ଆଜିର ରାଶିଫଳ, 28 ଫେବୃୟାରୀ 2023, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ଫେବୃୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ନିଜର ବାଣୀ ଓ ବ୍ୟବହାର ଉପରେ ସଂଯମ ରଖନ୍ତୁ । କିଛି ପ୍ରଭାବ ଶାଳି ଲୋକଙ୍କ ସହ ଭେଟ ହେବ । ଆଜି ମନ ମସ୍ତିସ୍କ କୁ ନିୟନ୍ତ୍ରଣ ରଖନ୍ତୁ । ଆଜି ସାଧନା ଉପାସନା ର ସାହାରା ନିଅନ୍ତୁ ଓ ପ୍ରଯତ୍ନ ରୁହନ୍ତୁ । ପରିବାର ଓ ବନ୍ଧୁ ଙ୍କ ପୁରା ସାଥ ମିଳିବ । ନିଜର ପ୍ରତିଭା ଉପରେ ଭରସା ରଖନ୍ତୁ । ନିଜର ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ।

ବୃଷ ରାଶି : କ୍ଲାଇଣ୍ଟ ଙ୍କ ପାଖରେ ଅଟକିଥିବା ପଇସା ଫେରି ପାଇବେ । ଆଜି ଆସୁଥିବା ସମସ୍ଯା ଆପଣଙ୍କ ମାନସିକ ସୁଖ ନଷ୍ଟ କରିପାରେ । କମ କଥା କହି ବାଦ ବିବାଦରୁ ଦୂରେଇ ରୁହନ୍ତୁ । ଆପଣଙ୍କୁ ଆପଣଙ୍କର ମେହନତର ଫଳ ମିଳିବ । ଆପଣଙ୍କୁ ନିଜ ନିସ୍ପତି ଭଲ ଭାବେ ବିଚାର କରି ନେବାକୁ ହେବ । ପଇସା ମାମଲାରେ ଆଜି ଦିନ ରେ ବହୁତ ଖର୍ଚ୍ଚ ହେବ । ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଆଧ୍ୟାତ୍ମିକ କ୍ଷେତ୍ର ରେ ସିଦ୍ଧି ପ୍ରାପ୍ତ ହେବ । ସନ୍ତାନ ଓ ସ୍ତ୍ରୀ ତରଫରୁ ଲାଭ ହେବ ।

ମିଥୁନ ରାଶି : ଆଜି ଆପଣଙ୍କୁ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । କିନ୍ତୁ ଅତି ଉଶ୍ଚାହ ରୁ ବଞ୍ଚିତ ରୁହନ୍ତୁ । ଅନିୟୋଜିତ ଖର୍ଚ୍ଚ ରେ ବୃଦ୍ଧି ହୋଇପାରେ । ସ୍ୱାସ୍ଥ୍ୟ ମାମଲାରେ ସତର୍କ ରୁହନ୍ତୁ । ମାଙ୍ଗଳିକ ପ୍ରସଙ୍ଗ ଆୟୋଜିତ କରାଯିବ । ଭବିଷୟର ଚିନ୍ତା କୁ ନେଇ ଅତ୍ୟଧିକ ବିଚାର କରିବା ବ୍ୟର୍ଥ ଅଟେ । ନିଜର ମନୋଭାବ ବନ୍ଧୁ ଙ୍କ ଆଗରେ ଉଜାଗର କରନ୍ତୁ ନାହି । ବନ୍ଧୁ ଙ୍କ ସହ ଧାର୍ମିକ କାର୍ଯ୍ୟ କ୍ରମର ଯୋଜନା ବନାଇବେ ।

କର୍କଟ ରାଶି : କ୍ୟାରିୟର ସମ୍ବଧିତ ନେଇଥିବା ନିସ୍ପତି ଆରମ୍ଭରେ କଠିନତା ଅନୁଭବ ହେବ । ଅନ୍ୟ ର କଥାରେ ହସ୍ତକ୍ଷେପ କରନ୍ତୁ ନାହି । ନଚେତ ଆପଣଙ୍କର କ୍ଷତି ହୋଇପାରେ । ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ମିଠାଶ ଆସିବ । ଏମିତି କେଉଁ କରନ୍ତୁ ନାହି ଯାହା ଦ୍ଵାରା ଅପଯଶ ମିଳିବ । ଆଜି ଆପଣ ନିଜର ନିସ୍ପତି ଉପରେ ଦୃଢ ରୁହନ୍ତୁ ଓ ଅନ୍ୟର ବିଚାରରେ ପ୍ରଭାବିତ ହୁଅନ୍ତୁ ନାହି ।

