ଆଜିର ରାଶିଫଳ, 9 ମାର୍ଚ୍ଚ 2020, ସୋମବାର, ଏହି ୪ଟି ରାଶି ଉପରେ ମହାଦେବ ଙ୍କ କୃପା ବର୍ଷିବ

ଆଜି ସୋମବାର 9 ମାର୍ଚ୍ଚ ଦିନ ଆପଣଙ୍କ ପାଇଁ କେମିତି ରହିବ ? ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସହ ଜଡିତ ବହୁତ ସୂଚନା ବି ହାସଲ କରାଯାଇ ପାରିବ । କହିବାକୁ ଗଲେ ଗ୍ରହର ଗୋଚର ନକ୍ଷତ୍ରର ଗତି ଆଧାରରେ ହିଁ ରାଶିଫଳର ନିର୍ମାଣ କରାଯାଇଥାଏ ।

୧ – ମେଷ

ଆଜି ଆପଣଙ୍କୁ ଟଙ୍କା ସହ ଜଡିତ ସଠିକ ଯୋଜନା କରିବାରେ ଭଲ ଉପାୟ ମିଳିବାର ଅଛି । ଚାକିରିରେ ଅଫିସରମାନଙ୍କ ସହ ମତଭେଦ ହୋଇପାରେ । ପାରିବାରିକ ଜୀବନ ସୁଖମୟ ରହିବ । ଇଚ୍ଛାବିରୁଦ୍ଧ କୌଣସି ଅତିରିକ୍ତ ଦାୟିତ୍ଵ ମିଳିପାରେ । ମିତ୍ରମାନଙ୍କ ସହ ବୈଚାରିକ ମତଭେଦ ହୋଇପାରେ । କିନ୍ତୁ କୌଣସି ଦ୍ଵିତୀୟ ସ୍ଥାନ ଉପରେ ଯିବାକୁ ପଡିପାରେ ।

୨ – ବୃଷ

ଆଜି ଭାଗ୍ୟର ବିଶ୍ଵାସ କରନ୍ତୁ ନାହିଁ । ଦ୍ଵିତୀୟ ବ୍ୟକ୍ତିକୁ ଏହିଭଳି କାମ ନ କରିବା ପାଇଁ ବାଧ୍ୟ କରନ୍ତୁ ନାହିଁ । ଯାହାକୁ ଆପଣ ନିଜେ ସ୍ଵୟଂ କରିବାକୁ ଚାହୁଁ ନ ଥିବେ । କାମ ଓ ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ । ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ମାମଲାରେ ପରିସ୍ଥିତି କିଛି ଖାସ ରହିବ ନାହିଁ । ପ୍ରେମ ପ୍ରସଙ୍ଗରେ ବି ସନ୍ତୋଷ ରହିବେ । କୌଣସି ସମ୍ପର୍କୀୟ ବ୍ୟକ୍ତି ଆପଣଙ୍କୁ ବୁଲିବା ପାଇଁ ଡାକିପାରେ ।

୩ – ମିଥୁନ

ଆଜିର ଦିନ ଆପଣଙ୍କ ପାଇଁ କଥାବାର୍ତ୍ତାରେ ହିଁ କଟିଯିବ । ଆପଣ ନିଜର ପାର୍ଟନର ସହିତ ଇଣ୍ଟର୍ନେଟ ଉପରେ ସମୟ ବିତାଇବେ କିମ୍ବା ଫୋନରେ କଥାବାର୍ତ୍ତା ହୋଇ ପାରନ୍ତି । କୌଣସି ବି ପ୍ରକାରରେ ଆଜି ଆପଣ ଦୁଇ ଜଣ ଯୋଡି ରହିବେ । ଏକୁଟିଆ ଲୋକଙ୍କୁ ଇଣ୍ଟର୍ନେଟ ମାଧ୍ୟମରେ ଆଜି ନୂଆ ପାର୍ଟନର ମିଳିପାରେ । ଯୋଡି ଆଜି ନିଜର ସମ୍ପର୍କକୁ ଘୋଷଣା କରିବେ ।

