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ । ନିଜର ଜମା ରାଶିକୁ ଦେଖିକି ନିବେଶ କରନ୍ତୁ ।  ବିବାହର ଯୋଗ ମଧ୍ୟ ଅଛି ଆପଣଙ୍କର ।

ବିଛା ରାଶି- ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ ଆପଣ ନିଜ ଇଛା ଅନୁସାରେ ଚାକିରି ପାଇବେ । ବିଦ୍ୟାର୍ଥୀ ମାନେ ଭଲ ପଦର୍ଶନ କରିବେ । ସନ୍ତାନ ମାନଙ୍କ ପାଖରୁ କିଛି ଭଲ ଖବର ମିଳିପାରେ । ଆପଣଙ୍କର ସମ୍ପତି ବଢିବାର ଯୋଗ ଅଛି ।