ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- କେଉଁ ପଶୁ ବିଲକୁଲ କହି ପାରେନି ବ କିଛି ଶବ୍ଦ କରିପାରେ ନାହିଁ ?
ଉ: ଜିରାଫ ଶବ୍ଦ କରିପାରେ ନାହିଁ ।
୨- ଗୋଟିଏ ହାତୀର ଜୀବନକାଳ କେତେ ହୋଇଥାଏ ?
ଉ: ୮୦ ରୁ ୧୦୦ ବର୍ଷ ।
୩- କେଉଁ ଜୀବ ଆଘାତ ପାଇବା ଅପରେ ମଣିଷଙ୍କ ଭଳି କାନ୍ଦିଥାଏ ?
ଉ: ଭାଲୁ ମଣିଷଙ୍କ ଭଳି କାନ୍ଦେ ।
୪- ଭାରତର ସବୁଠାରୁ ଟପ୍ ୟୁଟ୍ଯୁବର ନମ୍ବରରେ କିଏ ରହିଛି ?
ଉ: କ୍ଯାରି ମିନତୀ ।
୫- ସବୁଠାରୁ ଅଧିକ ଦାନ୍ତ କେଉଁ ଜୀବ ର ପାଟିରେ ଥାଏ ?
ଉ: କୁମ୍ଭୀର ପାଟିରେ ସବୁଠୁ ଅଧିକ ଦାନ୍ତ ଥାଏ ।
୬- ଦୁନିଆରେ ସବୁଠାରୁ ମହଙ୍ଗା ପେଟ୍ରୋଲ କେଉଁ ଦେଶରେ ମିଳିଥାଏ ?
ଉ: ଆଇସଲ୍ୟାଣ୍ଡ ଦେଶରେ ସବୁଠୁ ମହଙ୍ଗା ପେଟ୍ରୋଲ ମିଳେ ।
୭- ଏମିତି କେଉଁ ଦେଶ ଅଛି ଯେଉଁଠି ଧଳା ରଙ୍ଗର କାଉ ଦେଖିବାକୁ ମିଳନ୍ତି ?
ଉ: ଇଜିପ୍ଟ ଦେଶରେ ଧଳା କାଉ ଦେଖାଯାନ୍ତି ।
୮- ମଣିଷ DNA କେଉଁ ପ୍ରାଣୀ ସହ ସବୁଠୁ ଅଧିକ ମେଳ ଖାଇଥାଏ ?
ଉ: ମାଙ୍କଡ ସହ ।
୯- ଦୁନିଆର ସବୁଠାରୁ ବଡ ସ୍କୁଲ କେଉଁଠାରେ ଅବସ୍ଥିତ ?
ଉ: ଲକ୍ଷ୍ନୌରେ ଅବସ୍ଥିତ ।
୧୦- ଭାରତରେ ମୋଟ କେତୋଟି ଟିଭି ଚ୍ଯାନେଲ ରହିଛି ?
ଉ: ୮୯୨ ଟି ଚ୍ଯାନେଲ ଅଛି ।
୧୧- କିଡନୀଙ୍କୁ ଓଡିଆରେ କଣ କୁହାଯାଏ ?
ଉ: ବୃକକ କୁହାଯାଏ ।
୧୨- ଭାରତୀୟ ମୁଦ୍ରାର ନାମ ଟଙ୍କା କିଏ ରଖିଥିଲେ ?
ଉ: ଶେରଶାହା ସୁରୀ ।
୧୩- କେଉଁ ଫଳକୁ ଅମୃତ ଫଳ କୁହାଯାଏ ?
ଉ: ପିଜୁଳିକୁ ଅମୃତ ଫଳ କୁହାଯାଏ ।
୧୪- କେଉଁ ଦେଶର ଲୋକମାନେ ଗଛ ଉପରେ ଘର କରି ରହିଥାନ୍ତି ?
ଉ: କଙ୍ଗୋ ବେଶିନ ଦେଶର ଲୋକେ ।
୧୫- କେଉଁ ଦେଶରେ ଲୋକମାନେ ଘଣ୍ଟା ପିନ୍ଧି ନଥାନ୍ତି ?
ଉ: କ୍ୟୁବା ଦେଶରେ ।
୧୬- ଏମିତି କେଉଁ ଜୀବ ଅଛି ଯିଏ ନିଜ ଶ୍ଵାସକୁ ୬ ଦିନ ପର୍ଯ୍ୟନ୍ତ ଅଟକାଇ ରଖିପାରେ ?
ଉ: ବିଛା ।
୧୭- ପାକିସ୍ତାନରେ ମୋଟ କେତୋଟି ଜିଲ୍ଲା ଅଛି ?
ଉ: ୧୩୫ ଟି ।
୧୮- କେଉଁ ପ୍ରାଣୀ ତିନି ବର୍ଷ ଯାଏଁ ଶୋଇ ରୁହେ ?
ଉ: ଗେଣ୍ଡା ।
୧୯- କେଉଁ ପଶୁ ଜନ୍ମ ହେବାର ଦୁଇରୁ ତିନି ମାସ ଯାଏଁ ଶୋଇ ରୁହେ ?
ଉ: ଭାଲୁ ।
୨୦- ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ, ମୁଁ କିଏ ?
ଉ: କମଳା ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।