କେବଳ ୩ ଥର ଏହିପରି କରନ୍ତୁ ସେବନ, ଶରୀରର ଏହି ସବୁ କଷ୍ଟ ହୋଇଯିବ ଗାୟବ

ଉଭୟ ପୁଅ ଓ ଝିଅଙ୍କୁ ହାତରେ ବିନ୍ଧା, ଗୋଡରେ ବିନ୍ଧା, ଅଣ୍ଟା ବିନ୍ଧା, ଗଣ୍ଠି ଦରଜ କିମ୍ବା କୌଣସି ବି ପ୍ରକାରର କଷ୍ଟ, ଏହା ଛଡା କମଜୋରି ରହିବା, କ୍ଳାନ୍ତ ଲାଗିବା, ରକ୍ତ ହୀନତା ହେବା, କ୍ୟାଲସିୟମ କମ ହେବା ଏହି ସବୁ ସମସ୍ୟା ପ୍ରାୟତଃ ହୋଇଥାଏ । କିନ୍ତୁ ଆପଣ  ଆମର ଏହି ଉପାୟ ଦ୍ଵାରା ଏହି ସବୁ ସମସ୍ୟାକୁ ମୂଳରୁ ଶେଷ କରି ପାରିବେ ।

କହିବାକୁ ଗଲେ ବର୍ତ୍ତମାନ ସମୟରେ ପ୍ରାୟତଃ ସମସ୍ତେ ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଚାହିଁଥାନ୍ତି । ଏହା ସହିତ କେତେକ ଯୁବକମାନେ ତ ଖରାପ ଖରାପ ଭିଡିଓ ବି ଦେଖିଥାନ୍ତି । ଏହା କରିବା ଦ୍ଵାରା ଆପଣ ଶାରୀରିକ ରୂପରେ କମଜୋର ହୋଇ ଯାଆନ୍ତି, ଆପଣଙ୍କ ଆଖି କଳା ବି ହୋଇଯାଏ ଓ ଏହା ସହିତ ଆପଣଙ୍କ ହାର୍ମୋନାଲ ବାଲାନ୍ସ ବି ଖରାପ ହୋଇଯା ।

ଏହା ପରେ ଆପଣ ହାତ, ଗୋଡ ଓ ଅଣ୍ଟା ବିନ୍ଧାର ଶିକାର ହୋଇଥାନ୍ତି ଓ ବିବାହ ପରେ ଯୌନ ସୁଖ ବି ନେଇ ପାରନ୍ତି ନାହିଁ । ଯଦି ଆପଣଙ୍କୁ ଏହିଭଳି କିଛି ସମସ୍ୟା ଅଛି ତେବେ ଆପଣ ଆମର ଏହି ଉପାୟକୁ କରି ଏହି ସବୁ ସମସ୍ୟାକୁ ସମାଧାନ କରି ପାରିବେ ।

ଏହି ଉପାୟ ଅନୁସାରେ ଆପଣ ରାତିରେ କାଶ୍ମିରୀ ବାଦାମ, ବୁଟକୁ ପାଣିରେ ଭିଜାଇ ରଖି ଦିଅନ୍ତୁ । ଏହା ପରେ ସକାଳୁ ଉଠି ଏହି ବାଦାମ ଓ ବୁଟକୁ ଗୁଡ ସହ ସେବନ କରନ୍ତୁ । ସବୁଦିନ ୫୦ ରୁ ୧୦୦ ଗ୍ରାମ ମଧ୍ୟରେ ବୁଟ, ଓ ୧୦ ରୁ ୧୨ ଟି ବାଦାମର ସେବନ ଦ୍ଵାରା ଆପଣଙ୍କୁ ଜବରଦସ୍ତ ଶକ୍ତି ମିଳିଥାଏ । କିନ୍ତୁ କେବେ ବି ଶୁଖିଲା ବାଦାମର ସେବନ କରିବେ ନାହିଁ । ଏହା ପରେ ଆପଣ କ୍ଷୀର, କଦଳୀର ସେବନ ବି କରି ପାରିବେ । ଥଣ୍ଡା ଦିନରେ ଆପଣ ଏହା ସହିତ ଖଜୁରୀ ବି ମିଶାଇ ଖାଇ ପାରିବେ ।

କିନ୍ତୁ ଯଦି ଆପଣଙ୍କ ପେଟ ସଫା ରହୁ ନାହିଁ ତେବେ ଏହି ସବୁ ଜିନିଷ ଆପଣଙ୍କ ଶରୀରରେ ଭଲ ଭାବରେ ହଜମ ହେବ ନାହିଁ । ପେଟ ସଫା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ସକାଳ ୪ ଟା ରୁ ୫ ଟା ମଧ୍ୟରେ ବ୍ରହ୍ମ ମୂହୁର୍ତ୍ତ ସମୟରେ ଉଠି ତ୍ରିଫଳା ଚୁରଣର ସେବନ ଅଳ୍ପ ଗରମ ପାଣି ସହ କରନ୍ତୁ । ଏହା ପରେ ଆପଣ ଯୋଗ, ଏକ୍ସରସାଇଜ, ଦୌଡିବା ଇତ୍ୟାଦି କରିବା ପରେ ଆପଣ ବୁଟ, ବାଦାମ ଓ ଗୁଡର ସେବନ କରନ୍ତୁ । ଏହା ଦ୍ଵାରା ବୁଟ, ବାଦାମର ପୋଷକ ତତ୍ଵ ଆପଣଙ୍କ ଶରୀରକୁ ମିଳି ପାରିବ ।