ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।
1- କେଉଁ ପଶୁ ସବୁଠୁ ଅଧିକ ଭାବୁକ ହୋଇଥାଏ ?
ଉ: ହାତୀ ସବୁଠୁ ଅଧିକ ଭାବୁକ ।
2- ଏମିତି କେଉଁ ଫଳ ଅଛି ଯାହାକୁ ଲୋକେ ଖାଇଥାନ୍ତି ଆଉ ପିଇଥାନ୍ତି ମଧ୍ୟ ?
ଉ: ନଡିଆକୁ ଖାଇଥାଉ ଓ ପିଇଥାଉ ।
3- କେଉଁ ସାଗରରେ ଗୋଟିଏ ହେଲେ ବି ମାଛ ନାହାନ୍ତି ?
ଉ: ମୃତ ସାଗର ।
4- ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେଉଁ ଜିନିଷ ଖାଇବାକୁ ସବୁଠୁ ଅଧିକ ପସନ୍ଦ ହୋଇଥାଏ ?
ଉ: ଢୋକଲା, ଏକ ପ୍ରକାର ଗୁଜୁରାଟୀ ଖାଦ୍ଯ ।
5- ଏମିତି କେଉଁ କୋଟ୍ ଅଛି ଯାହାକୁ ଆମେ ପିନ୍ଧି ପାରିବା ନାହିଁ ?
ଉ: ପଠାନକୋଟ୍ ।
6- ନରେନ୍ଦ୍ର ମୋଦି କାହା ହାତ ରନ୍ଧା ଖାଦ୍ଯ ଖାଇବାକୁ ସବୁଠୁ ବେଶୀ ପସନ୍ଦ କରନ୍ତି ?
ଉ: ନିଜ ମା ହୀରାବେନଙ୍କ ହାତରନ୍ଧା ଖାଦ୍ଯ ।
7- କଳା ଗୋଲାପ କେଉଁଠି ଦେଖିବାକୁ ମିଳେ ?
ଉ: ତୁର୍କୀ ରେ କଳା ଗୋଲାପ ମିଳେ ।
8- କୁଲର କୁ ଓଡିଆ ରେ କଣ କୁହାଯାଏ ?
ଉ: ଶୀତଳ ଯନ୍ତ୍ର କୁହାଯାଏ ।
9- ମନୁଷ୍ୟ ମରିଯିବା ପରେ ତା’ର ମସ୍ତିଷ୍କ ଏକ ସ୍ଵପ୍ନ ଭଳି କେତେ ସମୟ ଯାଏଁ ଦେଖିଥାଏ ?
ଉ: 7 ମିନିଟ ପର୍ଯ୍ୟନ୍ତ ।
10- ଭାରତରେ ଭୁତ ମାନଙ୍କ ଗାଁ କେଉଁଠାରେ ଅବସ୍ଥିତ ?
ଉ: କୁଲଧରା, ରାଜସ୍ଥାନ ରାଜ୍ୟରେ ଅବସ୍ଥିତ ।
11- ସୁଏଜ କେନାଲ କେଉଁ ଦୁଇଟି ସାଗରକୁ ଯୋଡି ଥାଏ ?
ଉ: ଭୂମଧ୍ୟ ସାଗର ଏବଂ ଲାଲ ସାଗର କୁ ଯୋଡି ଥାଏ ।
12- ଦୁନିଆର ସବୁଠୁ ଅଧିକ ଅଳସୁଆ ଦେଶ ଭାବେ କିଏ ପରିଚିତ ?
ଉ: ଇଣ୍ଡୋନେସିଆ ।
13- ଦେବଦାସ ଉପନ୍ୟାସ କିଏ ରଚନା କରିଥିଲେ ?
ଉ: ଶରତ ଚନ୍ଦ୍ର ଚାଟ୍ଟାର୍ଜି ।
14- ଡେବିସ କପ୍ କେଉଁ ଖେଳ ସହ ସମ୍ବନ୍ଧିତ ଅଟେ ?
ଉ: ଲନ ଟେନିସ ସହ ସମ୍ବନ୍ଧିତ ।
15- ଆନ୍ତରାଷ୍ଟ୍ରୀୟ ମହିଳା ଦିବସ କେବେ ପାଳନ କରାଯାଏ ?
ଉ: 8 ମାର୍ଚ୍ଚ ।
16- ଗାନ୍ଧୀଜୀଙ୍କ ଦ୍ଵାରା ଆରମ୍ଭ କରା ଯାଇଥିବା ସାପ୍ତାହିକ ପତ୍ରିକାର ନାମ କଣ ?
ଉ: ୟଙ୍ଗ ଇଣ୍ଡିଆ ।
17- ଅଫିମ ଗଛର କେଉଁ ଭାଗରୁ ପ୍ରସ୍ତୁତ କରାଯାଏ ?
ଉ: ଫୁଲରୁ ।
18- ପୃଥିବୀର ସବୁଠୁ ପ୍ରଥମ ଫଳ କେଉଁଟି ?
ଉ: କଦଳୀ ।
19- କେଉଁ ଦେଶରେ ସୂର୍ଯ୍ୟ 76 ଦିନ ଯାଏଁ ଅସ୍ତ ହୁଅନ୍ତି ନାହିଁ ?
ଉ: ନରୱେ ।
20- ତାହା କେଉଁ ବୁକ୍ ଯାହାକୁ ପିଲାଠୁ ବୁଢା ଓ ଯବାନ ଯାଏଁ ସମସ୍ତେ ପସନ୍ଦ କରନ୍ତି ?
ଉ: ଫେସବୁକ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।