ସାମ୍ନାକୁ ଆସିଲା ‘ମହାପ୍ରଳୟ’ର ଏକ ନୂଆ ତାରିଖ, ଜଲ୍ଦି ହିଁ ହୋଇଯିବ ସବୁକିଛି ଶେଷ – ରିସର୍ଚର

‘ଜଲ୍ଦି ହିଁ ଶେଷ ହୋଇଯିବ ଏହି ଦୁନିଆ… ସବୁକିଛି ନଷ୍ଟ ହୋଇଯିବ’… ପ୍ରାୟତଃ ଏହିଭଳି ଖବର ମିଡିଆ ଦ୍ଵାରା କୁହା ଯାଇଥାଏ । ଯାହାର ବହୁତ ଉଦାହରଣ ବି ଅଛି । କିନ୍ତୁ ପୁଣି ଥରେ ଏହିଭଳି ଖବର ଶୁଣିବାକୁ ମିଳୁଛି । ଆମେରିକାର ନ୍ୟୁୟର୍କ ୟୁନିବର୍ସିଟୀର ପ୍ରଫେସର ମିଶେଲ ରେମ୍ପିନୋ ରିସର୍ଚ ର ରିପୋର୍ଟ ପ୍ରକାଶ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି କି ଜଲ୍ଦି ହିଁ ପୁରା ଦୁନିଆ ବିନାଶ ହୋଇଯିବ ଓ ପୃଥିବୀରେ ଜୀବ ଜନ୍ତୁମାନଙ୍କର କୌଣସି ଅସ୍ତିତ୍ଵ ରହିବ ନାହିଁ ।

ଏହି ରିସର୍ଚରେ ଏହା ବି କୁହାଯାଇଛି କି ୨୬ କୋଟି ବର୍ଷ ପୂର୍ବେ ଏହିଭଳି କିଛି ହୋଇଥିଲା ଓ ସେହି ସମୟରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଥର ଏହି ପୃଥିବୀରେ ଜୀବ ଜନ୍ତୁ ଶେଷ ହୋଇ ଯାଇଛନ୍ତି । ସେହିପରି ପୁଣି ଥରେ ମଧ୍ୟ ଏହି ପୃଥିବୀରେ କିଛି ବି ବଞ୍ଚିବ ନାହିଁ । କହିଦେଉଛୁ କି ରିସର୍ଚର ଏହି ସବୁ କଥା ସୋସିଆଲ ମିଡିଆରେ ବହୁତ ଜଲ୍ଦି ଭାଇରାଲ ହେଉଛି ।

ସପ୍ତମ ଥର ହୋଇପାରେ ମହାପ୍ରଳୟ

ଆମେରିକାର ରିସର୍ଚ କରୁଥିବା ବୈଜ୍ଞାନିକମାନେ ଅନୁମାନ କରିଛନ୍ତି କି ଯେଉଁଭଳି ଭାବରେ ପୃଥିବୀର ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି, ତାହା ଦ୍ଵାରା ବହୁତ ଜଲ୍ଦି ମହାପ୍ରଳୟ ଆସିପାରେ । କିନ୍ତୁ ସପ୍ତମ ଥର ମହାପ୍ରଳୟ କେବେ ହେବ ଏହାର ସଠିକ ସୂଚନା ଦିଆ ଯାଇ ନାହିଁ । କିନ୍ତୁ ଅନୁମାନ ଲଗାଯାଉଛି ।

୬ ଥର ଆସିସାରିଛି ମହାପ୍ରଳୟ

ରିସର୍ଚରମାନେ ନିଜ ରିସର୍ଚ ରେ କହିଛନ୍ତି କି ଏହା ପୂର୍ବରୁ ୬ ଥର ମହାପ୍ରଳୟ ଆସିସାରିଛି ଓ ପୃଥିବୀ ଉପରେ କିଛି ବି ବଞ୍ଚି ନ ଥିଲା । ସେମାନେ କହିଛନ୍ତି କି ୨୬ କୋଟି ବର୍ଷ ପୂର୍ବେ ଏହି ମହାପ୍ରଳୟ ଆସିଥିଲା । ଯାହା ପରେ ପୃଥିବୀରେ କୌଣସି ବି ଜୀବ ଜନ୍ତୁ ବଞ୍ଚି ନ ଥିଲେ । ଏହାର ସବୁଠୁ ଅଧିକ କ୍ଷତି ସମୁଦ୍ର ଓ ମହାସାଗରକୁ ହୋଇଥିଲା ।

କହିଦେଉଛୁ କି ବୈଜ୍ଞାନୀମାନଙ୍କର ବି ଏହା ଅନୁମାନ ଅଟେ କି ବର୍ତ୍ତମାନ ପର୍ଯ୍ୟନ୍ତ ୫ ଥର ମହାପ୍ରଳୟ ଆସି ସାରିଛି ଓ ଏହା ଜ୍ୱାଳାମୁଖୀ ଫାଟିବା ଦ୍ଵାରା ହୋଇଥିଲା । କହିଦେଉଛୁ କି ବୈଜ୍ଞାନିକମାନେ ଏହି ମହାପ୍ରଳୟକୁ ଅର୍ଡୋବିଶିୟନ (୪୪.୩ କୋଟି ବର୍ଷ ପୂର୍ବେ), ଲେଟ ଡେବୋନିୟନ (୩୭ କୋଟି ବର୍ଷ ପୂର୍ବେ), ପର୍ମିୟନ (୨୫.୨ କୋଟି ବର୍ଷ ପୂର୍ବେ), ଟ୍ରାୟସିକ (୨୦.୧ କୋଟି ବର୍ଷ ପୂର୍ବେ) ଓ କ୍ରେଟେଶିୟସ (୬.୬ କୋଟି ବର୍ଷ ପୂର୍ବେ) ରେ ବାଣ୍ଟିଛନ୍ତି ।

୨୬ କୋଟି ବର୍ଷ ପରେ ଆସିଥାଏ ମହାପ୍ରଳୟ

ରିସର୍ଚରମାନଙ୍କର ରିପୋର୍ଟରେ କୁହାଯାଇଛି କି ପ୍ରତ୍ୟେକ ୨୬-୨୭ କୋଟି ବର୍ଷ ପରେ ମହାପ୍ରଳୟ ଆସିଥାଏ । ଯେଉଁଥିରେ ପୁରା ଦୁନିଆ ନଷ୍ଟ ହୋଇଯାଏ । ଏମିତିରେ ଏହି ରିପୋର୍ଟରେ କୁହାଯାଇଛି କି ବର୍ତ୍ତମାନ ଏହି ସମୟ ପୁରା ହୋଇ ସାରିଛି, ଏମିତିରେ ଜଲ୍ଦି ହିଁ ଦୁନିଆ ନଷ୍ଟ ହୋଇଯିବ ।

ନୋଟ – ଏହି ଖବରର କୌଣସି ପୃଷ୍ଟି ହୋଇ ନାହିଁ । ଏହି ଖବର କେବଳ ରିସର୍ଚରମାନଙ୍କର କହିବା ଅନୁସାରେ ଲେଖା ଯାଇଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।