ସିଂହ ରାଶି : ଆପଣ ନିଜର ବିଚାର ଉପରେ ଅଟଳ ରୁହନ୍ତୁ । ଚାକିରି କରୁଥିବା ଜାତକଙ୍କୁ ଉନ୍ନତି ମିଳିବ । ଘରୋଇ ମାମଲାରେ ଅଟକିଥିବା ପରିଯୋଜନା ର ଗତି ଓ ନିକଟତା ପୁରା କରିବେ । ଆପଣ ନିଜକୁ ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । କାହା କଥାରେ ପଡି ନିସ୍ପତି ନିଅନ୍ତୁ ନାହି । ସଠିକ ସମୟରେ ଆପଣଙ୍କ ସହାୟତା କାହାକୁ ବଡ ସମସ୍ୟାରୁ ବଞ୍ଚିତ କରିବ । ଯଦି ଆପଣଙ୍କୁ କେହି ଉଚିତ ନ ଲାଗିବ ତାହାକୁ ମାନନ୍ତୁ ନାହି ।

କନ୍ୟା ରାଶି : ଧନର ଲେନଦେନ ସମୟରେ ସତର୍କ ରୁହନ୍ତୁ । ମନରେ କିଛି ଜିନିଷ ବାର ବାର ଆସିପାରେ । ଆପଣ ନୂଆ ସମ୍ପର୍କ ସ୍ଥାପିତ କରିବେ । ବନ୍ଧୁ ସହଯୋଗ କରିବେ । କିଛି ଲୋକଙ୍କ ଜୀବନରେ ପ୍ରେମ ପ୍ରବେଶ ହୋଇପାରେ । ଆପଣ ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ଆପଣଙ୍କୁ ଅଚାନକ ଧନ ଲାଭ ହେବରା ସମ୍ଭାବନା ଅଛି । ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ ।

ତୁଳା ରାଶି : ଆଜି କୌଣସି ମାମଲାରେ ତରବର ହୋଇ ଅଧିକ ଚିନ୍ତା କରିଲେ ପରିଣାମ ବିପରୀତ ହୋଇପାରେ । ଦିନ ବହୁତ ଅଧିକ ଅନୁକୂଳ ନୁହେଁ । ସତର୍କ ରୁହନ୍ତୁ । ଶତ୍ରୁ ଆପଣଙ୍କ କମାଜୋରି ର ଫାଇଦା ଉଠାଇ ପାରନ୍ତି । ତେଣୁ ଏଥିପାଇଁ ଆପଣଙ୍କୁ ଧ୍ୟାନ ଦେବାର ଜରୁରତ ଅଛି । ଆପଣଙ୍କୁ ନେଗେଟିଭ ବିଚାର ଠାରୁ ମୁକ୍ତ ରହିବାକୁ ହେବ ।

ବିଛା ରାଶି : ଆପଣଙ୍କ ପାରିବାରିକ ଓ ଦାମ୍ପତ୍ୟ ଜୀବନ ସାମନ୍ୟା ରହିବ । ଆଜି ଆପଣ ଜରୁରୀ କାମ ସମୟ ପୂର୍ବରୁ ଶେଷ ହେବ । ପରିଜନ ଙ୍କ ସହ ଆନନ୍ଦ ଆସିବ । ପ୍ରେମ ଜୀବନରେ ସାଥି ଆପଣଙ୍କୁ ଡିମାଣ୍ଡ କରି ପାରନ୍ତି । ପରିବାରରେ କିଛି ସମସ୍ୟାର ସମଧାନ ବାହାରିବ । ଭୌତିକ ସୁଖ ପାଇବାକୁ ଖର୍ଚ୍ଚ ବଢିବ । ନୂଆ ସମ୍ପର୍କ ବନାଇବା ଆଗରୁ ସତର୍କ ରୁହନ୍ତୁ । ଗୋଟେ ସମୟରେ ଗୋଟେ କାମ କରନ୍ତୁ ।

