ସୁନ୍ଦରୀ ମହିଳାର ଦେହ ଦେଖି ସମ୍ଭାଳି ପାରିଲାନାହିଁ ସଫେଇ ବାଲା ! ଆଉ ତାପରେ କରିଦେଲା କିଛି ଏପରି… । ତେବେ ଖବର ମୁତାବିକ ବିକ୍ରମ ନାମକ ଜଣେ ସଫେଇ ବାଲା ଓ ତା’ ର ସ୍ତ୍ରୀ ଘର ଘର ବୁଲି ଲୋକଙ୍କ ଘରେ ସଫେଇ କାର୍ଯ୍ୟ କରିଥାନ୍ତି । ତେବେ ସେହି ବିକ୍ରମ ମଧ୍ୟ ଜଣେ ଯୁବତୀଙ୍କ ଘରକୁ ସଫାସୁଫି କରିବା ପାଇଁ ଆସୁଥିଲା । ସେଠାରେ ସଫେଇ କରିବା ସମୟରେ ସେହି ଘରର ଯୁବତୀଙ୍କ ଉପରେ ବିକ୍ରମର ନଜର ଥିଲା ।
କିଛି ଦିନ ଯୁବତୀଙ୍କ ଉପରେ ନଜର ରଖି ରଖି ଦିନେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବ ବୋଲି କହିଥିଲା । ପରେ ଯୁବତୀ ଜଣଙ୍କର ବିକ୍ରମର ଏଇ କଥା ଶୁଣି ତାକୁ ରୋକଠୋକ ମନା କରିଦେଇଥିଲେ । ପରେ ଯୁବତୀ ଜଣଙ୍କ ସେହି କଥାକୁ ଅଣଦେଖା କରି ଚାଲି ଯାଉଥିବା ବେଳେ ବିକ୍ରମ ସାଜି ଯାଇଥିଲା ନରରୂପୀ ରାକ୍ଷସ । ପରେ ସେହି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ତାଙ୍କୁ ବାଧ୍ୟ କରିଦେଇଥିଲା । ଯେତେବେଳେ ଯୁବତୀ ଜଣଙ୍କ ଆରାଜି ହୋଇଥିଲେ ।
ସେତେବେଳେ ଯୁବତୀଙ୍କୁ ମାରି ତ’ ଶବ ଶହ ଦୁଷ୍କର୍ମ କରିବାକୁ ଲାଗିଥିଲେ । ତେବେ ଦୀର୍ଘ ୫ ଘଣ୍ଟା ଧରି ମୃ-ତ ଯୁବତୀଙ୍କ ସହ ସେହି ଜଲ୍ହାଦଟି ଦୁଷ୍କର୍ମ କରିଥିଲା । ସେହି ସମୟରେ ବିକ୍ରମ ଜଣେ ସାଧାରଣ ମଣିଷରୁ ଏକ ନର ରୂପୀ ଜଲ୍ହାଦ ପାଲଟି ଯାଇଥିଲା । ତେବେ ମୁମ୍ବାଇର ପୋଵାଇ ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ଯୁବତୀ ଜଣଙ୍କ ମୁମ୍ବାଇରେ ପୋୱାଇ ଠାରେ ଏୟାର ହୋସଟେଡର ଟ୍ରେନିଙ୍ଗ ନେଉଥିଲେ ।
ଛତିଶଗଡର ରାୟପୁରର ଅଞ୍ଚଳର ଏହି ଯୁବତୀ ମୁମ୍ବାଇରେ ରହୁଥିବା ସମୟରେ ତାଙ୍କ ସହ କିଛି ଏପରି ଘଟି ଯାଇଥିଲା । ଏହି ଘଟଣାର ସୁରାଗ ପାଇ ଘଟଣାର ତଦନ୍ତ ପୋଲିସ କରିଥିଲା । ପରେ ଏହି ଜଘନ୍ୟ କାଣ୍ଡ ସେହି ଯୁବତୀଙ୍କ ଘରକୁ ଆସିଥିବା ବିକ୍ରମ କରିଛି ବୋଲି ଜଣା ପଡିଥିଲା ।
ତେବେ ସଫେଇ ବାଲା ଅଭିଯୁକ୍ତ ବିକ୍ରମକୁ ଧରିବା ପରେ ପୋଲିସ କେଉଁ କାର୍ଯ୍ୟନୁଷ୍ଠାନ ନେଉଛି । ତାହା ଦେଖିବାକୁ ଅପେକ୍ଷା ରହିଲା । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