ମନ୍ଦାର ଫୁଲ 24 ଘଣ୍ଟାରେ ଆପଣଙ୍କ ଭାଗ୍ୟ ବଦଳାଇ ଦେବ, କେବେ ଓ କେମିତି ଏହାର ବ୍ୟବହାର କଲେ ମିଳିଥାଏ ଅତ୍ୟନ୍ତ ଶୁଭଫଳ ? ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ମନ୍ଦାର ଫୁଲ ଠାକୁରଙ୍କ ପୂଜାରେ ଲଗା ଯିବା ସହ ଅନେକ କିଛି ଫାଇଦା ଆମକୁ ଦେଇଥାଏ ଯାହା ଆମକୁ ଜଣା ନଥାଏ । ଏହି ମନ୍ଦାର ଫୁଲ ଆପଣଙ୍କ ଭାଗ୍ୟକୁ ବଦଳାଇବା ଦେବା ଭଳି କାର୍ଯ୍ୟ କରିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ ଯାହାକୁ ସାଧାରଣ ଫୁଲ ଭାବିଥାନ୍ତି ସେହି ଗଛ ଏବଂ ଫୁଲରୁ କଣ ସବୁ ଉପକାରିତା ମିଳିଥାଏ ଯାହା ଆମ ଭାଗ୍ୟକୁ ପରିବର୍ତ୍ତନ କରିଦେଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ମନ୍ଦାର ଗଛକୁ ଘରେ ଲଗାଇବା ଦ୍ଵାରା ଶୁଭ ହୋଇଥାଏ । ଏହା ଘରର ସମସ୍ତ ନକରାତ୍ମକ ଶକ୍ତିକୁ ଦୂର କରିଥାଏ । ଯେଉଁ ଲୋକଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦେବଙ୍କ ପ୍ରଭାବ ଭଲ ରହୁନାହିଁ ସେହି ବ୍ୟକ୍ତିଙ୍କୁ ନିଜ ଘରେ ଏହି ଗଛ ଲଗାଇବା ଦରକାର । ସୂର୍ଯ୍ୟ ଦେବା କମଜୋର ହେବା ଦ୍ଵାରା ମଣିଷ ଭୟଭୀତ ହୋଇଯାଏ । ବ୍ୟକ୍ତିର ସାହସ ମଧ୍ୟ କମିଯାଏ । ବ୍ୟକ୍ତିଙ୍କୁ କାର୍ଯ୍ୟରେ ସଫଳତା ମିଳିନଥାଏ ।

ସେହି ବ୍ୟକ୍ତିଙ୍କୁ ମାନ ହାନି ଏବଂ ସମ୍ମାନ ହାନି ହେବାର ସମ୍ଭାବନା ଉପୁଜି ଥାଏ । ସୂର୍ଯ୍ୟ ଦେବଙ୍କ କମଜୋର କାରଣରୁ ଚର୍ମ ରୋଗ ମଧ୍ୟ ଦେଖା ଦେଇଥାଏ । ତେଣୁ ଆପଣ ଯଦି ଆପଣଙ୍କ ଠାରେ ଏହି ସବୁ ଲକ୍ଷଣ ଦେଖନ୍ତି ତେବେ ତୁରନ୍ତ ମନ୍ଦାର ଗଛକୁ ଆପଣଙ୍କ ଘରେ ଲଗାନ୍ତୁ । ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଥାଏ ତେବେ ଏହି ମନ୍ଦାର ଗଛ ଲଗାଇବା ଦ୍ଵାରା ମଙ୍ଗଳ ଦୋଷର ଖଣ୍ଡନ ହୋଇଥାଏ ।

ମଙ୍ଗଳ ଦୋଷ କାରଣରୁ ବିବାହରେ ବିଳମ୍ବ ହୋଇଥାଏ । ଯଦି ଏହା ଆପଣଙ୍କ ସହ ହେଉଛି ତେବେ ଆପଣ ଏହି ମନ୍ଦାର ଗଛକୁ ଆପଣଙ୍କ ଘରେ ଲଗାଇ ଏଥିରେ ଫୁଟିବାକୁ ଯାଉଥିବା ଫୁଲକୁ ଆପଣ ହନୁମାନଙ୍କୁ ଅର୍ପଣ କରନ୍ତୁ । ଆପଣ ହନୁମାନଙ୍କୁ ଫୁଲ ଅର୍ପଣ କରିବା ସମୟରେ ଶ୍ରୀରାମଙ୍କ ନାମ ଜପ କରିବା ଆବଶ୍ୟକ ।

ଯଦି ଆପଣ 5ଟି ମନ୍ଦାର ଫୁଲ ଚଢାଇବେ ତେବେ ଏହା ଆପଣଙ୍କ ପାଇଁ ଅତି ଉତ୍ତମ ଫଳ ଆଣିଦେବ । ଯଦି ଆପଣଙ୍କ ପେଟ ବ୍ୟଥା ହେଉଥାଏ ତେବେ ଆପଣ ଏହି ମନ୍ଦାର ଗଛର ଶୁଖିଲା ପତ୍ରକୁ ପାଣିରେ ଫୁଟାଇ ଚା ଭଳି ସେବନ କରିବା ଦ୍ଵାରା ପେଟ ବ୍ୟଥା ଦୂର ହୋଇଥାଏ । ଆପଣ ନିଜର ମନସ୍କାମନା ପୁରା କରିବା ପାଇଁ ଚାହୁଁଥିଲେ ଶୁକ୍ରବାର ଦିନ 21ଟି ମନ୍ଦାର ଫୁଲରେ ମାଳ କରନ୍ତୁ ।

ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ଘିଅ ଦୀପଟିଏ ଜଳାଇ ଆପଣଙ୍କ ମନସ୍କାମନା ଜଣାନ୍ତୁ । ଏହାପରେ ଆପଣ କରିଥିବା ମନ୍ଦାର ମାଳକୁ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ଏହା କରିବା ପରେ ଆପଣ ଦେଖିବେ ଆପଣଙ୍କ ମନସ୍କାମନା ବହୁତ ଶୀଘ୍ର ପୁରା ହୋଇଯିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।