ରାତିରେ ଶୋଇବା ପୂର୍ବରୁ ଏହି ଚମତ୍କାରୀ ପ୍ରାକୃତିକ କାଢା ସେବନ କରନ୍ତୁ, ଅଟକି ରହିଥିବା ଋତୁସ୍ରାବ ସକାଳୁ ସକାଳୁ ହୋଇପଡିବ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହିଳା ମାନଙ୍କର ପିରିୟଡ୍ସ ହେବ ଏକ ସାଧାରଣ ପ୍ରକ୍ରିୟା ଅଟେ । ତେବେ ଏହା ମହିଳାଙ୍କ ଠାରେ ହେବା ମଧ୍ୟ ନିହାତି ଜରୁରୀ ଅଟେ । ହେଲେ ଅନେକ ଝିଅ ତଥା ମହିଳା ମାନଙ୍କର ପିରିଅଡ ହେବା ବେଳେ ଅନିୟମିତତା ଦେଖା ଦେଇଥାଏ । ଯେଉଁ କାରଣରୁ ଯେଉଁ ସମୟରେ ପିରିଅଡ ହେବା କଥା । ସେହି ସମୟରେ ନହୋଇ ବହୁତ ଦିନ ଗଡିଯାଇଥାଏ । ଏହା ସହ ପିରିଅଡ ହେବା ସମୟରେ ମଧ୍ୟ ପେଟ ଯନ୍ତ୍ରଣା ବହୁତ ହୋଇଥାଏ ।

ତେବେ ଯଦି ପିରିଅଡ ଜନିତ ଏଭଳି କିଛି ସମସ୍ଯାର ଆପଣ ମଧ୍ୟ ସାମ୍ନା କରୁଥାନ୍ତି । ତେବେ ଆମେ କହିବାକୁ ଯାଉଥିବା ଏହି ପ୍ରାକୃତିକ ଉପାୟଟି ନିହାତି ଭାବେ ଆପଣ ବ୍ୟବହାର କରି ଦେଖନ୍ତୁ । ତେବେ ଏହି ରେମିଡିଟି କରିବା ପାଇଁ ଆପଣ ପ୍ରଥମେ ଏକ ପାତ୍ରକୁ ଗ୍ଯାସରେ ବସାଇ ସେଥିରେ ୧ ଗ୍ଳାସ ପାଣି ଢାଳନ୍ତୁ । ଏହାପରେ ସେହି ଫୁଟୁଥିବା ପାଣିରେ ଅଦାକୁ ୪ ରୁ ୫ ଖଣ୍ଡ ଛୋଟ ଛୋଟ ପିସରେ କାଟି ସେହି ପାଣିରେ ପକାନ୍ତୁ ।

ଏହାପରେ ଏହି ପାଣିକୁ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଫୁଟାଇ ସାରିବା ପରେ ତାହାକୁ ଛାଣି କରି ଅନ୍ୟ ଏକ ପାତ୍ରକୁ ସେହି ପାଣିକୁ ନେଇ ଆସନ୍ତୁ । ସେହି ଗରମ ପାଣି ଅଳ୍ପ ଥଣ୍ଡା ହେବ ପରେ ସେଥିରେ ଆପଣ ୧ ଚାମଚ ମିଶାଇ ପାଣିକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତାପରେ ଆପଣଙ୍କ ରେମିଡି ବନି କରି ପ୍ରସ୍ତୁତ ହୋଇଯିବ । ଆପଣ ଋତୁସ୍ରାବ ଭଳି ସମସ୍ଯା ପାଇଁ ଦିତୀୟ ଉପଚାରଟି ମଧ୍ୟ କରିପାରିବେ ।

ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ଏକ ପାତ୍ରରେ ଏକ ଗ୍ଳାସ ପାଣି ଦେଇ ଗ୍ଯାସରେ ବସାଇ ଫୁଟାନ୍ତୁ । ତାପରେ ସେହି ଗରମ ପଣିରେ ୧ ଚାମଚ ଜୀରା ପକାନ୍ତୁ । ୨ ମିନିଟ ଏହି ପଣି ଭଲରେ ବଏଲ ହୋଇସାରିବା ପରେ ତାହାକୁ ଅନ୍ୟ ଏକ ପାତ୍ରକୁ ଛାଣି ଆଣନ୍ତୁ । ତାପରେ ସେହି ପାଣିରେ ଏକ ଚାମଚ ବ୍ରାଉନ ସୁଗାର ମିଶାନ୍ତୁ ।

ଯଦି ଏହା ନଥାଏ, ତେବେ ଆପଣ ସେହି ପାଣିରେ ସାଧାରଣ ଚିନୀ ମଧ୍ୟ ମିଶାଇ ପାରିବେ । ଯଦି ଆପଣଙ୍କର ୨ ରୁ ୩ ମାସ ଧରି ପିରିଅଡ ହୋଇନାହିଁ । ତେବେ ଆପଣ ଅଦାରେ ପ୍ରସ୍ତୁତ କରିଥିବା ରେମିତିକୁ ରାତିରେ ଶୋଇବା ପୂର୍ବରୁ ୨ ରୁ ୩ ରାତି ସେବନ କରିକି ଶୁଅନ୍ତୁ ।

ଦେଖିବେ ସକାଳୁ ଉଠିବ ପରେ ଆପଣଙ୍କର ଋତୁସ୍ରାବ ଜନିତ ସମସ୍ଯା ଦୂର ହୋଇ ସାରିଥିବ । ଯଦି ଆପଣଙ୍କର ସପ୍ତାହରୁ ୧୦ ଦିନ ପର୍ଯ୍ୟନ୍ତ ପିରିଅଡ ଗଡି ଯାଇ ବିଳମ୍ବ ହୋଇଛି । ତେବେ ଏଥିପାଇଁ ଆପଣ ଜୀରାରୁ ପ୍ରସ୍ତୁତ ଉପାୟର ସେବନ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