୪ – କର୍କଟ

ଆଜି ନିଶ୍ଚିତ ରୂପରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିନ୍ତୁ ଏହା ସହିତ ଖର୍ଚ ବି ହେବ । ଗହରେଲୁ ସମସ୍ୟା ଛିଡା ହୋଇପାରେ । ଆଜିର ଦିନରେ କିଛି ନୂଆ ଦେଖିବାକୁ ମିଳିବ । ଆପଣଙ୍କ ଭିତରରେ ଥିବା ସାହାସ ବି ବଢିବ । ନିଜର ପରିବାରର ସଦସ୍ୟଙ୍କ ଭାବନାକୁ ଆହତ ନ ପହଞ୍ଚାଇବା ପାଇଁ ନିଜ କ୍ରୋଧ ଉପରେ କାବୁ ରଖନ୍ତୁ ।

୫ – ସିଂହ

ଆଜିର ଦିନରେ ଆପଣ ଘର, ଗାଡି ଓ ଅନ୍ୟ କାଗଜପତ୍ରକୁ ସମ୍ଭାଳି ରଖନ୍ତୁ । ପରିବାରର ଅବସ୍ଥା ଖରାପ ହୋଇପାରେ । ମାତାଙ୍କ ସ୍ୱାସ୍ଥ୍ୟ ବି ଖରାପ ହୋଇପାରେ । ଧନ – ପ୍ରତିଷ୍ଠା ର ବି ହାନି ହୋଇପାରେ । ମହିଳାଙ୍କ ସହିତ ସାବଧାନ ହୋଇ କଥାବାର୍ତ୍ତା କରନ୍ତି । ପାଣିରୁ ବଞ୍ଚି ରୁହନ୍ତୁ । ଅଧିକ ହାବୁକା ହେବା ଠାରୁ ବଞ୍ଚାନ୍ତୁ ।

୬ – କନ୍ୟା

ଆଜି ଆପଣଙ୍କ ସାମୀ ବହୁତ ଜଲ୍ଦି ଆଗକୁ ବଢିବ । ଆପଣଙ୍କ ଉନ୍ନତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବ । ବହୁତ ସଂଘର୍ଷ କରିବା ପରେ ଆପଣଙ୍କୁ କିଛି ସମସ୍ଯାରୁ ମୁକ୍ତି ମିଳିବ । ବର୍ତ୍ତମାନ ଧୀରେ ଧୀରେ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ବଡୁଥିବା ଆର୍ଥିକ କଷ୍ଟରୁ ମୁକ୍ତି ମିଳିବ । ସନ୍ଧ୍ୟା ସମୟରେ କୌଣସି ଖାସ ଅତିଥି ଆସି ପାରନ୍ତି ।

୭ – ତୁଳା

ଆଜି ସମଜାରେ ମାନ ପ୍ରତିଷ୍ଠା ବୁଦ୍ଧି ହେବ । ମିତ୍ରାମାନଙ୍କ ତରଫରୁ କିଛି ଲାଭ ବି ମିଳିବ ଓ ତାଙ୍କ ପଛରେ ଟଙ୍କା ବି ଖର୍ଚ ହେବ । ସୁନ୍ଦର ଜାଗାକୁ ବୁଲିବାକୁ ଯାଇ ପାରନ୍ତି । ଜୀବନସାଥି ଖୋଜୁଥିବା ଯୁବକମାନଙ୍କ ପାଇଁ ଆଜିର ଦିନ ଅନୁକୂଳ ଅଟେ । ପରିଶ୍ରମ କରିବା ଦ୍ଵାରା ନିଶ୍ଚିତ ଲାଭ ମିଳିବ । ପରିବାରରେ ସୁଖମୟ ପରିବେଶ ରହିବ । ଆଜି ଆପଣ ନିଜର ଜୀବନରେ ସଫଳତା ନିଶ୍ଚିତ ପ୍ରାପ୍ତ କରିବେ ।