ଧନୁ ରାଶି : ଆପଣ ସଠିକ ବ୍ୟବହାର ରହିଲେ ଆଗକୁ ବଢିବାର ସଫଳତା ମିଳିବ । ଏକାଗ୍ରତା ର ଅଭାବ ମାନସିକ ଅସ୍ଵସ୍ଥତା ବଢାଇବ । ଜଲ୍ଦି ପଇସା କମାଇବା ପାଇଁ ଆପଣ ଭୁଲ ରାସ୍ତା ଆପଣାନ୍ତୁ ନାହି । ନଚେତ ହାନି ହୋଇପାରେ । କାମ କାର୍ଯ୍ୟ ବିଷୟରେ କହିବାକୁ ଗଲେ ଚାକିରି କରୁଥିବା ଜାତକ ଙ୍କ ପାଇଁ ଆଜି ଦିନ ଟି ବହୁତ ବ୍ୟସ୍ତ ରେ ରହିବେ ।

ମକର ରାଶି : ନିଜର ପ୍ରତିଷ୍ଠା ଓ ପ୍ରସିଦ୍ଧି ରେ ବୃଦ୍ଧି ହେବାର ଅନୁଭବ କରିବେ । ଆଜି ସରଳ କାମ ପୂର୍ଣ୍ଣ ହେବାରେ ସମସ୍ଯା ଆସିପାରେ । ତେଣୁ ସବୁ କାମକୁ ଧ୍ୟାନ ରଖିବାର ଜରୁରତ ଅଛି । ସହଯୋଗୀ ଙ୍କ ସହ ବିବାଦ ହୋଇପାରେ । ପରିବାର ର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ଆଜି ପ୍ରିୟଜନ ଙ୍କ ମୁଡ ଭଲ ରହିବ । ଭଲ ହେବ ଆପଣ ଆଜି ଅଯଥା କଥାରେ ମୁଡ ପୁରାନ୍ତୁ ନାହି । ଯଦି କିଛି ସମସ୍ଯା ଅଛି ତେବେ ନିଜର ନଜରୀୟା ପରିବର୍ତ୍ତନ କରନ୍ତୁ ।

କୁମ୍ଭ ରାଶି : ବିଦ୍ୟାର୍ଥୀ ଙ୍କୁ ଶୈକ୍ଷିକ କାର୍ଯ୍ୟ ରେ ବ୍ୟବଧାନ ଆସିବ । ବାହନ ଚଳାଇବା ସମୟରେ ବିଶେଷ ସତର୍କ ରହିବାର ଅଛି । ପାରିବାରିକ ଜୀବନ ରେ ସ୍ଥିତି ଭଲ ରହିବ । ଘରେ ଆଜି କିଛି କଥାକୁ ନେଇ ଆଲୋଚନା ହୋଇପାରେ । ଏମିତିରେ ମାନସିକ ରୂପରେ ଆପଣ ଶାନ୍ତି ଅନୁଭବ କରିବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ଅନୁଭବି ଓ ବରିଷ୍ଠ ଲୋକ ଙ୍କ ସହଯୋଗ ମିଳିବ ।

ମୀନ ରାଶି : ଯାହା ଦ୍ଵାରା ଆପଣଙ୍କ କାମରେ ଲାଭ ହେବ । ଯେଉଁ ଲୋକ ବିବାହିତା ସେମାନଙ୍କ ଦାଂପତ୍ଯ ଜୀବନ ରେ ସ୍ନେହ ବଢିବ । ନିଜର ଊର୍ଜା ଓ ଆଇଡିଆ କୁ ଉଚିତ ଦିଶାରେ ଲଗାନ୍ତୁ । ଆଜି ଆପଣଙ୍କ ଆକ ପାଖରେ ଲୋକ ଭୁଲ ବୁଝି ପାରନ୍ତି । ତେଣୁ ନିଜର ବ୍ଯକ୍ତିତ୍ବ କୁ ସ୍ପଷ୍ଟା ଭାବେ ଅଭିବ୍ୟକ୍ତ କରନ୍ତୁ । ଯାହା କହିବେ ଭଲରେ ଭାବି କୁହନ୍ତୁ । ଆପଣଙ୍କ ପୁରୁଣା ରୋଗ ଠିକ ହୋଇପାରେ ।