ସୀମା ହାଇଦର ନୁହେଁ ପାକିସ୍ତାନୀ ଆର୍ମି ମେଜର । ଆର୍ମି ରୁ ପ୍ରମୋଟ ହୋଇ ISI ରେ ଭର୍ତ୍ତି ହୋଇଛନ୍ତି । ଭାରତ ଜାଣି ପାରିଲା ସୀମା ହେଉଛି ପାକିସ୍ତାନୀ ଆର୍ମି ମେଜର । ହଁ ଦର୍ଶକ ବନ୍ଧୁ ଗତ କିଛି ଦିନ ପାକିସ୍ତାନ ରୁ ସୀମା ହାଇଦରା ନାକମ ଜଣେ ମହିଳା ଭାରତ ଆସିଛନ୍ତି । PUBG ଖେଳରୁ ଆରମ୍ଭ ହୋଇଥିଲା ବନ୍ଧୁତା ଆଉ ତା ପରେ ବନ୍ଧୁତା ପ୍ରେମର ରୂପ ନେଇଥିଲା । ସୀମା ହାଇଦର ପାକିସ୍ତାନୀ ମହିଳା ହୋଇ ଭାରତର ଯୁବକ ଙ୍କୁ ଭଲ ପାଇ ବସିଥିଲେ ବୋଲି ଚର୍ଚ୍ଚା ହେଉଥିଲା ।
ଆଉ ସୀମା ନିଜର 4 ପିଲାଙ୍କୁ ଧରି ପାକିସ୍ତାନ ରୁ ନିଜ ଘର ବିକ୍ରି କରି ଭାରତର ଆସିଛନ୍ତି ଯାହାକୁ ନେଇ ଏବେ ତୀବ୍ର ବିରୋଧ କରା ଯାଉଛି । ଆଉ ଏହାରି ମଧ୍ୟରେ ସୀମା ହାଇଦର ଙ୍କ ପ୍ରକୃତ ପରିଚୟ ସାମ୍ନା କୁ ଆସିଛି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ପାକିସ୍ତାନ ମହିଳାର ପରିଚୟ ସୀମା ହାଇଦର ନୁହେଁ ସାମ୍ୟା ରେହମାନ ।
ସାମ୍ୟା ରେହମାନ କୁଆଡେ ପାକିସ୍ତାନୀ ଆର୍ମି ର ମେଜର ଥିଲେ । ଏହା ପରେ ସେଠାରୁ ସେ ପ୍ରମୋଟ ହୋଇ ISI ରେ ଭର୍ତ୍ତି ହୋଇଥିଲେ । ସୂଚନା ଅନୁଯାୟୀ ନିଜକୁ ସୀମା ହାଇଦର ପରିଚୟ ଦେଇ ଭାରତ ଆର୍ମି ରେ ଭର୍ତ୍ତି ହେବାକୁ ଭାରତ ଆସିଛନ୍ତି । ଆଉ ନିଜ ପ୍ରେମ ଜାଲରେ ଯୁବ ପିଢୀ ମାନ ଙ୍କୁ ଫସାଇ ଫେଥ ପରିଚୟ ପତ୍ର ତିଆରି କରି ଭାରତୀୟ ଆର୍ମି ରେ ଭର୍ତ୍ତି ହୋଇ ସମସ୍ତ ଗୁପ୍ତ ତଥ୍ୟ କୁ ପାକିସ୍ତାନ କୁ ଦେବା ପାଇଁ ସୀମା ହାଇଦର ବା ପାକିସ୍ତାନ ଆର୍ମି ମେଜର ଭାରତ ଆସିଛନ୍ତି ବୋଲି ଏବେ ଚାରି ଆଡେ ଚର୍ଚ୍ଚା ହେଉଛି ।
ଏମିତିକି ନିଜ ସହ ଆଣିଥିବା 4 ପିଲା ମଧ୍ୟ ତାଙ୍କର ନୁହେଁ ବୋଲି ମଧ୍ୟ ଦାବି ହୋଇଛି । ଟ୍ବିଟର ରେ ଭଗବା କ୍ରାନ୍ତି ନାମକ ଏକ ଆକାଉଣ୍ଟ ରେ ଦାବି ହୋଇଛି ସୀମା ହାଇଦର ଙ୍କୁ ନେଇ । ଅନ୍ୟ ପଟେ ସୀମା ହାଇଦର ଙ୍କ ବିବାହ ପ୍ରମାଣ ପତ୍ର ମଧ୍ୟ ସାମ୍ନା କୁ ଆସିଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସାମ୍ୟା ରେହମାନ ଙ୍କୁ ନେଇ ୟୁପି ପୋଲିସ ଏବେ ହରଡ ଘଣା ରେ ପଡିଛି ।
ଏବେ ୟୁପି ପୋଲିସ ଖୋଳ ତାଡ ଖୋଲୁଛି ସୀମା ହାଇଦର କାହିଁକି ଭାରତ ଆସିଛି ? କେଉଁ ଉଦ୍ଦେଶ୍ୟ ନେଇ ସୀମା ପାକିସ୍ତାନ ରୁ ଭାରତ ଆସିଛି ? ଏ ସବୁ ପ୍ରଶ୍ନ ର ଉତ୍ତର ଏବେ ୟୁପି ପୋଲିସ ଖୋଜୁଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।