୮ – ବିଚ୍ଛା

ଆଜି ଘରେ ଶାନ୍ତିପୂର୍ଣ ବାତାବରଣ ରହିବ । ଦୈନିକ କାର୍ଯ୍ୟରେ କିଛି ଅବରୋଧ ଆସିବ । ବିଦ୍ୟାର୍ଥୀମାନଙ୍କ ଭଲ ପ୍ରଦର୍ଶନ କରିବେ । ଏହିଭଳି ଚେଷ୍ଟା କରନ୍ତୁ କି ଯାହା ଦ୍ଵାରା ଆପଣଙ୍କ ବିବାଦ ଉଚ୍ଚ ଅଧିକାରୀଙ୍କ ସହ ନ ହେବ । ଶତ୍ରୁଙ୍କ ଠାରୁ କ୍ଷତି ପହଞ୍ଚିପାରେ, ସତର୍କ ରୁହନ୍ତୁ । ଧନର ଅଧିକ ଖର୍ଚ ମାନସିକ ସମସ୍ୟା ଦେବ । ଅତିଥିମାନଙ୍କ ଆଗମନ ହେବ ।

୯ – ଧନୁ

ଆଜିର ଦିନ ବିଭିନ୍ନ ଘଟଣା ଆପଣଙ୍କ ସହିତ ହେବ । ସମସ୍ତ ସମସ୍ୟାର ସମଧାନ ଆପଣନାକ ସାମ୍ନାରେ ଦେଖିବାକୁ ମିଳିବ । ଯଦି ଆପଣ ଆଖପାଖରେ ଲୋକମାନଙ୍କୁ ନିଜର ସମସ୍ୟା ବିଷୟରେ କହିବେ ତେବେ ସେମାନେ କିଛି ସାହାର୍ଯ୍ୟ କରିବେ । ଏହା ସହିତ ଆପଣଙ୍କ କାମ ପ୍ରତି ସମପ୍ରାଣ ଓ ନିଷ୍ଠା ରହିବ ।

୧୦ – ମକର

ଆଜି ଆପଣଙ୍କୁ ମାନସିକ ଓ ଶାରୀରିକ ଶାନ୍ତି ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବାର ଅଛି । କାର୍ଯ୍ୟକ୍ଷେତ୍ରରେ ମିତ୍ରାମାନଙ୍କ ସହଯୋଗ ମିଳିବ । କୌଣସି ବଡ ନିଷ୍ପତି ନେଇ ପାରନ୍ତି । କାର୍ଯ୍ୟକ୍ଷେତ୍ରରେ ମିତ୍ରାମାନଙ୍କ ସହଯୋଗ ମିଳିବ । କୌଣସି ବଡ ନିଷ୍ପତି ନିଅନ୍ତୁ ନାହିଁ ।

୧୧ – କୁମ୍ଭ

ଆଜି ଆପଣଙ୍କ ମନରେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆରୋଗ୍ୟ ପାଇଁ ଆଜିର ଦିନ ଶୁଭ ନୁହେଁ । ମନରେ ବ୍ୟଗ୍ରତା ରହିବ । ଗୋଟିଏ ପରେ ଗୋଟିଏ ସମସ୍ୟା ଦ୍ଵାରା ଆପଣଙ୍କ ଶାନ୍ତି ଭଙ୍ଗ ହେବ । ଏହାର ଉପାୟ ଏହା ଅଟେ କି ଆପଣ ଗୋଟିଏ ଗୋଟିଏ କରି ସମସ୍ୟାକୁ ସମଧାନ କରନ୍ତୁ । ଆଜି ଆପଣ ନିଜର କାର୍ଯ୍ୟକୁ କିଛି ଉପାୟରେ ଜଲ୍ଦି ପୁରା କରିବେ ।

୧୨ – ମୀନ

ଆପଣଙ୍କ ଟଙ୍କା ଆୟ କରିବାରେ କିଛି ଖାସ ଚାନ୍ସ ମିଳିପାରେ । ବ୍ୟାପାର ଓ ଉଦ୍ଯୋଗରେ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଆୟରେ ନୂଆ ସ୍ରୋତ ହାସଲ ହେବ । ପ୍ରେମ ସମ୍ବନ୍ଧରେ କିଛି ନୂତନତା ଦେଖିବାକୁ ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ସଚେଟ ରୁହନ୍ତୁ । ଆଜି ଆପଣ ନିଜର ପରିଜନମାନଙ୍କ ସଝିତ ଭଲ ସାମୀ ଅତିବାହିତ କରିବେ ।