ସୋମବାର ଠାରୁ ଭୋଲେବାବାଙ୍କ ରହିବ ଆଶୀର୍ବାଦ, ଏହି ରାଶିମାନଙ୍କୁ ଦେବେ ଖୁସିର ବରଦାନ, ସବୁ ଦୁଃଖ ହେବ ଦୂର

ସବୁ ଦେବତାମାନଙ୍କ ମଧ୍ୟରେ ଭୋଲେନାଥ ସବୁଠୁ ଶୀଘ୍ର ପ୍ରସନ୍ନ ହେଉଥିବା ଦେବତା ଅଟନ୍ତି । ଏମିତି କୁହଯାଏ କି ଯେଉଁ ବ୍ୟକ୍ତି ଭକ୍ତିର ସହିତ ଭଗବାନ ଭୋଲେନାଥଙ୍କ ପୂଜା କରିଥାଏ ତେବେ ଭଗବାନ ଭୋଲେନାଥ ବହୁତ ଶୀଘ୍ର ସେହି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇ ଯାଆନ୍ତି । ଯେଉଁ ବ୍ୟକ୍ତି ଉପରେ ଭଗବାନ ଭୋଲେନାଥଙ୍କ କୃପା ଦୃଷ୍ଟି ରହିଥାଏ, ସେହି ବ୍ୟକ୍ତିର ଜୀବନରେ ଚାଲୁଥିବା ସବୁ ସମସ୍ୟାର ଅନ୍ତ ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୋମବାର ଦିନ ଠାରୁ ଭଗବାନ ଭୋଲେନାଥଙ୍କ କୃପା ବର୍ଷିବାର ଅଛି । ଯେଉଁ କାରଣରୁ ଏମିତି କିଛି ରାଶି ଅଛନ୍ତି ଯେଉଁମାନଙ୍କ ଜୀବନରେ କେବଳ ଖୁସି ହିଁ ଖୁସି ଆସିବ । ଆଜି ଆମେ ଏହି ଲେଖା ମାଧ୍ୟମରେ ସେହି ରାଶିମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା କେଉଁ ରାଶିମାନଙ୍କ ଉପରେ ଭୋଲେନାଥଙ୍କ ରହିବ ଆଶୀର୍ବାଦ

ବୃଷ ରାଶି

ବୃଷ ରାଶିର ବ୍ୟକ୍ତିମାନଙ୍କୁ ସୋମବାର ଠାରୁ ଭୋଲେନାଥଙ୍କ ବିଶେଷ କୃପା ପ୍ରାପ୍ତି ହେବ । ଯେଉଁ କାରଣରୁ ଆପଣ ନିଜ ଜୀବନରେ ଲଗାତାର ଉନ୍ନତି କରିବେ । ଆୟର ସ୍ରୋତ ହାସଲ ହେବ । ଆପଣଙ୍କୁ ସବୁ ଯୋଜନାରେ ସଫଳତା ମିଳିବ । ଯେଉଁ ବ୍ୟକ୍ତି ବ୍ୟାପାରୀ ଅଟନ୍ତି ତାଙ୍କୁ ବ୍ୟାପାରରେ ଭାରି ଲାଭ ମିଳିବ । ଆପଣଙ୍କୁ ନିଜ ଭାଗ୍ୟର ପୁରା ସାଥ ମିଳିବାର ଅଛି । ଆପଣଙ୍କ ମନରେ କୌଣସି ନୂତନ ବିଚାର ଆସିପାରେ, ଯାହା ଦ୍ଵାରା ଆପଣଙ୍କୁ ଲାଭ ମିଳିବ ।

ମିଥୁନ ରାଶି

ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ସୋମବାର ଠାରୁ ଭୋଲେନାଥଙ୍କ ଅପାର କୃପା ପ୍ରାପ୍ତି ହେବାର ଅଛି । ଯେଉଁ କାରଣରୁ ଆପଣଙ୍କ ଆସନ୍ତା ସମୟ ବହୁତ ହିଁ ଆନନ୍ଦଦାୟକ ରହିବାର ଅଛି । ଯେଉଁ ବ୍ୟକ୍ତିମାନେ ବେରୋଜଗାର ଅଟନ୍ତି ତାଙ୍କୁ ବହୁତ ହିଁ ଭଲ ଚାକିରିର ଅଫର ମିଳିପାରେ । ଆପଣ ଚିନ୍ତା କରିଥିବା ସବୁ କାର୍ଯ୍ୟକୁ ସଫଳତା ପୂର୍ବକ ପୂର୍ଣ୍ଣ କରିବେ ।

କର୍କଟ ରାଶି

କର୍କଟ ରାଶିର ବ୍ୟକ୍ତିଙ୍କ ଉପରେ ସୋମବାର ଠାରୁ ଭୋଲେନାଥଙ୍କ କୃପା ଦୃଷ୍ଟି ଲଗାତାର ରହିବ । ଆପଣଙ୍କ ଦ୍ଵାରା କରାଯାଇଥିବା କୌଣସି ପୁରୁଣା କାର୍ଯ୍ୟ ଆପଣଙ୍କୁ ଲାଭ ଦେବ । ଆପଣ ନିଜର ଘର ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ଏହା ଛଡା ଆପଣଙ୍କ ଘର ପରିବାରରେ ମଙ୍ଗଳମୟ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ ।

ମକର ରାଶି

ମକର ରାଶିର ବ୍ୟକ୍ତିମାନଙ୍କ ଉପରେ ସୋମବାର ଠାରୁ ଭଗବାନ ଭୋଲେନାଥଙ୍କ ଅପାର କୃପା ଦୃଷ୍ଟି ରହିବ । ଯେଉଁ କାରଣରୁ ଆପଣ ନିଜର ପ୍ରାୟତଃ ସବୁ ସମସ୍ୟାକୁ ସହଜରେ ସମାଧାନ କରି ନେବେ । ମାତା ପିତାଙ୍କ ପୁରା ସହଯୋଗ ମିଳିବ । ଧନ ସହ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହେବ । ଆପଣ ନିଜର ବୁଦ୍ଧିମତା ଦ୍ଵାରା ନିଜର କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ ।

କୁମ୍ଭ ରାଶି

କୁମ୍ଭ ରାଶିର ବ୍ୟକ୍ତିମାନଙ୍କୁ ସୋମବାର ଠାରୁ ଭଗବାନ ଭୋଲେନାଥଙ୍କ ବିଶେଷ କୃପା ମିଳିବାର ଅଛି । ଆପଣ କୌଣସି ମୁଖ୍ୟ ବ୍ୟକ୍ତିଙ୍କ ସହ ସାକ୍ଷାତ କରିବେ । ଯେଉଁ ବ୍ୟକ୍ତି ଚାକିରି କରୁଛନ୍ତି ତାଙ୍କୁ ଉଚ୍ଚ ଅଧିକାରୀମାନଙ୍କର ପୁରା ସହଯୋଗ ମିଳିବ । ଆପଣ ନିଜର ସବୁ କାର୍ଯ୍ୟକୁ ସଫଳତା ପୂର୍ବକ ପୁରା କରିବେ ।