ଇଣ୍ଡଷ୍ଟ୍ରିରେ ବଲୀଉଡରେ ଅଭିନେତ୍ରୀମାନେ ଆରମ୍ଭରୁ ହିଁ ନିଜର ଅଭିନୟ ଓ ସୁନ୍ଦରତାର ଜଲୱା ଦେଖାଇଛନ୍ତି ଓ ପରଦା ଉପରେ ରାଜ ବି କରୁଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀ ଏମିତି ଅଛନ୍ତି ଯେଉଁମାନେ ନିଜର ଅସଲ ନାମ ଓ ଅସଲ ଧର୍ମ ଦ୍ଵାରା ବଲୀଉଡର ନା କରି ନାହାନ୍ତି । ସେମାନେ ବଲୀଉଡରେ ସଫଳ ହେବା ପାଇଁ ନିଜର ନାମ ଓ ଧର୍ମ ଦୁଇଟି ଯାକ ବଦଳାଇ ଦେଇଛନ୍ତି ।
ଆଜି ପର୍ଯ୍ୟନ୍ତ ଆପଣ ଦିଲୀପ କୁମାର ଉର୍ଫ ଯୁସୂଫ ଖାନଙ୍କ ବିଷୟରେ ଜାଣିଥିବେ । କିନ୍ତୁ ଆପଣଙ୍କୁ କିଛି ଏମିତି ଅଭିନେତ୍ରୀଙ୍କ ବିଷୟରେ କହିଦେଉଛୁ ଯେଉଁମାନେ ନିଜର ଧର୍ମ ବଦଳାଇଲେ ଓ ବଲୀଉଡରେ ସଫଳ ହୋଇଛନ୍ତି ।
ମଧୁବାଲା
ମଧୁବାଲା ନିଜର ଅଭିନୟ ଦ୍ଵାରା ଲୋକମାନଙ୍କୁ ଦିବାନ କରି ଦେଇଥିଲେ । ତାଙ୍କର ସୁନ୍ଦରତା ଏମିତି ଥିଲା ଯେମିତି କି କୌଣସି ଅପ୍ସରା ପୃଥିବୀକୁ ଓଲାହାଇ ଆସିଛନ୍ତି । ମଧୁବାଲାଙ୍କର ଅସଲ ନାମ ମୁମତାଜ ବେଗମ ଅଟେ, କିନ୍ତୁ ବଲୀଉଡରେ ଆସିବା ପୁର୍ବରୁ ସେ ନିଜର ନାମ ମଧୁବାଲା କରିଦେଲେ ଓ ଏହି ନାମ ହିଁ ତାଙ୍କୁ ଅମର କରିଦେଲା । କହିବାକୁ ଗଲେ ସେ ଅନାରକଲୀର ଅଭିନୟ କରି ସବୁଠୁ ଅଧିକ ପ୍ରଶଂସିତ ହୋଇଥିଲେ ।
ରୀନା ରୟ
ରୀନା ନାମରେ ସେ ଏକ ହିନ୍ଦୁ ଲାଗୁଛନ୍ତି, କିନ୍ତୁ ସେ ଏକ ମୁସ୍ଲିମ ପରିବାରର ଅଟନ୍ତି । ରୀନାଙ୍କର ଅସଲ ନାମ ସାୟରା ଅଲୀ ଅଟେ । ୧୯୭୨ରେ ଫିଲ୍ମ ‘ଜରୁରତ’ରୁ ରୀନା ପରଦାରେ ଏଣ୍ଟ୍ରି କରିଥିଲେ ଓ ସେହି ସମୟରେ ହିଁ ସେ ନିଜର ନାମ ବଦଳାଇ ଦେଇଥିଲେ ।
ତବ୍ବୂ
ବଲୀଉଡରେ ବର୍ସଟାଇଲ ଅଭିନେତ୍ରୀ ମଧ୍ୟରେ ନିଜର ପରିଚୟ କରିଥିବା ତବ୍ବୂ ବି ମୁସ୍ଲିମ ପରିବାର ସହ ସମ୍ବନ୍ଧ ରଖିଥାନ୍ତି । ତବ୍ବୂଙ୍କର ପୁରା ନାମ ତବ୍ବସୁମ ଫାତିମା ହାଶମୀ ଅଟେ । ତବ୍ବୂ କେବେ ବି ନିଜର ନାମକୁ ପୁରା ବ୍ୟବହାର କରନ୍ତି ନାହିଁ ।
ଆଲିୟା ଭଟ୍ଟ
ବଲୀଉଡର କ୍ୟୁଟେସ୍ଟ ଷ୍ଟାର ଆଲିୟା ଭଟ୍ଟ ଆଜି ପରଦା ଉପରେ ରାଜ କରୁଛନ୍ତି । ଅଳ୍ପ ବୟସରେ ହିଁ ସେ ବଲୀଉଡରେ ନିଜର ପରିଚୟ କରି ସାରିଛନ୍ତି । ଆଲିୟା ବି ଅସଲରେ ମୁସ୍ଲିମ ପରିବାରର ଅଟନ୍ତି । ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇ ପାରନ୍ତି, କିନ୍ତୁ ଆଲିୟା ଭଟ୍ଟ ପୁରାପୁରି ହିନ୍ଦୁ ବି ନୁହନ୍ତି ଓ ନା ହିଁ ମୁସ୍ଲମାନ ବି । ଆଲିୟା ଭଟ୍ଟ ଜେଜେବାପାଙ୍କର ନାମ ଶିରିନ ମୋହମ୍ମଦ ଅଲୀ ଥିଲା ।
ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।