କିପରି ହୋଇଥାନ୍ତି ଫେବୃୟାରୀ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି, ଜାଣନ୍ତୁ ଏହି ମାସରେ ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ ଗୁପ୍ତ ଓ ଖାସ୍ କଥା

ପିଲାଦିନରେ ଆପଣ ବି ବର୍ଥଡେଟ ହିସାବରେ ନିଜ ମୁହଁରେ ନିଜର ବର୍ଥଡେର କାଉଣ୍ଟିଂ କରିଥିବେ, ସେତେବେଳେ ତୁମକୁ କୁହାଯାଇଥିବ କି ଆପଣ କେଉଁ ସ୍ଵଭାବର ଓ କେମିତି ଅଟନ୍ତି । ଏହି ଗେମ ଆପଣ ବି ପିଲାଦିନେ ନିଶ୍ଚୟ ଖେଳିଥିବେ । କିନ୍ତୁ ଯଦି ଜ୍ୟୋତିଷ ଶାସ୍ତ୍ର କଥା କହିବା ତେବେ ତା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ପର୍ସନାଲିଟି ତାର ଜନ୍ମ ମାସ ଓ ତାରିଖ ଉପରେ ନିର୍ଭର କରିଥାଏ । ପ୍ରତ୍ୟେକ ମାସ ବା ଦିନର ଏକ ଅଲଗା ସ୍ଵଭାବ ବା ପ୍ରକୃତି ହୋଇଥାଏ ।

ଯାହାକୁ ଆଧାର କରି ସେହି ମଣିଷର ଗୁଣ, ସଉକ, ତାର ଭଲ ମନ୍ଦ ଗୁଣ ଓ ସ୍ଵଭାବ ହେବା ନିଶ୍ଚିତ ଅଟେ । ଆଜି ଆମେ ଆପଣଙ୍କୁ ଫେବୃୟାରୀ ମାସରେ ଜନ୍ମ ହେଉଥିବା ଲୋକଙ୍କର କିପରି ପର୍ସନାଲିଟି ହୋଇଥାଏ ତାହା ବିଷୟରେ ଜଣାଇବୁ ।

ଫେବୃୟାରି ମାସରେ ଜନ୍ମ ହୋଇଥିବା ଲୋକଙ୍କ ପର୍ସନାଲିଟି

ଜଣାଇ ଦେଉଛୁ କି ଯେଉଁ ଲୋକଙ୍କ ଜନ୍ମ ଫେବୃୟାରୀ ମାସରେ ହୋଇଥାଏ ସେମାନେ ବହୁତ ଆଟ୍ରାକ୍ଟିବ ପର୍ସନାଲିଟିର ହୋଇଥାନ୍ତି । ସେମିତି ତ ଏମାନଙ୍କ ସ୍ଵଭାବ ବହୁତ ଶାନ୍ତ ହୋଇଥାଏ କିନ୍ତୁ ଏମାନେ ବହୁତ ବିଚାରଶୀଳ ହୋଇଥାନ୍ତି ।

ଏହି ଲୋକଙ୍କର ସବୁଠୁ ବଡ ବିଶେଷ ଗୁଣ ହୋଇଥାଏ ସେଲ୍ଫ କଣ୍ଟ୍ରୋଲ । ପରିସ୍ଥିତି ଯେମିତି ବି ହେଉ ତାଙ୍କୁ ଏହାକୁ କିପରି ହ୍ୟାଣ୍ଡେଲ କରିବାର ଅଛି ତାଙ୍କୁ ଭଲ ଭାବେ ଜଣାଥାଏ ଓ ଶାନ୍ତ ଭାବରେ ତାକୁ ସମାଧାନ ମଧ୍ୟ କରନ୍ତି ।

ଏମାନେ ସ୍ଵଭାବରେ ବହୁତ ଲାଜକୁଳା ହୋଇଥାନ୍ତି କିନ୍ତୁ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି ।

ଏମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ବହୁତ ବୁଦ୍ଧିମାନ ହୋଇଥାନ୍ତି ଯେଉଁ କାରଣରୁ ସେମାନେ ନିଜ କ୍ୟାରିଅରରେ ବହୁତ ଭଲ ହୋଇଥାନ୍ତି ।

ଏମାନେ ନିଜ ପାର୍ଟନର ଭାବିଚିନ୍ତି ବାଛିଥାନ୍ତି ଓ ସେମାନଙ୍କୁ ନିଜ ପାର୍ଟନର ସହିତ ସମୟ ବିତାଇବାକୁ ପସନ୍ଦ ହୋଇଥାଏ ।

ଏମାନେ ବହୁତ ହୃଦୟବାନ ମଧ୍ୟ ହୋଇଥାନ୍ତି ଓ ଏମାନେ କୌଣସରେ କଞ୍ଜୁସି କରନ୍ତି ନାହିଁ । ଏମାନେ ଯାହାକୁ ପସନ୍ଦ କରିଥାନ୍ତି ତା ପାଇଁ ହୃଦୟ ଖୋଲି ପଇସା ଖର୍ଚ୍ଚ କରିଥାନ୍ତି ।

ଏହି ଲୋକ ନିର୍ମଳ ହୃଦୟର ହୋଇଥାନ୍ତି, ଏଥିପାଇଁ ଲୋକ ଏମାନଙ୍କର ଫାଇଦା ଉଠାଇଥାନ୍ତି ।

ଏହି ଲୋକ କର୍ମ ଉପରେ ଅଧିକ ଭରସା କରିଥାନ୍ତି । ଏମାନେ କାହାର ଖରାପ ଭାବନ୍ତି ନାହିଁ ତା ସହିତ ଏମାନେ ବହୁତ ଇମୋସନାଲ ହୋଇଥାନ୍ତି ।

ଫେବୃୟାରୀ ମାସରେ ଜନ୍ମ ହୋଇଥିବା ଲୋକଙ୍କର ଲକି ନମ୍ବର

4, 8, 12, 22 ଓ 28

ଫେବୃୟାରୀ ମାସରେ ଜନ୍ମ ଲୋକଙ୍କର ଲକି କଲର

କଳା, ନୀଳ, ବାଇଗେଣୀ ଓ ସବୁଜ

ଫେବୃୟାରୀ ମାସରେ ଜନ୍ମ ଲୋକଙ୍କର ଲକି ଡେ

ମଙ୍ଗଳବାର ଓ ଶନିବାର

ଫେବୃୟାରୀ ମାସରେ ଜନ୍ମ ଲୋକଙ୍କର ଲକି ଷ୍ଟୋନ

ନିଲମ ଓ ପନ୍ନା

ଏହି ମାସରେ ହୋଇଛି ଏହି ଫେମସ ପର୍ସନାଲିଟି ଜନ୍ମ

ସାହିଦ କପୁର, ଅଭିଷେକ ବଚ୍ଚନ, ମଧୁବାଲା, ଜୟଲଳିତା, ଜଗଜୀତ ସିଂହ, ପୂଜା ଭଟ୍ଟ, ଊର୍ମିଳା ମାତୋଣ୍ଡକର , କୁମାର ବିଶ୍ଵାସ ଆଦି ।

ଯଦି ଆପଣଙ୍କୁ ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ଏମିତି ନୂଆ ନୂଆ ଆର୍ଟିକିଲ ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।